ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାଜ୍ୟ ଔଷଧ ନିଗମ ଗୋଦାମ ଅଗ୍ନିକାଣ୍ଡ: ୪୦ ମିନିଟ୍ ବିଳମ୍ବରେ ଖବର ପାଇଥିଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର: ରବିବାର ରାତି ପ୍ରାୟ ୧୧ଟା। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମ ୩ ନମ୍ବର ଗୋଦାମ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। କେହି କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା। ଦମକଳ କେନ୍ଦ୍ର ଖବର ପାଇବା ବେଳକୁ ପ୍ରାୟ ୪୦ ମିନିଟ୍ ପଳାଇଥିଲା। କିନ୍ତୁ ଖବର ପାଇବାର…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହୋଇଯିବ କି ବିଏମ୍‌ସି ରକ୍ତଭଣ୍ଡାର!

ପୁରୁଣା ଭୁବନେଶ୍ବର, ୧୦/୭ (ଇମିସ): ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍‌ସି ହସ୍ପିଟାଲ ପରିସରରେ ଥିବା ‘ଓଡ଼ିଶା ବ୍ଲଡ୍‌ ସେଣ୍ଟର୍‌’ ବା ପୂର୍ବର ବିଏମ୍‌ସି ରକ୍ତଭଣ୍ଡାର ଏବେ ଏକପ୍ରକାର ବନ୍ଦ ହୋଇଯିବା ଭଳି ସ୍ଥିତିରେ। ବର୍ଷ ବର୍ଷ ଧରି ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଟେକ୍ନିସିଆନ୍‌ ପଦ ପୂରଣ…
ଅଧିକ ଖବର ଦେଖନ୍ତୁ...

ଭୂତଳ ଡଷ୍ଟବିନ୍‌, ପ୍ଲାଷ୍ଟିକ୍‌ ରିଭର୍ସ ମେସିନ୍‌ ଅକାମୀ: ପୋତିଥିଲେ, ଏବେ ତାଡ଼ୁଛନ୍ତି

ଭୁବନେଶ୍ୱର : ଭୁବନେଶ୍ବରକୁ ‘ଡଷ୍ଟବିନ୍‌ ମୁକ୍ତ’ ସହର କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ଠିକା ସଂସ୍ଥା ପକାଇଥିବା ପବ୍ଲିକ୍‌ ଡଷ୍ଟବିନ୍‌ ରାତାରାତି ହଟାଇ ଦିଆଯାଇଛି। ଘରଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି। ବାହାରେ ଆବର୍ଜନା ନପକାଇବାକୁ ବିଏମ୍‌ସି କଡ଼ା ନିୟମ କରିଛି। ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ପରପୁରୁଷ ସହ ସଂପର୍କ ରଖିବାକୁ ଚାପ

ଭୁବନେଶ୍ବର: ନବବଧୂକୁ ପରପୁରୁଷ ସହ ସଂପର୍କ ରଖିବାକୁ ବାଧ୍ୟ କଲେ। ରାଜି ନ ହେବାରୁ ନିର୍ଯାତନା ଦେଇ ଘରୁ ତଡ଼ିଦେଲେ। ଆପୋସ ବୁଝାମଣା କରିବାକୁ ଚେଷ୍ଟା କରିବାରୁ ଭୁବନେଶ୍ବରରେ ଗୋଟିଏ ପ୍ଲଟ୍‌ ଓ ଲକ୍ଷେ ଟଙ୍କା ଯୌତୁକ ଦାବି କଲେ। ଏ ସଂପର୍କରେ ନିର୍ଯାତିତା ମହିଳାଜଣକ ମହିଳା ଥାନାର…
ଅଧିକ ଖବର ଦେଖନ୍ତୁ...

ଆଖିଧରା ସହ ଜ୍ବର, ଥରୁଛନ୍ତି ସ୍କୁଲ ପିଲା

ଚନ୍ଦ୍ରଶେଖରପୁର: ରାଜଧାନୀର ଗୋଟିଏ ପରେ ଗୋଟିଏ ବିଦ୍ୟାଳୟକୁ ମାଡ଼ି ଚାଲିଛି ଆଖିଧରା। କେଉଁ ପିଲାର ଆଖି ନାଲି ପଡ଼ି ଫୁଲି ଯାଇଛି ତ ଆଉ କିଏ ୪ ଦିନ ହେଲା ଜ୍ବରରେ ପଡ଼ିଛି। ଯେତେ ଚେଷ୍ଟା କଲେ ମଧ୍ୟ ଆଖି ଖୋଲି ପାରୁନାହିଁ। ୫କି ୧୦ ସ୍କୁଲ ନୁହେଁ, ସହରର ସମସ୍ତ ସରକାରୀ, ବେସରକାରୀ…
ଅଧିକ ଖବର ଦେଖନ୍ତୁ...

ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ, ଏଥର କେତେ ରାଙ୍କ୍‌ ପାଇବ ବିଏମ୍‌ସି?

ଭୁବନେଶ୍ୱର: ଆରମ୍ଭ ହୋଇଛି ସ୍ବଚ୍ଛ ସର୍ବେକ୍ଷଣ। ଅଗଷ୍ଟ ୭ ତାରିଖ ସୁଦ୍ଧା ଭୁବନେଶ୍ବର ବାସିନ୍ଦା ସ୍ବଚ୍ଛ ସର୍ବେକ୍ଷଣ ପୋର୍ଟାଲ୍‌ରେ ଭୋଟିଂ କରିବକୁ କୁହାଯାଇଛି। ଜନସାଧାରଣଙ୍କ ଭୋଟିଂ ଆଧାରରେ ସର୍ବଭାରତୀୟ ସ୍ତରରେ ପୌରସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାର ରୢାଙ୍କିଙ୍ଗ୍‌ କରିବେ। ଏହି…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ପ୍ରଯୁକ୍ତିରେ ଡେରାସର ମଡେଲ ଫାର୍ମ: ଦରବୃଦ୍ଧି ବେଳେ କୁଆଡ଼େ ଗଲା ପନିପରିବା

ଭୁବନେଶ୍ବର/ମେଣ୍ଢାଶାଳ: ପରିବା ହବ୍‌ ହେବ ଭୁବନେଶ୍ବର। ଇସ୍ରାଏଲ ପ୍ରଯୁକ୍ତିର ସହାୟତାରେ ଡେରାସ ହେବ ମଡେଲ ଫାର୍ମ। ପରିବା ସହିତ ବିହନ ଉତ୍ପାଦନ ଏବଂ ଚାଷୀଙ୍କୁ ପରିବା ଉତ୍ପାଦନ ବୃଦ୍ଧିର ପ୍ରଶିକ୍ଷଣ ଦିଆଯିବ। ଏହିଭଳି ମହାନ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ…
ଅଧିକ ଖବର ଦେଖନ୍ତୁ...

ବାର୍‌ ଉପରେ ଲଗାମ ନାହିଁ; ପୁଣି ପିଟାପିଟି, ଜଣେ ଗୁରୁତର

ଚନ୍ଦ୍ରଶେଖରପୁର: ଅଶାନ୍ତ ହେବାରେ ଲାଗିଛି ବାର୍‌। ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ଏକ ବାର୍ ଗଣ୍ଡଗୋଳକୁ ମାସେ ବିତି ନ ଥିବା ବେଳେ ଗତରାତିରେ ଇନ୍‌ଫୋସିଟି ଥାନା ଅଧୀନ ରିବନ୍ ବାରରେ କମେଣ୍ଟମରାକୁ ନେଇ ମାର୍‌ପିଟ୍‌ ହୋଇଛି। ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଦିନକରେ ୭୯ ଲକ୍ଷର ଧଳାଜହର ଜବତ

ଭୁବନେଶ୍ବର: ରାଜଧାନୀରେ ବ୍ରାଉନସୁଗାର କାରବାର ବେଲଗାମ୍‌ ହୋଇଯାଇଛି। ଗଳି କନ୍ଦିରେ ବେପାର ଚାଲିଛି ଓ ପ୍ରତିଦିନ ଏହାର ଗ୍ରାହକ ବଢ଼ି ଚାଲିଛନ୍ତି। କଲେଜ ପଢ଼ୁଆ ସ୍କୁଲ ଛାତ୍ରଛାତ୍ରୀ ଏହି ଧଳା‌ଜହର ମୋହରେ ପଡ଼ି ଜୀବନ ଓ କ୍ୟାରିୟର୍‌ ବରବାଦ୍‌ କରୁଛନ୍ତି। ପ୍ରାୟ ପ୍ରତିଦିନ ରାଜଧାନୀରୁ…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍‌ ପୁଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍‌, ୩ ଗିରଫ, ସୁଧାରଗୃହ ଗଲେ ୩

ଭୁବନେଶ୍ବର: ଲୁଟ୍‌ପାଟ୍‌ କରି ରାଜଧାନୀରେ ଆତଙ୍କ ଖେଳାଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ ଠାବ କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ୍‌ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବମିଖାଲ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...