ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ପ୍ରଥମ ଦିନ ରାତ୍ରୀ ଭୋଜନ ନ ଖାଇ ଜେଲ୍‌ରେ ବିନିଦ୍ର ରଜନୀ କଟାଇଲେ ହନିପ୍ରୀତ୍‌

ଅମ୍ବାଲା: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ପୋଷ୍ୟା କନ୍ୟା ପ୍ରିୟଙ୍କା ତାନେଜା ଓରଫ ହନିପ୍ରୀତ୍‌ ଶୁକ୍ରବାର ଦିନ ଅମ୍ବାଲା କେନ୍ଦ୍ରୀୟ କାରାଗାରରେ ବିନିଦ୍ର ରଜନୀ କଟାଇଛନ୍ତି। ସେ ରାତ୍ରୀ ଭୋଜନ ମଧ୍ୟ ଖାଇ ନ ଥିଲେ। ଦେଶ…
ଅଧିକ ଖବର ଦେଖନ୍ତୁ...

ଆଇଜିଆଇରେ ଏୟାର୍‌ ଇଣ୍ଡିଆ ବିମାନରେ ଧକ୍କା ଖାଇଲା ବ୍ୟାଗେଜ୍‌ ବୁହା ଟ୍ରାକ୍‌ଟର୍‌

ନୂଆଦିଲ୍ଲୀ: ଶନିବାର ଦିନ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ବ୍ୟାଗେଜ୍‌ ବୁହା ଇଲେକ୍‌ଟ୍ରୋନିକ୍‌ ଟ୍ରାକ୍‌ଟର୍‌ ଏୟାର୍‌ ଇଣ୍ଡିଆର ଏକ ବିମାନ ଉପରେ ଧକ୍କା ଖାଇବାରୁ ସଙ୍ଘାଇ ଅଭିମୁଖେ ଯାଉଥିବା ସେ ବିମାନଟି ୪୫ ମିନିଟ୍‌ ବିଳମ୍ବରେ ଛାଡ଼ିଥିଲା। ଘଟଣା ସମ୍ବନ୍ଧରେ ଏୟାର୍‌…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀମାନଙ୍କଠାରୁ ବକ୍‌ସିସ୍‌ ନେଇ ତିରୁମାଲା ମନ୍ଦିରରୁ ୨୪୩ ବାରିକ ବହିଷ୍କୃତ

ତିରୁବନନ୍ତପୁରମ୍‌: ଲଣ୍ଡିତ ହେଉଥିବା ଯାତ୍ରୀମାନଙ୍କଠାରୁ ବକ୍‌ସିସ୍‌ ନେବା କାରଣରୁ ଅନ୍ୟୂନ ୨୪୩ ବାରିକଙ୍କୁ ତିରୁମାଲା ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ ବହିଷ୍କାର କରିଛି। ଫଳତଃ, ସେ ବାରିକମାନଙ୍କୁ ପୁଣି ସେମାନଙ୍କ କର୍ମସ୍ଥଳରେ ଅବସ୍ଥାନ…
ଅଧିକ ଖବର ଦେଖନ୍ତୁ...

ତାଲିବାନୀମାନେ ମୋ ଶିଶୁକନ୍ୟାକୁ ହତ୍ୟା କରିଛନ୍ତି; ପତ୍ନୀଙ୍କ ସହ ଦୁଷ୍କର୍ମ କରିଛନ୍ତି: କାନଡୀୟ ପଣବନ୍ଦୀ

ଓଟାଓ୍ଵା: ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ତାଲିବାନ ଅନୁମୋଦିତ ହକିନି ନେଟ୍‌ଓ୍ଵାର୍କ ଦ୍ୱାରା ବର୍ଷେକାଳ ପଣବନ୍ଦୀ ରହି ମୁକ୍ତି ପାଇ ଥିବା କାନଡୀୟ ଜୋସୁଆ ବଏଲ୍‌ କହିଛନ୍ତି ଯେ ଅପହରଣକାରୀମାନେ ତାଙ୍କ ଶିଶୁ କନ୍ୟାକୁ ହତ୍ୟା କରିବା ସହ ତାଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ବର୍ଷା ବିତ୍ପାତ, ୫ ମୃତ

ବେଙ୍ଗାଲୁରୁ: ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷାରେ ବେଙ୍ଗାଲୁରୁବାସୀ ନାହିଁନଥିବା ହିନସ୍ତା ଭୋଗିଛନ୍ତି। ବିଶେଷ କରି ସହରର ପଶ୍ଚିମ ଓ ଦକ୍ଷିଣ ଭାଗରେ ଜଳ ନିଷ୍କାସନ ହୋଇନପାରି ଟ୍ରାଫିକ୍‌ ନୟାନ୍ତ କରିଛି। ଏହି ବର୍ଷା ତାଣ୍ଡବରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ଖସି ପଡ଼ିଲା ବିମାନ, ୪ ମୃତ

ଆବିଦ୍‌ଜାନ(ଆଇଭରି କୋଷ୍ଟ୍‍) : ଶୁକ୍ରବାର ଆଇଭରି କୋଷ୍ଟ୍‍ର ପ୍ରମୁଖ ସହର ଆବିଦ୍‌ଜାନ ନିକଟ ସମୁଦ୍ରରେ ଏକ ପଣ୍ୟବାହୀ ବିମାନ ଖସିପଡ଼ିବାରୁ ଅତି କମ୍‌ରେ ୪ ଜଣ ବିମାନଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆବିଦ୍‌ଜାନ ସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉକ୍ତ ଉଡ଼ାଜାହାଜଟି ଉଡ଼ାଣ କରିବାର କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ଗୋମାଂସ ଚାଲାଣ ସନ୍ଦେହରେ ୫ ଜଣଙ୍କୁ ମାଡ଼

ଫରିଦାବାଦ୍‌ : ଗୋ ସୁରକ୍ଷା ନାଁରେ ଦିନକୁ ଦିନ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଆଜି ହରିୟାଣାର ଫରିଦାବାଦ୍‌ରେ ୫ ଜଣଙ୍କୁ ଗୋମାଂସ ନେଉଥିବା ଅଭିଯୋଗରେ ପାଖାପାଖି ଶତାଧିକ ବିଶୃଙ୍ଖଳିତ ଜନତା ନିସ୍ତୁକ ପିଟିଛନ୍ତି। ପୁଲିସ ସୂଚନାନୁଯାୟୀ, ଫରିଦାବାଦ୍‌ର ଗୋସି ଗ୍ରାମ ନିକଟରେ ଏକ ଅଟୋ…
ଅଧିକ ଖବର ଦେଖନ୍ତୁ...

ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍‌ ଜାରି

ବେଙ୍ଗାଲୁରୁ : ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆଜି କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ ସନ୍ଦିଗ୍ଧ ଅଭିଯୁକ୍ତଙ୍କ କାଳ୍ପନିକ ଫଟୋଚିତ୍ର(ସ୍କେଚ୍‌) ସର୍ବସାଧାରଣରେ ଜାରି କରିଛନ୍ତି। ଏହି ଫଟୋଚିତ୍ର ଆଧାରରେ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମାରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଲସ୍କର କମାଣ୍ଡର ଓ୍ଵାସିମ, ସହଯୋଗୀ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଆତଙ୍କବାଦୀଙ୍କ ସ୍ୱର୍ଗ ଭାବେ ବିବେଚିତ ପୁଲ୍‌ଓ୍ଵାମା ଜିଲ୍ଲାରେ ଆଜି ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ସକାଳେ ଲିତ୍ତର ଅଞ୍ଚଳରେ ଲସ୍କର-ଇ-ତଇବାର ପ୍ରମୁଖ କମାଣ୍ଡର ଓ୍ଵାସିମ ଶାହ ସହ ତା’ର ସହଯୋଗୀକୁ ଆଜି ସକାଳେ ସୁରକ୍ଷା ବାହିନୀ ନିପାତ କରିଛି।…
ଅଧିକ ଖବର ଦେଖନ୍ତୁ...

ରାହୁଲ ଅଧ୍ୟକ୍ଷ ହେବାପରେ ସୋନିଆଙ୍କ ଦାୟିତ୍ୱ ବଢ଼ିବ

ନୂଆଦିଲ୍ଲୀ:   କଂଗ୍ରେସ ଉପାଧ୍ୟକ୍ଷ  ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଦଳର ମଙ୍ଗ ଧରିବେ ବୋଲି ଗତକାଲି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ଦଳରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ତେବେ ସେନିଆଙ୍କ ଭବିଷ୍ୟତ ଭୂମିକା କ’ଣ ହେବ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ରାହୁଲ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...