ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମଦର୍ସ ବାସ୍କେଟ୍‌ବଲ୍ ଲିଗ୍‌: ହରିକେନ୍ସ, ଆଭେଞ୍ଜର୍ସ ବିଜୟୀ

ଭୁବନେଶ୍ବର: ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ୍‌ ପରିସରରେ ଚାଲିଥିବା ସପ୍ତମ ମଦର୍ସ ବାସ୍କେଟବଲ୍‌ ଲିଗ୍‌ର ତୃତୀୟ ଦିବସରେ ହରିକେନ୍ସ ଓ ଆଭେଞ୍ଜର୍ସ ଦଳ ବିଜୟୀ ହୋଇଛନ୍ତି। ବାଳକ ବିଭାଗରେ ହରିକେନ୍ସ ୫୭-୫୧ ପଏଣ୍ଟରେ ସ୍ପାର୍ଟନ୍ସକୁ ପରାସ୍ତ କରିଛି। ହରିକେନ୍ସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ଆଉ ୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭବନେଶ୍ବର: ଆରମ୍ଭରୁ ପ୍ରସ୍ତୁତି ବିଳମ୍ବ ହୋଇଥିବାରୁ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ଏବେ ବିଏମ୍‌ସି ପାଇଁ କାଠିକର ହେଉଛି। ଆଜି ରାଜଧାନୀରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରପଦାରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ପୋଖରୀପୁଟ୍‌ ଓ ନୂଆପଲ୍ଲୀରୁ ୨ଲେଖାଏଁ ଆକ୍ରାନ୍ତ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଗେଷ୍ଟ ହାଉସ୍‌ରେ ଝୁଲୁଛି ଯୁବତୀଙ୍କ ମୃତଦେହ

ଜଟଣୀ: ସ୍ଥାନୀୟ ସୀତାରାମ ଛକସ୍ଥିତ କାହ୍ନା ଗେଷ୍ଟ ହାଉସ୍‌ରେ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତାରେ ଅବସ୍ଥାରେ ରହିଛି। ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଥିବା ମୃତା ଯୁବତୀଙ୍କ ନାଁ ରଶ୍ମିତା ଏଡ୍‌ଲା(୨୩) ବୋଲି ଜଣାପଡ଼ିଥିଲେ ହେଁ ଠିକଣା ସ୍ପଷ୍ଟ ହୋଇପାରିନାହିଁ। ତେବେ ଗେଷ୍ଟ…
ଅଧିକ ଖବର ଦେଖନ୍ତୁ...

ଗାଈ ମୁହଁରେ ଫୁଟିଗଲା ବୋମା

ବାରଙ୍ଗ: ବାର୍‌ହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଆଜି ଗୋଟିଏ ଗାଈ ପାଇଁ କାଳ ହୋଇଛି। ଗାଇଟି ଚରୁଥିବା ବେଳେ ବୋମାଟି ତା’ ମୁହଁରେ ଫୁଟିଯାଇଛି। ଗୁରୁତର ଗାଈଟି ଏବେ ମରଣ ସହ ସଂଘର୍ଷ କରୁଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାମଦାଶପୁର ପଞ୍ଚାୟତ ଗୋଡ଼ିସାହି ଗ୍ରାମରେ।…
ଅଧିକ ଖବର ଦେଖନ୍ତୁ...

ସଂଯୁକ୍ତାଙ୍କ ବିରୋଧରେ ସିପିଙ୍କୁ ଫେରାଦ ହେଲେ ମା’

ଭୁବନେଶ୍ବର: ବିଜେଡି ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ତଥା ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲଙ୍କ ବିରୋଧରେ ଅଭିଯୋଗ ଆଣି ଆଜି ପୁଲିସ୍‌ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ମା’ ନମିତା ପାତ୍ର। ତାଙ୍କୁ ନ୍ୟାୟ ଦେବା ପାଇଁ ନମିତା ପୁଲିସ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ଜଣେ ଗିରଫ

ଭୁବନେଶ୍ବର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରରେ ଭରତପୁର ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଭରତପୁର ପଣ୍ଡାକୁଦିଆ ଅଞ୍ଚଳର ସାଗର ଦିଗଲ(୨୫) ଓରଫ୍‌ ବିକୁ। ସୂଚନାନୁସାରେ, ଗତ ମାର୍ଚ୍ଚ ୧୧ ତାରିଖ ରାତିରେ ବିକୁ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ଘରୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ସହ ପଳାଇଲା ଯୁବକ

ଧଉଳି: ପତ୍ନୀଙ୍କୁ ମାଡ଼ ମାରିବା ସହ ୨ ମାସର ଶିଶୁପୁତ୍ରକୁ ମା’ କୋଳରୁ ଛଡ଼ାଇ ନେଇ ପ୍ରେମିକା ସହ ପଳାଇଛି ଯୁବକ। ଧଉଳି ଥାନା ବିଜୟବିହାର ଲେନ୍‌-୨ ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣାର ମୁଖ୍ୟ ଚରିତ୍ର ହେଉଛି ଦେବଦତ୍ତ। ପତ୍ନୀଙ୍କ ଅଭିଯୋଗକ୍ରମେ ଧଉଳି ଥାନା ଦେବଦତ୍ତକୁ ଖୋଜୁଥିଲେ ବି…
ଅଧିକ ଖବର ଦେଖନ୍ତୁ...

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ଆତ୍ମହତ୍ୟା

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ର ‘କୋସିସ୍‌’ରେ ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କେନ୍ଦ୍ରାପଡ଼ାର ସ୍ମୃତିରଞ୍ଜନ ବିଶ୍ବାଳ(୨୪)। ଗତକାଲି ରାତିରେ ସେ ପାଇଖାନାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବେକରେ ଗାମୁଛା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଭୁବନେଶ୍ବର: ବିଦ୍ୟୁତ୍‌ ଆଘାତରେ ଆଜି ଜାଗମରା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ, କେନ୍ଦ୍ରାପଡ଼ା ପାଟକୁରା ଥାନା ରାମଚନ୍ଦ୍ରପୁର ଅଞ୍ଚଳର ରମେଶ ନାୟକ। ଏନେଇ ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଛି।…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ରହୁଥିବା ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ ଦିନ ଦ୍ବିପହରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଲୁଟ୍‌ର ଶିକାର ଡାକ୍ତର ହେଲେ ଶରତ କୁମାର ପାଇକରାୟ। ସେ ଘର ବନ୍ଦକରି ନିକଟ ପାର୍କକୁ ଯାଇଥିବା ବେଳେ ଘରର ହାଇ…
ଅଧିକ ଖବର ଦେଖନ୍ତୁ...