ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଅନାହାରରେ ଝିଅର ମୃତ୍ୟୁ ହୋଇଥିବା କହିବାରୁ ବାସନ୍ଦ!

ରାଞ୍ଚି: ରାସନ କାର୍ଡ ସହ ଆଧାର କାର୍ଡର ସଂଯୋଗ ହୋଇନପାରିବାରୁ ରାସନ ସାମଗ୍ରୀ ମିଳିଲାନି। ଫଳରେ ୮ ଦିନ ଧରି ଉପବାସ ରହି ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା ଅନ୍ତର୍ଗତ କାରିମତି ଗାଁର ୧୧ ବର୍ଷୀୟା ସନ୍ତୋଷୀ କୁମାରୀ ଶେଷରେ ଆଖିବୁଜିଲା। ତେବେ ଉପବାସରେ ଝିଅ ମରିଥିବା ଅଭିଯୋଗ ଆଣି ଗାଁକୁ ବଦନାମ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପାଇକ ବିଦ୍ରୋହ ସଂପର୍କିତ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ନୂଆଦିଲ୍ଲୀ:  ଦିଲ୍ଲୀର  ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଆଜିଠାରୁ ପାକଇ ବିଦ୍ରୋହ ସଂପର୍କିତ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି ।  ରାଜ୍ୟ ସରକାର, ଭାରତୀୟ ଇତିହାସ ଗବେଷଣା ପରିଷଦ ଏବଂ ‘ଦି ଇଣ୍ଟେଲେକ୍ଟ’ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଦୁଇଦିନିଆ…
ଅଧିକ ଖବର ଦେଖନ୍ତୁ...

ଇଜିପ୍ଟ: ଆତଙ୍କବାଦୀଙ୍କ ଗୁଳିରେ ୫୫ ପୁଲିସ କର୍ମୀ ନିହତ

କାଇରୋ: କାଇରୋ ନିକଟରେ ଆତଙ୍କବାଦୀଙ୍କ ଏକ ଆଡ଼ା ଉପରେ ପୁଲିସ ଚଢ଼ଉ ସମୟରେ ପ୍ରବଳ ଗୁଳି ବିନିମୟ ଘଟି ୫୫ ଜଣ ପୁଲିସ କର୍ମୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଏତେ ସଂଖ୍ୟାରେ ପୁଲିସ କର୍ମୀ ନିହତ ହେବା ପଛରେ ଆତଙ୍କବାଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଣି ସେଲଫି ନେଲା ଦୁଇ ଛାତ୍ରଙ୍କ ଜୀବନ

ବେଙ୍ଗାଲୁରୁ: ମୋଲକାଲମୁର ତାଲୁକୋନରସ୍ଥିତ ଚିତ୍ରଦୁର୍ଗ ଏକ ପାହାଡିଆ ଅଞ୍ଚଳ। ଏହି ସ୍ଥାନକୁ ଶନିବାର କର୍ଣ୍ଣାଟକର ତିନିଜଣ ଛାତ୍ର ବୁଲିବାକୁ ଆସି ସେଲଫି ନେଉଥିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ପାହାଡିଆ ଅଞ୍ଚଳକୁ ବଣଭୋଜି କରିବାକୁ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ଅବସରରେ ୧୦୩ ସହିଦଙ୍କ ପରିବାରକୁ ଅକ୍ଷୟଙ୍କ ଖାସ୍‌ ଉପହାର 

କୋହ୍ଲାପୁର: ବଲିଉଡ ଅଭିନେତା ଅକ୍ଷୟ କୁମାର ମହାରାଷ୍ଟ୍ର କୋହ୍ଲାପୁରରେ ୧୦୩ ସହିଦଙ୍କ ପରିବାରକୁ ଦୀପାବଳି ଅବସରରେ ବିଶେଷ ଉପହାର ପ୍ରଦାନ କରିଛନ୍ତି। ବଲିଉଡ ଖିଲାଡି କୁମାର ପ୍ରତ୍ୟେକ ସହିଦ ପରିବାରକୁ ୨୫ହଜାର ଟଙ୍କାର ଚେକ୍‌ ସହିତ ହୃଦୟକୁ ଜିଣି ନେଉଥିବା ଏକ ଚିଠି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଇକୋନୋମି କ୍ଲାସରେ ଆସିଥିଲେ ପର୍ଯ୍ୟଟନ ମନ୍ତ୍ରୀ, ଅନ୍ୟ ଅଧିକାରୀ ବିଜନେସ କ୍ଲାସରେ

ନୂଆଦିଲ୍ଲୀ: କେ ଜେ ଆଲଫୋନ୍ସ ଭାରତୀୟ ପ୍ରଶାସନିକ ସେବା, ଆଇନଜୀବୀ ଓ ରାଜନେତା ଭାବେ କାର୍ଯ୍ୟ କରିବା ପରେ ୨୦୧୭ ସେପ୍ଟେମ୍ବର ୩ରେ ସେ ନୂତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ନିକଟରେ ଆଲଫୋନ୍ସ ଦିଲ୍ଲୀରୁ ଭୁବନେଶ୍ୱର ଏୟାର…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ, ସାଂସଦ ଏବଂ ବିଧାୟଙ୍କୁ ଦେଖି ଛିଡ଼ା ହେବା ପାଇଁ ପରାମର୍ଶ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ସରକାରୀ କର୍ମଚାରୀମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଆସିଲେ ଠିଆ ହୋଇ ସମ୍ମାନ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ସମାନ ସମ୍ମାନ ନିର୍ବାଚିତ ପ୍ରତିନିଧୀମାନଙ୍କୁ ବି ଦେବା ପାଇଁ କହିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ଟୁଇଟ କରି କଡ଼ା ସମାଲୋଚନା କଲେ ସ୍ମୃତି ଇରାନି

ନୂଆଦିଲ୍ଲୀ: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମତି ଇରାନୀଙ୍କ ମଧ୍ୟରେ ଟୁଇଟ ଯୁଦ୍ଧ ତୀବ୍ର ହୋଇଛି। ସ୍ମୃତି ଇରାନୀ ଟୁଇଟ କରି ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି । ଟ୍‌ୱିଟରେ ସେ ଲେଖିଛନ୍ତି-ଜାମିନରେ ଥିବା ଲୋକ କୋର୍ଟକୁ ବ୍ୟଙ୍ଗ କରୁଛନ୍ତି କିନ୍ତୁ ମନେରଖ…
ଅଧିକ ଖବର ଦେଖନ୍ତୁ...

ଏବେ କ’ଣ କରୁଛନ୍ତି କେବିସିର ପ୍ରଥମ ବିଜେତା ସୁଶିଲ କୁମାର!

ଏକଦା ଚହଳ ସୃଷ୍ଟି କରିଥିବା କୋନ ବନେଗା କେରାଡପତିର(କେବିସି)ର ପ୍ରଥମ ବିଜେତା ସୁଶିଲ କୁମାର ଜିତିଥିବା ୩.୬ କୋଟି ଟଙ୍କା ନେଇ ଏବେ କେଉଁଭଳି ଅବସ୍ଥାରେ ଅଛନ୍ତି ଜାଣିବାର ଆଗ୍ରହ ଆପଣଙ୍କ ଭିତରେ ନିଶ୍ଚୟ ରହିଥିବ। ଦୀର୍ଘ ବର୍ଷ ଧରି ଲୋକପ୍ରିୟତା ସାଉଁଟୁଥିବା ଏହି ସୋ’ରେ ଭାଗ ନେଇ ଅର୍ଥ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ମା’ଙ୍କ ନକଲି ଭିଡିଓ ପୋଷ୍ଟ କରିବା କିରଣ ବେଦୀଙ୍କୁ ମହଙ୍ଗା ପଡ଼ିଲା: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଓ ସମ୍ପ୍ରତି ପଣ୍ଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଏକ ନକଲି ଭିଡିଓ ସେୟାର କରିବା ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କିରଣ ବେଦୀ ନିକଟରେ ନିଜର ଟୁଇଟର ଆକଉଣ୍ଟରେ ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ…
ଅଧିକ ଖବର ଦେଖନ୍ତୁ...