ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା: ପୂର୍ବତନ କ୍ରିକେଟରଙ୍କୁ ଟିକେଟ

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ ବରହମପୁର ଲୋକସଭା ଆସନରୁ ଟିଏମସି ଟିକେଟ ଦେଇଛି।

ଟିଏମସି ପ୍ରାର୍ଥୀ ତାଲିକା:

କୋଲକାତା ଉତ୍ତର-ସୁଦୀପ ବନ୍ଦୋପାଧ୍ୟାୟ

କୋଲକାତା ଦକ୍ଷିଣ-ମାଲା ରାୟ
ହାୱଡ଼ା- ପ୍ରସୁନ୍ ବନ୍ଦୋପାଧ୍ୟାୟ
ଡାଇମଣ୍ଡ ହାରବର୍-ଅଭିଷେକ ବାନାର୍ଜୀ

ଦମ୍ ଦମ୍-ପ୍ରଫେସର ସୌଗତ ରାୟ

ଶ୍ରୀରାମପୁର-କଲ୍ୟାଣ ବାନାର୍ଜୀ
ହୁଗୁଳି-ରଚନା ବନ୍ଦୋପାଧ୍ୟାୟ
ବ୍ୟାରେକପୁର-ପାର୍ଥ ଭୋମିକ୍

ବାରାସାତ-ଡ. କାକୋଲି ଘୋଷ ଦସ୍ତିଦାର
ଅରାମବାଗ-ମିତାଲି ବାଗ

ଘାଟାଲ-ଅଭିନେତା ଦେବ
ମିଦନାପୁର-ଜୁନ୍ ମାଲିଆ

ବାଙ୍କୁଡା-ଅରୁପ ଚକ୍ରବର୍ତ୍ତୀ

ବର୍ଦୱାନ ପୂର୍ବ-ଡ. ଶର୍ମିଲା ସରକାର
ଆସାନସୋଲ-ଶତ୍ରୁଘ୍ନ ସିହ୍ନା
ବର୍ଦ୍ଦୱାନ ଦୁର୍ଗାପୁର-କୀର୍ତ୍ତୀ ଆଜାଦ
ବୀରଭୂମ୍-ଶତାବ୍ଦି ରାୟ
ତମୁଲକ-ଦେବ‌ାଶୁଂ ଭଟ୍ଟାଚାର୍ଯ୍ୟ
ବସିରହାଟ-ହାଜି ନୁରୁଲ ଇସଲାମ

ମଥୁରାପୁର-ବାପି ହାଲଦାର

ଆଲିପୁରଦାର-ପ୍ରକାଶ ଚିକ୍ ବରାଇକ

ଦାର୍ଜିଲିଂ-ଗୋପାଳ ଲାମା
ରାୟଗଞ୍ଜ-କୃଷ୍ଣ କୁମାର କଲ୍ୟାଣୀ

ବାଲୁରଘାଟ-ବିପ୍ଲବ ମିତ୍ର

ମାଲଦା ଉତ୍ତର- ପ୍ରସୂନ ବାନାର୍ଜୀ (ପୂର୍ବତନ ଆଇପିଏସ୍)

ମାଲଦା ଦକ୍ଷିଣ- ଶାହନାୱାଜ ରେହାନ

ଜାଙ୍ଗିପୁର-ଖଲିଲୁର ରହମାନ

ବରହମପୁର-ୟୁସୁଫ ପଠାନ (ପୂର୍ବତନ କ୍ରିକେଟର)

ମୁର୍ସିଦାବାଦ-ଅବୁ ତାହିର ଖାନ

କୃଷ୍ଣନଗର-ମହୁଆ ମୋଇତ୍ର

ରାଣାଘାଟ-ମୁକୁଟମଣି ଅଧିକାରୀ
ବନଗାୱଁ-ବିଶ୍ୱଜିତ ଦାସ

ଜଲପାଇଗୁରୀ- ନିର୍ମଲଚନ୍ଦ୍ର ରାୟ

କୁଚ ବିହାର- ଜଗଦୀଶ ଚନ୍ଦ୍ର ବାସୁନିଆ

ବିଷ୍ଣୁପୁର-ସୁଜତା ମଣ୍ଡଳ ଖାନ

 

ସମ୍ବନ୍ଧିତ ଖବର