ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଭାରତୀୟ ହକି ପାଇଁ ଖୁସିର ଦିନ:ସେମିରେ ଉଭୟ ପୁରୁଷ ଓ ମହିଳା

ଭାରତୀୟ ହକି ପାଇଁ ମଙ୍ଗଳବାର ଯୁଗଳ ଖୁସି ଖବର ନେଇ ଆସିଥିଲା। ଭାରତ ଆଜି ଉଭୟ ମହିଳା ଏବଂ ପୁରୁଷ ହକିର ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ପୁରୁଷ ଦଳ ମାଲେସିଆକୁ ୨-୧ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ ଟିକେଟ ହାସଲ କରି ନେଇଥିଲା। ସେହିଭଳି ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୧-୦…
ଅଧିକ ଖବର ଦେଖନ୍ତୁ...

ଆନସ୍‌ ଅଳ୍ପକେ ପଦକରୁ ବଞ୍ଚିତ, ଫାଇନାଲ୍‌ରେ ହୀମା

ପୁରୁଷ ୪୦୦ ମିଟର ଦୌଡ଼ରେ ମହମ୍ମଦ ଆନ୍‌ସ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ମହିଳାରେ ହୀମା କିନ୍ତୁ ଫାଇନାଲ୍‌ରେ ସ୍ଥାନ ପକ୍କା କରି ନିଜକୁ ପଦକ ଦୌଡ଼ରେ ସାମିଲ କରିଥିଲେ। ମିଲ୍‌ଖା ସିଂହ (୧୯୫୮ ମାସିହା)ଙ୍କ ପରେ ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୪୦୦ ମିଟରର ଫାଇନାଲ୍‌କୁ…
ଅଧିକ ଖବର ଦେଖନ୍ତୁ...

ଭାରତର ସପ୍ତମ ଦିନ ସୂଚୀ

ଲନ୍‌ ବାଉଲ୍‌ସ: ପୁରୁଷ ଏକକ (କ୍ରିଷ୍ଣା ଖାଲ୍‌କୋ), ମହିଳା ପେୟାର୍‌ସ (ଭାରତ-ଦକ୍ଷିଣ ଆଫ୍ରିକା), ସମୟ: ଭୋର୍‌ ୪.୩୦। ମହିଳା ପେୟାର୍‌ସ (ଭାରତ-ନର୍ଦର୍ନ ଆୟର୍ଲାଣ୍ଡ୍‌), ସମୟ: ପୂର୍ବାହ୍ନ ୭.୩୦। ମହିଳା ଟ୍ରିପଲ୍‌ (ଭାରତ-କାନାଡା) ଏବଂ ପୁରୁଷ ଫୋର୍‌ (ଭାରତ-ଅଷ୍ଟ୍ରେଲିଆ), ସମୟ:…
ଅଧିକ ଖବର ଦେଖନ୍ତୁ...

ପୁଣି ଚେନ୍ନାଇର ଚମତ୍କାର ବିଜୟ

ଚେନ୍ନାଇ: ଦୁଇ ବର୍ଷ ପରେ ଆଇପିଏଲ୍‌କୁ ଫେରିଥିବା ଚେନ୍ନାଇ ସୁପର୍‌ କିଙ୍ଗସ ଲଗାତାର ଭାବେ ଚମତ୍କାର ବିଜୟ ହାସଲ କରିଛି। ମଙ୍ଗଳବାର କୋଲ୍‌କାତା ନାଇଟ୍‌ ରାଇଡର୍ସର ୨୦୨ ରନକୁ ଗୋଟିଏ ବଲ୍‌ ପୂର୍ବରୁ ପଛରେ ପକାଇ ୫ ଓ୍ଵିକେଟ୍‌ରେ ଜିତିଛି ଧୋନିଙ୍କ ଦଳ। ଏଥି ସହ ଆନ୍ଦ୍ରେ ରସେଲଙ୍କ ଛକା…
ଅଧିକ ଖବର ଦେଖନ୍ତୁ...

ଚେପକ୍‌ ଭିତରକୁ ଚପଲ ମାଡ଼

ଚେନ୍ନାଇ: କାବେରୀ ଜଳ ବଣ୍ଟନ ବିବାଦକୁ ନେଇ ଚେନ୍ନାଇ-କୋଲ୍‌କାତା ମ୍ୟାଚ୍‌ ଖେଳା ଯାଇଥିବା ଚେପକ ଷ୍ଟାଡିୟମ୍‌ ବାହାରେ ମଙ୍ଗଳବାର ଉଗ୍ର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପଡ଼ିଆ ଭିତରେ ବି ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ୪,୦୦୦ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ତଥା କଡ଼ା ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ରସେଲ୍‌ ଓ ବ୍ରାଭୋଙ୍କ କୀର୍ତ୍ତିମାନ

ରସେଲଙ୍କ ପାଳି ସହିତ ଏକାଧିକ କୀର୍ତ୍ତିମାନ ହୋଇଥିଲା। ୧୦୦ ରନ୍‌ ଭିତରେ ୫ ଓ୍ଵିକେଟ୍‌ ହରାଇବା ପରେ କୋଲ୍‌କାତା ୨୦୨ ରନ୍‌ କରିବା ଆଇପିଏଲ୍‌ରେ ସର୍ବୋଚ୍ଚ। ମଙ୍ଗଳବାର କୋଲ୍‌କାତା ୮୯/୫ରେ ଥାଇ ୨୦୨ ରନ୍‌ କରିଥିଲା। ୨୦୦୮ରେ କେକେଆର୍‌ ବିପକ୍ଷରେ ଡେକାନ୍‌ ଚାର୍ଜର୍ସ ୯୫ ରନରେ ୫ ଓ୍ଵିକେଟ୍‌…
ଅଧିକ ଖବର ଦେଖନ୍ତୁ...

୭ ବଲ୍‌ ଓଭରକୁ ନେଇ ଚର୍ଚ୍ଚା

ହାଇଦ୍ରାବାଦ: କ୍ରିକେଟ୍‌ ମ୍ୟାଚ୍‌ରେ ଅନେକ ପ୍ରକାର ବୈଷୟିକ ବ୍ୟବସ୍ଥା ଓ ସଂରଜାମ ସଂଯୁକ୍ତ ହେବା ସତ୍ତ୍ୱେ ମଣିଷ ଭୁଲ୍‌ କରିବା ଛାଡ଼ିନାହିଁ। ସୋମବାର ରାଜସ୍ଥାନ ରୟାଲ୍‌ସ ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୁକାବିଲାରେ ଏଭଳି ଏକ ଭୁଲ୍‌ ନଜରକୁ ଆସିଥିଲା ଯାହା ଗାଉଁଲି କ୍ରିକେଟ୍‌ରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଆଗକୁ ଭଲ କରିବ:ହର୍ଷ ଭୋଗ୍‌ଲେ

ଚଳିତ ବର୍ଷ ରାଜସ୍ଥାନ ରୟାଲ୍‌ସ ଦଳକୁ ଦେଖି ମୁଁ ଭାରି ଉତ୍ସାହିତ। ଦଳର ଶୀର୍ଷ ୬ ଭିତରେ ଆକ୍ରମଣାତ୍ମକ ବ୍ୟାଟିଂର ଦକ୍ଷତା ରହିଛି। ଏହି ଲମ୍ବା ପ୍ରତିଯୋଗିତାରେ ନିଶ୍ଚିତ ଦଳ ଆଗକୁ ଭଲ କରିବ। କିନ୍ତୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଦେଖିବା ପରେ ଅନୁଭବ ହେଉଛି ସେମାନେ ବ୍ୟାଟ୍‌କୁ ବଲ୍‌ ଭଲରେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇକୁ ଝଟ୍‌କା; କମିନ୍‌ସ ଆଇପିଏଲ୍‌ରୁ ଓହରିଲେ

ମୁମ୍ବାଇ: ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ନିଜର ପ୍ରଥମ ମ୍ୟାଚ୍‌ ହାରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍‌ସ ଦଳକୁ ଝଟ୍‌କା ଲାଗିଛି। ଏହାର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ଆହତ ଯୋଗୁଁ ପୂରା ଲିଗ୍‌ରୁ ଓହରି ଯାଇଛନ୍ତି। କମିନ୍‌ସଙ୍କ ପିଠିରେ ଯନ୍ତ୍ରଣା ହେଉଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀଠୁ ଉନ୍ନତ ବୋଲିଂ ଆବଶ୍ୟକ

ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଭଳି ରାଜସ୍ଥାନ ରୟାଲସର ପ୍ରତ୍ୟାବର୍ତନ ପରୀ କାହାଣୀ ଭଳି ହୋଇନାହିଁ। ଯଦି ସବୁଠାରୁ କିଛି ବିପର୍ଯ୍ୟୟର କଥା ଥାଏ, ତାହା ହେଉଛି ଦଳ ୧୨୫ ରନ୍‌ରେ ସୀମିତ ରହିବା। ସନ୍‌ ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ପ୍ରଶଂସନୀୟ ନେତୃତ୍ୱ ହିଁ ଫରକ…
ଅଧିକ ଖବର ଦେଖନ୍ତୁ...