ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ପ୍ରଥମଥର ପାଇଁ ରାଜ୍ୟରେ ଦୃଷ୍ଟିବାଧିତଙ୍କ ଲାଗି ଯୁକ୍ତ ଦୁଇ କଲେଜ ଖୋଲାଯିବ

ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ଦୃଷ୍ଟିବାଧିତଙ୍କ ଲାଗି ଯୁକ୍ତ ଦୁଇ କଲେଜ ଜୁଲାଇ ୩ ତାରିଖରେ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରିଛନ୍ତି। ରବିବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଲୁଇସ୍‌ ବ୍ରେଲି ଫାଉଣ୍ଡେସନ୍‌…
ଅଧିକ ଖବର ଦେଖନ୍ତୁ...

‌ଫୋନ ଇନ ପ୍ଲିଜ: ମଣିପୁର ହିଂସାରେ ବହୁ ଧନ ଜୀବନ କ୍ଷତି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍…
ଅଧିକ ଖବର ଦେଖନ୍ତୁ...

ଜୋର୍‌ ଧରିଲା ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ଦାବି

ଭୁବନେଶ୍ବର, ୨/୭(ଇମିସ): ରାଜଧାନୀକୁ ଜିଲ୍ଲାର ମାନ୍ୟତା ଦେବା ଦାବି ଜୋର୍‌ ଧରିଛି। ଆଜି ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ବର ଯୁବମଞ୍ଚ ପରିବାର ପକ୍ଷରୁ ବରିମୁଣ୍ଡ ଲକ୍ଷେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଦୃଷ୍ଟିକୋଣରୁ ଜନସାଧାରଣମାନେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

‘ଦି କ୍ରାଉନ ଆଇଏଚ୍‌ସିଏଲ୍‌ ସିଲେକ୍ସନ’ ଉଦ୍‌ଘାଟିତ

ଭୁବନେଶ୍ବର: ଟାଟା ଗ୍ରୁପ୍ ଅଧୀନସ୍ଥ ଇଣ୍ଡିଆନ୍ ହୋଟେଲ୍‌ସ କଂପାନି ଲିମିଟେଡ୍‌ (ଆଇଏଚ୍‌ସିଏଲ୍‌) ଓ ହୋଟେଲ୍‌ କ୍ରାଉନ୍ ଭୁବନେଶ୍ବର ସହଯୋଗରେ ‘ଦି କ୍ରାଉନ୍ ଆଇଏଚ୍‌ସିଏଲ୍‌ ସିଲେକ୍ସନ’ ଆଜି ଉଦ୍‌ଘାଟିତ ‌ହୋଇଛି। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

କେଦାରଗୌରୀ ନିକଟରେ ପାଚେରି ଭଙ୍ଗାକୁ କେନ୍ଦ୍ର କରି ଉତ୍ତେଜନା

ପୁରୁଣା ଭୁବନେଶ୍ବର: କେଦାରଗୌରୀ ନିକଟରେ ଏକ ପାଚେରି ଭଙ୍ଗାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ କେଦାରଗୌରୀ କୁଣ୍ଡରୁ ମଇଳା ପାଣି ନିଷ୍କାସନ ପାଇଁ ଡ୍ରେନ୍‌ ନିର୍ମାଣ ନିମନ୍ତେ ପାଚେରି ଭଙ୍ଗା ଯାଇଥିଲା। ଏହାକୁ ଏଏସ୍ଆଇ ପକ୍ଷରୁ ବିରୋଧ କରାଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ପରିବା ଦର ବୃଦ୍ଧି ପ୍ରତିବାଦ‌ରେ ସିପିଆଇର ବିକ୍ଷୋଭ

ଭୁବନେଶ୍ବର : ପନିପରିବାର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ ବିକେଏମୟୁ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ଏବଂ ରାସ୍ତାରୋକ କରାଯାଇଥିଲା। ପୂର୍ବାହ୍ନରେ ଉଭୟ ସଂଗଠନର ବହୁ କର୍ମୀ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ନିକଟରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ରାଜଧାନୀରେ ଜଳିଲା ୨ ମୃତକଙ୍କ ଜୁଇ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ୩ ଜଣ ମୃତକଙ୍କ ମୃତଦେହ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ସେଥିରୁ ୨ ଜଣ ବିହାର ଏବଂ ଜଣେ ଝାଡ଼ଖଣ୍ଡ ଅଧିବାସୀ ଅଟନ୍ତି। ଏମ୍‌ସରେ ସଂରକ୍ଷିତ ୮୨ ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଆସିଛି। ସେଥିରୁ ତିନି ଦିନ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ (୩୧)। ସେହିଭଳି ବିହାରର ମୃତକ ହେଲେ ସୁରେଶ ରାୟ (୨୩)। ଉଭୟ ପରିବାର ଏତେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ମୋ ବସ୍‌କୁ ନେଇ ଅଭିଯୋଗ ଅଛି କି? ଆଜି ଟ୍ବିଟର୍‌ରେ ଲାଇଭ୍‌ ଆସିବେ ଅରୁଣ ବୋଥ୍ରା

ଭୁବନେଶ୍ୱର : ମୋ ବସ୍‌କୁ ନେଇ କିଛି ଅଭିଯୋଗ କିମ୍ବା ପ୍ରସ୍ତାବ ଅଛି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ସବୁ ଅଭିଯୋଗର ସମାଧାନ ହେବ ରବିବାର ସନ୍ଧ୍ୟା ୬ଟାରେ। ନୂଆ କରି ଦାୟିତ୍ବ ନେଇଥିବା କ୍ରୁଟ୍‌ ଏମ୍‌ଡି ଅରୁଣ ‌ବୋଥ୍ରା ଟ୍ବିଟର୍‌ରେ ଲାଇଭ୍‌ ଆସିବେ। ଅଭିଯୋଗର ସମାଧାନ ସହିତ ‘ମୋ…
ଅଧିକ ଖବର ଦେଖନ୍ତୁ...