ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଏବେ କ’ଣ କରୁଛନ୍ତି କେବିସିର ପ୍ରଥମ ବିଜେତା ସୁଶିଲ କୁମାର!

ଏକଦା ଚହଳ ସୃଷ୍ଟି କରିଥିବା କୋନ ବନେଗା କେରାଡପତିର(କେବିସି)ର ପ୍ରଥମ ବିଜେତା ସୁଶିଲ କୁମାର ଜିତିଥିବା ୩.୬ କୋଟି ଟଙ୍କା ନେଇ ଏବେ କେଉଁଭଳି ଅବସ୍ଥାରେ ଅଛନ୍ତି ଜାଣିବାର ଆଗ୍ରହ ଆପଣଙ୍କ ଭିତରେ ନିଶ୍ଚୟ ରହିଥିବ। ଦୀର୍ଘ ବର୍ଷ ଧରି ଲୋକପ୍ରିୟତା ସାଉଁଟୁଥିବା ଏହି ସୋ’ରେ ଭାଗ ନେଇ ଅର୍ଥ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ମା’ଙ୍କ ନକଲି ଭିଡିଓ ପୋଷ୍ଟ କରିବା କିରଣ ବେଦୀଙ୍କୁ ମହଙ୍ଗା ପଡ଼ିଲା: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଓ ସମ୍ପ୍ରତି ପଣ୍ଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଏକ ନକଲି ଭିଡିଓ ସେୟାର କରିବା ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କିରଣ ବେଦୀ ନିକଟରେ ନିଜର ଟୁଇଟର ଆକଉଣ୍ଟରେ ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଆଜି ସହିଦ ଦିବସ: ଡିୟୁଟି ସମୟରେ ବର୍ଷକ ମଧ୍ୟରେ ୩୮୩ ପୁଲିସ ସହିଦ

ଭୁବନେଶ୍ୱର: କଟକ ରିଜର୍ଭ ପୁଲିସ ପଡିଆରେ ୫୮ତମ ସହିଦ ସ୍ମୃତି ଦିବସକୁ ଡିଜିପି ଶନିବାର ଉଦଘାଟନ କରିଛନ୍ତି । ଏଥିରେ ଡିଜିପିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇ ସହିଦଙ୍କୁ ମନେ ପକାଇବା ସହ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ଅପରାଧ ଦମନ କ୍ଷେତ୍ରରେ ପ୍ରାଣବଳୀ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ମୋତେ ଟିପୁ ଜୟନ୍ତୀକୁ ନିମନ୍ତ୍ରଣ କରନାହିଁ: ବିଜେପି ସାଂସଦ ଅନନ୍ତକୁମାର ହେଗ୍‌ଡ଼େ

ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଅନନ୍ତକୁମାର ହେଗ୍‌ଡ଼େ ସ୍ପଷ୍ଟ ରୂପେ କର୍ଣ୍ଣାଟକ ସରକାରଙ୍କର କିଛି ଶୀର୍ଷ ସ୍ତରୀୟ ଅଧିକାରୀଙ୍କୁ କହିଛନ୍ତି ଯେ ଟିପୁ ଜୟନ୍ତୀ ପାଳନ ଅବକାଶରେ ଆୟୋଜିତ କୌଣସି କାର୍ଯ୍ୟକ୍ରମକୁ ତାଙ୍କୁ ଯେମିତି ନିମନ୍ତ୍ରଣ କରା ନ ଯାଏ। ନଭେମ୍ବର ୧୦…
ଅଧିକ ଖବର ଦେଖନ୍ତୁ...

ଆତଙ୍କ ଆଇନ୍‌ରେ ଜାକିର୍‌ ନାଇକ୍‌ଙ୍କ ବିଚାର ଚାହେଁ ଏନ୍‌ଆଇଏ

ନୂଆଦିଲ୍ଲୀ: ଜାକିର୍‌ ନାଇକ୍‌ଙ୍କ ପ୍ରତ୍ୟାର୍ପଣ ଲୋଡ଼ି ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ବିବାଦୀୟ ଇସ୍‌ଲାମୀୟ ପ୍ରଚାରକଙ୍କ ଆତଙ୍କବାଦ କାର୍ଯ୍ୟ କଳାପ ସମ୍ବନ୍ଧରେ ଏକ ପୁଙ୍ଖାନୁପୁଙ୍ଖ ବିବରଣୀ ପଠାଇବା ସହ ତାଙ୍କ ବିରୋଧରେ ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌…
ଅଧିକ ଖବର ଦେଖନ୍ତୁ...

ଅଳିଆଗଦାରେ ନବୀନଙ୍କ ଚିଠି: ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କଲା ଆନ୍ଧ୍ରପ୍ରଦେଶ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଚିଠିକୁ ଅଗ୍ରାହ୍ୟ କରି ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୧୯ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଯୋରସୋରରେ ଲାଗିପଡ଼ିଛନ୍ତି। ଆନ୍ଧ୍ରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌-ପାକିସ୍ତାନ ବନ୍ଧୁତ୍ୱ ମହୁ ପରି ମଧୁର; ଲୁହା ପରି କଠିନ

ବେଜିଙ୍ଗ୍‌: ପାଞ୍ଚ ବର୍ଷରେ ଥରେ ସପ୍ତାହେ ବ୍ୟାପୀ ଚାଲୁଥିବା ପାର୍ଟି ମହାସଭାରେ ଚୀନ୍‌ କମ୍ୟୁନିଷ୍ଟ୍‍ ପାର୍ଟିର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ଚୀନ୍‌ର ‘ଲୌହ ଆବୃତ ବନ୍ଧୁ’ ବୋଲି କହି ପ୍ରଶଂସା କରିଛନ୍ତି। ‘‘ପାକିସ୍ତାନ ଆମର ଲୌହ ଆବୃତ ବନ୍ଧୁ। ଆମ ଦୁଇ ଦେଶର ଗଭୀର ବନ୍ଧୁତ୍ୱ ମହୁ…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତ ଯୋଗୁଁ ଡ୍ରାଇଭର୍‌ ମରି ଯିବାରୁ ବାଇକ୍‌ ଉପରେ ବସ୍‌ ଚଢ଼ି ୨ ମୃତ

ହାଇଦ୍ରାବାଦ: ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ ଜିଲ୍ଲାରେ ବସ୍‌ ଚଳାଇବାବେଳେ ଜଣେ ୬୩ ବର୍ଷିୟ ଡ୍ରାଇଭର୍‌ ହୃଦ୍‌ଘାତରେ ମରିଯିବା ଯୋଗୁଁ ବସ୍‌ଟି ଏକ ମଟର୍‌ସାଇକେଲ୍‌ରେ ଧକ୍କା ଖାଇବାରୁ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସାତ୍ତେନାପଲ୍ଲୀସ୍ଥିତ ଲୟଲା ଇନ୍‌ଷ୍ଟିଚ୍ୟୁଟ୍‌…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ପରେ ମିଳିଲେ ଭାରତୀୟ ଗୁପ୍ତଚରଙ୍କ ପିଛା କରୁଥିବା ନିଖୋଜ ପାକିସ୍ତାନୀ ସାମ୍ବାଦିକା

ଇସ୍‌ଲାମାବାଦ୍‌: ଗୁପ୍ତଚରଗିରି କରୁଥିଲେ ବୋଲି କୁହା ଯାଉଥିବା ଜଣେ ଭାରତୀୟ ବନ୍ଦୀଙ୍କ ମାମଲାକୁ ତ୍ୱରାନ୍ଵିତ କରୁଥିବାବେଳେ ଅଗଷ୍ଟ ୨୦୧୫ରେ ଲାହୋର୍‌ରୁ ନିଖୋଜ ହୋଇ ଯାଇଥିବା ସାମ୍ବାଦିକା ଜୀନତ୍‌ ଶାଝାଦିଙ୍କୁ ନିରାପତ୍ତା ବଳ ପାଇଛନ୍ତି। ଅଣରାଷ୍ଟ୍ରୀୟ ଅଭିନେତା ଏବଂ ଶତ୍ରୁପକ୍ଷ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ରୁ ଧୂଅାଁ ବାହାରିବା ଯୋଗୁଁ ଉଡ଼ନ୍ତା ବିମାନରେ ଆତଙ୍କ

ଇନ୍ଦୋର/ଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଉଡ଼ି ଯାଉଥିବା ଜେଟ୍‌ ଏୟାର୍‌େଓ୍ଵଜ୍‌ର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ତାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ରଖିଥିବା ମୋବାଇଲ୍‌ ଫୋନ୍‌ରେ ନିଅାଁ ଲାଗି ଯାଇଥିଲା। ଫଳତଃ, କ୍ୟାବିନରେ ଧୂଅାଁ ଭର୍ତ୍ତି ହୋଇ ଯିବାରୁ…
ଅଧିକ ଖବର ଦେଖନ୍ତୁ...