ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ

କଟକ: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକରେ ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି। ଏହି ଅବସରରେ ୱାର୍କ ସେକ୍ରେଟାରୀ,…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଧରାପଡ଼ିଲା ତିନିଜଣିଆ ଲୁଟେରା ଗ୍ୟାଙ୍ଗ: ୪୦ ଗ୍ରାମ ସୁନା ଅଳଙ୍କାର ସମେତ ବହୁ ସାମଗ୍ରୀ ଜବତ

ଭୁବନେଶ୍ବର: ରାଜଧାନୀରେ ତିନିଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିନରେଟ୍ ପୁଲିସ। ସେମାନଙ୍କଠାରୁ ୪୦ ଗ୍ରାମ ସୁନା ଅଳଙ୍କାର ସମେତ ବହୁ ସାମଗ୍ରୀ ଜବତ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଲୁଟ କରିବା ପୂର୍ବରୁ ଏମାନେ ପ୍ରଥମେ ରେକି କରନ୍ତି । ଗିରଫ…
ଅଧିକ ଖବର ଦେଖନ୍ତୁ...

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରଶଂସା: ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ବୋଲି ଟୁଇଟ୍ କଲେ ରାଜ୍ୟ ପରିବହନ…

ଭୁବନେଶ୍ବର: ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କର ତାରିଫ କରାଯିବା ସହ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ…
ଅଧିକ ଖବର ଦେଖନ୍ତୁ...

ପରିଚୟ ଅପେକ୍ଷାରେ ଅଜଣା ଶବ: ୧୦ ବର୍ଷରେ ୨ଶହରୁ ଊର୍ଦ୍ଧ୍ବ ମୃତଦେହ ଠାବ

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ରାଜଧାନୀରେ ଅଜଣା ମୃତଦେହ ଠାବ ମାମଲା ବଢ଼ିବାରେ ଲାଗିଛି। କେତେବେଳେ ପୋଖରୀରୁ ମୃତଦେହ ମିଳିଲାଣି ତ କେତେବେଳେ ନଦୀରୁ ବା ପଠାରୁ। ପୁଣି କେବେ ଜଙ୍ଗଲ ଭିତରୁ ତ କେବେ‌ ପରିତ୍ୟକ୍ତ ଘରୁ ଶବ ମିଳୁଛି। ବସ୍‌ଷ୍ଟାଣ୍ଡ ହେଉ କି ରେଳଷ୍ଟେସନ୍‌ ହେଉ, ଅପରିଚିତ ଶବ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଉପକଣ୍ଠରେ ଘର କରି ଫସିଛନ୍ତି, ବିଏମ୍‌ସି ନଉନି ପଞ୍ଚାୟତ ଚାହୁଁନି

କିଛି ପୋଖରୀ ଓ କୂଅରେ ଏଠାକାର ଜଳ ଉତ୍ସ ସୀମିତ। କିନ୍ତୁ ସେଗୁଡ଼ିକ ଏତେସଂଖ୍ୟକ ଲୋକଙ୍କ ଚାହିଦା ମେଣ୍ଟାଇବାରେ ସକ୍ଷମ ନୁହେଁ। ସେଥିରୁ ଅଧିକାଂଶର ପାଣି ବି ବ୍ୟବହାର ଯୋଗ୍ୟ ନୁହେଁ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ରଣସିଂହପୁର ଗ୍ରାମବାସୀ ଏଠାରେ ଥିବା ପୋପରା ପୋଖରୀ, ଆମ୍ବଚୁଆ ପୋଖରୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ସାଗରିକାଙ୍କ ବାପା-ମା’ଙ୍କୁ ରାଜଧାନୀରେ ଆକ୍ରମଣ, ବିଚ୍‌ ରାସ୍ତାରେ ଅଟକାଇ ଲୁଟ୍‌ ଉଦ୍ୟମ

ଭୁବନେଶ୍ବର : ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା କେତେ ଢିଲା ହୋଇଗଲାଣି, ପ୍ରତିଦିନ ଘଟୁଥିବା ପୁଳାପୁଳା ଚୋରି, ଲୁଟ୍‌, ଛିନ୍‌ତାଇ, ରାହାଜାନି, ହତ୍ୟା ଉଦ୍ୟମ, ଅପହରଣ, ହତ୍ୟା ଭଳି ଆପରାଧିକ ଘଟଣା ତା’ର ନମୁନା। ଗଣମାଧ୍ୟମରେ ଏ ଖବର ଦେଖିଦେଖି ରାଜଧାନୀବାସୀଙ୍କ ବି ଦେହସୁହା ହୋଇଗଲାଣି।…
ଅଧିକ ଖବର ଦେଖନ୍ତୁ...

‌ଫୋନ ଇନ ପ୍ଲିଜ: ମଣିପୁର ହିଂସା ଜାତୀୟ ନିରାପତ୍ତା ପ୍ରତି ଆଶଙ୍କା ସୃଷ୍ଟି କରୁଛି

ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍…
ଅଧିକ ଖବର ଦେଖନ୍ତୁ...

ଭରତପୁର ଜଙ୍ଗଲ ପାଚେରି ଦୁର୍ବଳ! ହାତୀଆଶୁଣିରେ ହାତୀଙ୍କ ପାଇଁ ବାଟ ମୁକୁଳା

ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠରେ ଉତ୍ପାତ କରୁଛନ୍ତି ହାତୀ। କେତେବେଳେ ଅନ୍ଧାରୁଆରେ ତ ଆଉ କେବେ ଶିଖରଚଣ୍ଡୀରେ ପଶୁଛନ୍ତି। ସାଲିଆସାହିକୁ ବି ମାଡ଼ି ଆସୁଛନ୍ତି। ଏବେ ସୁଦ୍ଧା ସେତେ ପରିମାଣର ଧନଜୀବନ କ୍ଷତି କରି ନଥିଲେ ମଧ୍ୟ ରାତି ସମୟରେ ଚଳପ୍ରଚଳ କରୁଥିବାରୁ ଲୋକଙ୍କ ମଧ୍ୟରେ ଭୟର…
ଅଧିକ ଖବର ଦେଖନ୍ତୁ...

ଅନ୍ଧଭକ୍ତି ବିରୋଧରେ ଲେଖନୀ ଚାଳନା ହେଉ: ସୌମ୍ୟ

ଭୁବନେଶ୍ବର: ବହୁ ବର୍ଷ ତଳେ ଫକୀର ମୋହନ ସେନାପତି ‘ରେବତୀ’ ଲେଖିଥିଲେ। ସେଥିରେ ଉଲ୍ଲେଖ ଥିବା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ଏବେ ମଧ୍ୟ ହୋଇନାହିଁ। ମହିଳା ସଶକ୍ତୀକରଣ ପାଇଁ ଆମେ ଗର୍ବ ଅନୁଭବ କରୁଛେ। ନାରୀ ଶିକ୍ଷା ସମ୍ପର୍କରେ ଅନେକ କଥା କହୁଛୁ। ତଥାପି ସେ ସମୟର ‌ସମସ୍ୟାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିକୁ ଠକିବା ବେଳେ ଧରାପଡ଼ିଗଲା

ଭୁବନେଶ୍ବର: ବିଏମ୍‌ସିରେ ହୋର୍ଡିଂ କେଳେଙ୍କାରୀ କିଛି ନୂଆ କଥା ନୁହେଁ। ହୋର୍ଡିଂର ମାପ କମାଇ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣା କରିବା ନେଇ ଅନେକ ଉଦାହରଣ ରହିଛି। କିନ୍ତୁ ବିଏମ୍‌ସିରେ ଏକ ବିଚିତ୍ର ଘଟଣା ଘଟିଛି। ବର୍ଷବର୍ଷ ଧରି ବିଏମ୍‌ସିକୁ ଚୂନ ମାରି ରାଜସ୍ବ ଠକି ଆସୁଥିବା ଏକ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...