ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

୩୧ଶ ଆସିଆନ୍‌ ଶିଖର ସମ୍ମିଳନୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୋଦି

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ଶ ଆସିଆନ୍‌ ଶିଖର ବୈଠକର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି। ଫିଲିପ୍ପିନ୍‌ସ୍‌ର ମାନିଲା ଠାରେ ଆସିଆନ୍‌ ଶିଖର ବୈଠକର ଉଦ୍‌ଘାଟନୀ ଉତ୍ସବରେ ନେତାମାନଙ୍କର ଫଟୋ ଉତ୍ତୋଳନ ଏବଂ କରମର୍ଦ୍ଦନ ଲେଖି ଭାରତୀୟ ପବ୍ଲିକ୍‌…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ କୁହୁଡ଼ି: ୬୯ ଟ୍ରେନ୍‌ ବିଳମ୍ବିତ; ୮ ବାତିଲ୍‌

ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ଓ ୧୨. ୪ ଡିଗ୍ରି ସେଲିସିଅସ୍‌ ତାପମାତ୍ରା ଅନୁଭୂତ ହୋଇଥିଲା। ଉତ୍ତର ଭାରତରେ କୁହୁଡ଼ି ଯୋଗୁଁ ଅନ୍ୟୂନ ୬୯ଟି ଟ୍ରେନ୍‌ ଯାତ୍ରାରେ ବିଳମ୍ବ କରାଯାଇଛି, ୨୨ଟି ଟ୍ରେନ୍‌ର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରାଯାଇଛି ଏବଂ ୮ଟି ଟ୍ରେନ୍‌ ବାତିଲ…
ଅଧିକ ଖବର ଦେଖନ୍ତୁ...

ଆଇ-ଟି ରେଡ୍‌ ଖବର ପାଇଁ ଟିଭି ଏବଂ ଖବରକାଗଜରେ ମଜ୍ଜି ରହୁଛନ୍ତି ଶଶିକଳା

ବେଙ୍ଗାଲୁରୁ: ତାଙ୍କର ଏବଂ ତାଙ୍କ ସହଯୋଗୀମାନଙ୍କ ସମ୍ପୃକ୍ତି ଥିବା ୧୮୭ଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ ଚାଲୁ ରହିଥିବାରୁ ବିଚଳିତା ହୋଇ ବନ୍ଦିନୀ ଏଆଏଡିଏମ୍‌କେ ନେତ୍ରୀ ଭି କେ ଶଶିକଳା ତତ୍‌ସଂକ୍ରାନ୍ତ ଖବର ଜାଣିବା ନିମନ୍ତେ ଶନିବାର ଏବଂ ରବିବାର ଦିନ ତାମିଲ୍‌ ଟିଭି ନିଉଜ୍‌ ଚାନେଲ୍‌,…
ଅଧିକ ଖବର ଦେଖନ୍ତୁ...

ବିନା ଡ୍ରାଇଭର୍‌ରେ ୨ କି. ମି. ଯିବା ପରେ ହରିୟାନାରେ ଲାଇନ୍‌ଚ୍ୟୁତ ହେଲା ହେରିଟେଜ୍‌ ଷ୍ଟିମ୍‌ ଇଞ୍ଜିନ୍‌ ‘ଅକ୍‌ବର୍‌’

ରେଓ୍ଵାରି: ହରିୟାନାର ରେଓ୍ଵାରିସ୍ଥିତ ହେରିଟେଜ୍‌ ଲୋକୋ ସେଡ୍‌ରେ ରବିବାର ଦିନ ବିନା ଡ୍ରାଇଭର୍‌ରେ ପରୀକ୍ଷାମୂଳକ ଭାବେ ଚଳାଯାଇଥିବା ଏକ ଟ୍ରେନ୍‌ ଇଞ୍ଜିନ୍‌ ଦୁଇ କିଲୋମିଟର୍‌ ଯାତ୍ରା କରିବା ପରେ ଧାରଣାଚ୍ୟତ ହୋଇଛି। ବ୍ରେକ୍‌ ଲିଭର୍‌ ଜାମ୍‌ ହୋଇ ଯିବାରୁ ସେଥିରେ ଥିବା ଦୁଇ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ମହାରାଷ୍ଟ୍ର ପୋଷ୍ଟମ୍ୟାନ୍‌ ନିଯୁକ୍ତିରେ ମହାଦୁର୍ନୀତି

ମୁମ୍ବାଇ: ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୨୪୦୦ ପୋଷ୍ଟ୍‍ମ୍ୟାନ୍‌ ନିଯୁକ୍ତିରେ ହୋଇଥିବା ଏକ ମହାଦୁର୍ନୀତିର ରହସ୍ୟ ଭେଦ କରିଛି ଡାକ ବିଭାଗର ଭିଜିଲାନ୍‌ସ୍‌ ବିଭାଗ। ଡାକ ବିଭାଗରେ ପୋଷ୍ଟ୍‍ମ୍ୟାନ୍‌, ମେଲ୍‌ ଗାର୍ଡସ୍‌ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ: କୃଷ୍ଣା ନଦୀରେ ଡଙ୍ଗା ଓଲଟି ୨୧ ମୃତ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ କୃଷ୍ଣା ଜିଲ୍ଲାର ବିଜଓ୍ଵାଡ଼ା ଦେଇ ପ୍ରବାହିତ କୃଷ୍ଣା ନଦୀରେ ଏକ ଡଙ୍ଗା ଓଲଟି ପଡ଼ିବାରୁ ୨୧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ପ୍ରାୟ ୩୮ ଜଣ ଲୋକଙ୍କୁ ନେଇ ଯାଉଥିବା ନୌକାଟି ପ୍ରାୟ ସନ୍ଧ୍ୟା ସାଢ଼େ ପାଞ୍ଚଟାବେଳେ…
ଅଧିକ ଖବର ଦେଖନ୍ତୁ...

ଇରାନ୍‌-ଇରାକ୍‌ ସୀମାନ୍ତରେ ଶକ୍ତିଶାଳୀ ଭୂମିକମ୍ପ: ୧୩୦ ମୃତ

ତେହେରାନ୍‌: ରବିବାର ଦିନ ଇରାନ୍‌ ଏବଂ ଇରାକ୍‌ ସୀମାନ୍ତାଞ୍ଚଳରେ ସଂଘଠିତ ହୋଇ ଥିବା ୭. ୩ ତୀବ୍ର ଭୂକମ୍ପନ ଯୋଗୁଁ ଇରାନ୍‌ରେ ଅନ୍ୟୂନ ୧୩୦ ଜଣ ବ୍ୟକ୍ତି ନିହତ ହେବା ସହ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ଇରାକୀ ଅଧିକାରୀଙ୍କ ସୂତ୍ରରୁ ଉଦ୍ଧାର କରି ରାଷ୍ଟ୍ରାୟତ ଇରାନୀୟ ଟେଲିଭିଜନ୍‌ କହିଛି…
ଅଧିକ ଖବର ଦେଖନ୍ତୁ...

ଆସିଆନ୍‌ ସମ୍ମିଳନୀ ଆରମ୍ଭ: ଚୀନ୍‌କୁ ଘେରିବାକୁ ଚତୁର୍ଦେଶୀୟ କୂଟନୀତି

ମାନିଲା: ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ୍‌)ର ୫୦ତମ ସମ୍ମିଳନୀ ମାନିଲାରେ ଆଜିଠାରୁ ଆରମ୍ଭ ହେଉଛି। ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ଅଧିକ ସହଜ କରିବା, ପାରସ୍ପରିକ ସହଯୋଗ ବୃଦ୍ଧି, ଆତଙ୍କବାଦୀ ଏବଂ ଦକ୍ଷିଣ ଚୀନ୍‌ ସାଗର ବିବାଦ ଏହି ସମ୍ମିଳନୀର ମୁଖ୍ୟ ଏଜେଣ୍ଡାରେ ରହିଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ବାୟୁ ପ୍ରଦୂଷଣ ୨୪ ଘଣ୍ଟାରେ ଦୁଇ ଗୁଣ

ନୂଆଦିଲ୍ଲୀ: ଦିଲ୍ଲରେ ପ୍ରଦୂଷଣ ସଙ୍କଟ ଆହୁରି ଭୟଙ୍କର ହୋଇଉଠିଛି। ଶନିବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ମଧ୍ୟରେ ବାୟୁରେ କ୍ଷତିକାରକ ପଦାର୍ଥର ପରିମାଣ ଦୁଇଗୁଣ ବଢ଼ିଯାଇଛି। ଆଜି ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ଉତ୍ତର ଭାରତରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ସଙ୍କଟ ଉପୁଜିଛି। ଦିଲ୍ଲା…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଜାରି ରହିବ ‘ଅପରେସନ୍‌ ଅଲ୍‌ ଆଉଟ୍‌’

ଶ୍ରୀନଗର: କଶ୍ମୀରରେ ସୁରକ୍ଷା ବାହିନୀ ଚଳାଇଥିବା ଆତଙ୍କବାଦୀ ନିପାତ ଅଭିଯାନକୁ ଆଶାତୀତ ସଫଳତା ମିଳିଛି ଏବଂ ୧୭୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିପାତ ହୋଇଥିବାରୁ ‘ଅପରେସନ୍‌ ଅଲ୍‌ ଆଉଟ୍‌’ ଜାରି ରହିବ ବୋଲି ମିଳିତ ସୁରକ୍ଷା ବାହିନୀ ନିଷ୍ପତ୍ତି ନେଇଛି। ଏହା ସହିତ ଘାଟିରେ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...