ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ସାଇବର ଠକର ହ୍ବାଟ୍‌ସଆପ୍‌ ଡିପିରେ ଆଇଏଏସ୍‌ ଅଧିକାରୀଙ୍କ ଫଟୋ

ଭୁବନେଶ୍ବର: ସାଇବର ଠକ କାହାକୁ ବି ଛାଡ଼ୁ ନାହାନ୍ତି। କାହାର ଫଟୋ ନେଇ ହ୍ବାଟସ୍‌ଆପ୍‌ ଡିପି ରଖି ଟଙ୍କା ମାଗୁଛନ୍ତି ତ କହାର ମେସେଞ୍ଜର ତ କହାର ଇନ୍‌ଷ୍ଟାର ନକଲି ଆକାଉଣ୍ଟ ଖୋଲି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଖାଲିସେତିକି ନୁ‌ହେଁ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଗୁଡ଼ିକୁ ହ୍ୟାକ୍‌…
ଅଧିକ ଖବର ଦେଖନ୍ତୁ...

ମେଟ୍ରୋ ଟ୍ରେନ୍‌ ପାଇଁ ସର୍ଭେ ଆରମ୍ଭ

ଭୁବନେଶ୍ବର: କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି। ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌(ଡିଏମ୍‌ଆର୍‌ସି) ସଂସ୍ଥା ‘ଜିଓ ଟେକ୍ନିକାଲ ଇନ୍‌‌ଭେଷ୍ଟିଗେସନ’ ଆରମ୍ଭ କରିଛି। ନନ୍ଦନକାନନ ରୋଡ୍‌ରେ ରାସ୍ତାକଡ଼ରେ ମେସିନ୍‌…
ଅଧିକ ଖବର ଦେଖନ୍ତୁ...

ମଞ୍ଚେଶ୍ବରରେ ରାତିଅଧିଆ ଆତଙ୍କ: ଜଳିଗଲା ସରକାରୀ ଔଷଧ ଗୋଦାମ

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଗଚ୍ଛିତ ରହିଥିବା ବିପୁଳ କୋଭିଡ୍‌ ଔଷଧ ଓ କିଟ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଛଅ ଛଅଟା ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ହେଁ ନିଆଁକୁ ନିୟନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣ ମଣ୍ଡପରୁ ଉପହାର ଚୋରି ମାମଲା: ଲୋଭରୁ ଧରାପଡ଼ିଲା ଧୂର୍ତ୍ତ

ଭୁବନେଶ୍ବର: କଥାରେ ଅଛି, ‘ଚୋର ଘର ସବୁବେଳେ ଅନ୍ଧାରରେ ନଥାଏ। ଦିନେ ନା ଦିନେ ଚୋର ଧରାପଡ଼େ।’ ଠିକ ସେମିତି ଘଟିଛି ରାଜଧାନୀର ବିଭିନ୍ନ କଲ୍ୟାଣ ମଣ୍ଡପରୁ ଉପହାର ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି କରୁଥିବା ଧୂର୍ତ୍ତ ନିହାର ରଂଜନ ରାୟ(୪୮) କ୍ଷେତ୍ରରେ। ଲୋଭର ବଶବର୍ତ୍ତୀ ହୋଇ ଲଗାତାର…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ମାଛ ବୋଝେଇ ପିକ୍‌-ଅପ୍‌ ଭ୍ୟାନ

ବାଲିପାଟଣା/ବାଲିଅନ୍ତା ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଏବଂ ବାଲିଅନ୍ତା ଥାନା ମଧ୍ୟବର୍ତ୍ତୀ ସ୍ଥାନରେ ଆଜି ଭୋରରୁ ଏକ ମାଛ ବୋଝେଇ ପିକ୍‌-ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱର ୪ନଂ ମାର୍କେଟରୁ ମାଛ ନେଇ ଗାଡ଼ିଟି ଅସ୍ତରଙ୍ଗ ଅଭିମୁଖେ ଯାଉଥିଲା। ଡ୍ରାଇଭରଙ୍କ ଅସାବଧାନତା…
ଅଧିକ ଖବର ଦେଖନ୍ତୁ...

ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌ର ଅଧିଷ୍ଠାନ ଦିବସ

ଭୁବନେଶ୍ୱର: ରୋଟାରି କ୍ଲବ ଭୁବନେଶ୍ୱର ୟୁନିକ୍‌ର ଅଧିଷ୍ଠାନ ଦିବସ ସ୍ଥାନୀୟ ଆଙ୍ଗନ୍ କନ୍‌ଭେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପାଇଁ କ୍ଲବର ନୂତନ ସଭାପତି ଆର୍ଯ୍ୟ କୁମାରୀ ପାଣିଗ୍ରାହୀ ଓ ସଂପାଦକ ଭାବରେ ସଂଘମିତ୍ରା ରଥଙ୍କୁ ପ୍ରାକ୍ତନ ସଭାପତି ନିରଜ ନୟନ ଦତ୍ତ ଏବଂ ସଂପାଦକ ସୀମା…
ଅଧିକ ଖବର ଦେଖନ୍ତୁ...

ରଶ୍ମି ମିଶ୍ରଙ୍କ ଉପନ୍ୟାସ ‘ପୂର୍ଣ୍ଣାହୁତି’ ଲୋକାର୍ପିତ

ଭୁବନେଶ୍ବର: ଲେଖିକା ରଶ୍ମି ମିଶ୍ରଙ୍କ ଉପନ୍ୟାସ ‘ପୂର୍ଣ୍ଣାହୁତି’ ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବିଶ୍ବରଂଜନ ଯୋଗଦେଇ କହିଲେ, ଆମେ ସମସ୍ତେ ନିଜ ନିଜ ଢଙ୍ଗରେ ବଞ୍ଚୁ। ନିଜ ହିସାବରେ ବଞ୍ଚିବାର ବାଟ ବି ବାଛି ନେଉ। ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ସମ୍ମିଳନୀର ସମ୍ବର୍ଦ୍ଧନା ସମାରୋହ

ଭୁବ‌ନେଶ୍ବର: ଭଦ୍ରକ ସମ୍ମିଳନୀର ସମ୍ବର୍ଦ୍ଧନା ଉତ୍ସବ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ସଫଳତା ଅର୍ଜନ କରିଥିବା ଭଦ୍ରକର କସ୍ତୁରୀ ପଣ୍ଡା ଓ ସୁଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦର ସାଧାରଣ ଅଧିବେଶନ

ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦର ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ଭୁବନେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଉପ ସଭାପତି ଜୟନ୍ତ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ପରିଷଦର ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ନିରବ ପ୍ରାର୍ଥନା…
ଅଧିକ ଖବର ଦେଖନ୍ତୁ...

ଏବିପି ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ଆଞ୍ଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସରରେ ବୃକ୍ଷରୋପଣ କରାଯାଇଛି। ଜୟପୁର ନିକଟ ଏକ ପଡ଼ିଆରେ ଶତାଧିକ ଏବିପି ସଦସ୍ୟ ଓ ପ୍ରକୃତିପ୍ରେମୀମାନେ ଏକ ସଚେତନତା ସଭା‌ରେ ଏକାଠି ହେବା ପରେ…
ଅଧିକ ଖବର ଦେଖନ୍ତୁ...