ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

୫ରୁ ଖୋଲିବ ଜରୁରୀକାଳୀନ ଓଟି, କ୍ୟାପିଟାଲ ହସ୍ପିଟାଲରୁ କମିବ ରୋଗୀ ରେଫର୍‌

ଭୁବନେଶ୍ୱର : ସଙ୍ଗେସଙ୍ଗେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ଦୁର୍ଘଟଣାଗ୍ରସ୍ତ ସଂକଟାପନ୍ନ ବ୍ୟକ୍ତି କିମ୍ବା ହୃଦ୍‌ଘାତ ଭଳି ରୋଗୀଙ୍କୁ ଏଣିକି କ୍ୟାପିଟାଲ ହସ୍ପିଟାଲରେ ତ୍ବରିତ୍‌ ସ୍ବାସ୍ଥ୍ୟସେବା ମିଳିବ। ସେତେ ବେଶି ଆବଶ୍ୟକ ନ ପଡ଼ିଲେ, ଡାକ୍ତର ଅଭାବ କିମ୍ବା ଭିତ୍ତିଭୂମି ଅଭାବର ବାହାନା…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍‌ ପୁଲିସର ଆତ୍ମହତ୍ୟା ତଦନ୍ତ ଏମିତି: ନା ପଦାକୁ ଆସିଲେ ଅଭିଯୁକ୍ତ ନା ଖୋଲିଲା ରହସ୍ୟ

ଭୁବନେଶ୍ବର : ରାଜନେତାଙ୍କ ଠାରୁ ଆରମ୍ଭ କରି ଆଗଧାଡ଼ିର କଳାକାର, ଛାତ୍ରୀ, ଯୁବ ବ୍ୟବସାୟୀ, ମଡେଲ୍‌, ଇଂଜିନିୟର, ଡିଜେ ପର୍ଯ୍ୟନ୍ତ, କିଏ ପ୍ରେମ ପାଇଁ ତ କିଏ ଆର୍ଥିକ ସମସ୍ୟା‌ ନେଇ, ପୁଣି କିଏ ଅପବାଦ ଭୟରେ, ପାରିବାରିକ କଳହ ତ କିଏ ମାନସିକ ଚାପ‌ରେ ଆତ୍ମହତ୍ୟା କଲେ। ଆତ୍ମହତ୍ୟା ପଛର…
ଅଧିକ ଖବର ଦେଖନ୍ତୁ...

୨୧ ନମ୍ବର ୱାର୍ଡରେ ସବୁଠି ସମସ୍ୟା: ପାନୀୟ ଜଳ, ଡ୍ରେନ୍‌, ଅଙ୍ଗନବାଡ଼ିରେ ଅବ୍ୟବସ୍ଥା

ଜଟଣୀ: ଜଟଣୀ ପୌରପାଳିକାର ୨୧ ନମ୍ବର ୱାର୍ଡ ଏକ ଜନବହୁଳ ଅଞ୍ଚଳ। କୁଦିଆରୀ ରଙ୍ଗଣୀସାହି, ମାଜଣାସାହି, ବନ୍ଧଗାଡ଼ିଆସାହି, କୁଦିଆରୀ ହରିଜନସାହି, ମୁସଲମାନ୍‌ସାହି, ଶ୍ରୀକ୍ଷେତ୍ର କଲୋନି, ବଙ୍ଗାଳୀ ଲେନ୍‌, ସିଦ୍ଧେଶ୍ବର କଲୋନି, ଲୋକୋ କଲୋନି(ପାର୍ଟ), କୁଦିଆରୀ ବଜାର(ପାର୍ଟ) ଆଦି…
ଅଧିକ ଖବର ଦେଖନ୍ତୁ...

କର୍ପୋରେଟର୍‌ଙ୍କ ଭାଇ, ପୁତୁରାକୁ ଗୁଳିମାଡ଼ ଘଟଣା: ଧରାପଡ଼ିଲେ ପ୍ରଭାତ, ଦାଦାପୁଅ ଚିଣ୍ଟୁ

ଭୁବନେଶ୍ବର : ତିନି ଦିନର ଲୁଚକାଳି ଖେଳ ପରେ ଝାରପଡ଼ା ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଓରଫ୍ ଗୁଲ(୪୫) ଧରାପଡ଼ିଛି। ଆଜି କଟକରୋଡ୍‌ ସାଇ ମନ୍ଦିର ନିକଟରେ ଚଢ଼ଉ କରି ପୁଲିସ ପ୍ରଭାତ ଓ ତା’ ଦାଦାପୁଅ ଭାଇ ଅମିତ୍‌ ମାର୍ଥା ଓରଫ୍ ଚିଣ୍ଟୁ(୨୬)କୁ ଗିରଫ କରିଛି। ଏକ ଅଡି…
ଅଧିକ ଖବର ଦେଖନ୍ତୁ...

ସରାଟ ଶାସନ ପ୍ରାଥମିକ ବିଦ୍ୟାଳୟ: ଭଙ୍ଗା ପାଚେରି ଭୁଶୁଡ଼ିବା ଭୟରେ ଛାତ୍ରଛାତ୍ରୀ

ବାଲିପାଟଣା: ପମ୍ପାଲୋ ପଞ୍ଚାୟତ ସରାଟ ଶାସନ ପ୍ରାଥମିକ ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଭଙ୍ଗା ପାଚେରି ଭୟ ଘାରିଛି। ୩ ମାସ ହେଲା ପାଚେରିର ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଅଂଶ ଗୋଟିଏ କଡ଼କୁ ଢଳେଇହୋଇ ରହିଛି। ବର୍ଷା ଦିନ ଆରମ୍ଭ ହୋଇସାରିଥିବାରୁ କୌଣସି ସମୟରେ ଏହି…
ଅଧିକ ଖବର ଦେଖନ୍ତୁ...

ଡାକ୍ତରମାନେ ରାଜନୀତିକୁ ଆସନ୍ତୁ: ସୌମ୍ୟରଞ୍ଜନ

କଟକ: ଡାକ୍ତରମାନେ ସମାଜରେ ଅଧିକ ପ୍ରଭାବଶାଳୀ ଓ ଲୋକପ୍ରିୟ। ଭଲ ଡାକ୍ତରମାନେ ସଫଳ ରାଜନୈତିକ ବ୍ୟକ୍ତି ହୋଇପାରିବେ। ତେଣୁ ସେମାନେ ସାମାଜିକ ଓ ରାଜନୈତିକ ଜୀବନଠାରୁ ଦୂରେଇ ନ ଯାଇ ରାଜନୀତିକୁ ଆସନ୍ତୁ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ‘ଡ୍ରାଏ ଡେ’: ୭ଶହ ମଶା ଉତ୍ସ ନଷ୍ଟ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ମଧ୍ୟରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ୫୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୨୮ଟି ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪ଟି ପଜିଟିଭ୍‌…
ଅଧିକ ଖବର ଦେଖନ୍ତୁ...

‘୭୫ତମ ଚାଟାର୍ଡ ଆକାଉଣ୍ଟାଣ୍ଟସ ଡେ’ରେ ରକ୍ତଦାନ ଶିବିର: ଆଇସିଏଆଇ, ଭୁବନେଶ୍ବର ଶାଖାରୁ ୫୫ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ବର ଶାଖା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନୂଆପଲ୍ଲୀସ୍ଥିତ ଆଇସିଏଆଇ ଭବନଠାରେ ଆୟୋଜିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ଓ ରୋଟାରି କ୍ଲବ୍‌ର…
ଅଧିକ ଖବର ଦେଖନ୍ତୁ...

ନୀଳାଦ୍ରି ବିଜେରେ ଏକାଠି ହେଲେ ବୁଦ୍ଧିଜୀବୀ ଓ ରାଜନେତା: ବେଦାନ୍ତ ଅଧିଗୃହୀତ ଜମି ସହ ସ୍ବତ୍ବ ଫେରାଅ

ଭୁବନେଶ୍ବର: ପୁରୀ-କୋଣାର୍କ ବେଳାମାର୍ଗରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ୮ ହଜାର ଏକର ଜମି ଅଧିଗ୍ରହଣ ହୋଇଥିବା ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିବା ସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନାଦେଶ ମଧ୍ୟ କରିଛନ୍ତି। ଏ ଦୃଷ୍ଟିରୁ ସମସ୍ତ ଜମି ଏହାର ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କକୁ ୭ କୋଟି ଟଙ୍କାର ଚୂନ, ଅଳଙ୍କାର ବ୍ୟବସାୟୀଙ୍କ ବିରୋଧରେ ସିବିଆଇ ମାମଲା

ଭୁବନେଶ୍ବର : ବ୍ୟାଙ୍କକୁ ୭ କୋଟି ଟଙ୍କାର ଚୂନ ଲଗାଇବା ଘଟଣାରେ ଅଶୋକନଗରସ୍ଥିତ ଦ୍ବାରକା ଜୁଏଲର୍ସ ଓ ଏହାର ଭାଗୀଦାରଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଭୁବନେଶ୍ବର ସିବିଆଇ ଏ ନେଇ ୬ ଜାଗାରେ ଚଢ଼ଉ କରି କିଛି କାଗଜପତ୍ର ମଧ୍ୟ ଜବତ କରିଛି। ପୁରୁଣା ଷ୍ଟେସନ ବଜାର ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...