ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ, ପ୍ରତିକୂଳ ପାଗ ପାଇଁ ଅଧାରୁ ଫେରିଲେ

ଭୁବନେଶ୍ୱର: ପ୍ରତିକୂଳ ପାଗ ପାଇଁ ଏଥରର ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଅଧାରେ ଅଟକିଗଲା। ସେପ୍ଟେମ୍ବର ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଉତ୍ତରକାଶୀର ରୁଦୁଗୈରାରେ ଆୟୋଜିତ ହୋଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍‌ ଦୁଃସାହସିକ ପ୍ରତିଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ଏଲ୍‌ବ୍ରସ୍‌ ଆରୋହଣରେ ନୃସିଂହ ସଫଳ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଉଦୀୟମାନ ତଥା ସଫଳ ପର୍ବତାରୋହୀ ନୃସିଂହ ଚରଣ ସାହୁ ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ (୫୬୪୨ ମିଟର୍‌ ତଥା ୧୮,୫୧୦ ଫୁଟ) ଆରୋହଣରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ କରିଥିବା ଏହି ଅଭିଯାନରେ ଅକ୍ଟୋବର ୨ ତାରିଖରେ ଶେଷ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଜେଏଫ୍‌ଆଇ ଜାତୀୟ ସମ୍ମିଳନୀ: ଉତ୍ତରାଞ୍ଚଳର ଦ୍ୱିତୀୟ ବିଜୟ

ତିରୁବନ୍ତପୁରମ୍‌: କେରଳର ତିରୁବନ୍ତପୁରମଠାରେ ଚାଲିଥିବା ୪୦ତମ ଏସ୍‌ଜେଏଫ୍‌ଆଇ (ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ) ପାଞ୍ଚ ଦିନିଆ ଜାତୀୟ ସମ୍ମିଳନୀ ଅବସରରେ ହେଉଥିବା ଜେକେ ବୋଷ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଉତ୍ତରାଞ୍ଚଳ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ହକି ଲିଗ୍‌: ମ୍ୟାଚ୍‌ ଅମୀମାଂସିତ ରଖିଲା ଭାରତ

ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍‌୍‌ଏଲ୍‌)ରେ ଭାରତୀୟ ମହିଳା ଦଳର ପରାଜୟ ଧାରା ଲମ୍ବି ଚାଲିଥିଲା ବେଳେ ପୁରୁଷ ଦଳ ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରଖିଛି। ପୂର୍ବରୁ ଦୁଇଟି ମ୍ୟାଚ୍‌ ହାରିଥିବା ମହିଳା ଦଳ ସୋମବାର ୧-୩ ଗୋଲ୍‌ରେ ସଦର୍ନ ସନ୍‌ସଠୁ ହାରି ପରାଜୟରେ ହ୍ୟାଟ୍ରିକ୍‌ କରିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ରୋଶନାରାଙ୍କ ପିତୃବିୟୋଗ

ବଲାଙ୍ଗୀର: ଆନ୍ତର୍ଜାତୀୟ ମହିଳା କ୍ରିକେଟର ରୋଶନାରା ପରବିନଙ୍କ ବାପା କେପାତୁଲ୍ଲା ଖାନ୍‌ଙ୍କର ପରଲୋକ ହୋଇଯାଇଛି। ଦୁଇ ଦିନ ତଳେ ଗାଡ଼ି ଦୁର୍ଘଟଣାରେ ଆହତ ହୋଇଥିବା ୫୮ ବର୍ଷୀୟ କେପାତୁଲ୍ଲାଙ୍କୁ ଚିକିିତ୍ସା ପାଇଁ ବୁର୍ଲା ଭିଏସ୍‌ଏସ୍‌କୁ ନିଆଯାଇଥିଲା। ସେଠାରେ ଦୁଇ ଦିନ ଧରି…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨୦ରେ ବାରବାଟୀ ଟେ୍ଵଣ୍ଟି-୨୦

ନୂଆଦିଲ୍ଲୀ: ଆସନ୍ତା ମାସରେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ପାଇଁ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବ। ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଶୃଙ୍ଖଳା ଡିସେମ୍ବର ୨୪ ତାରିଖରେ ଶେଷ ହେବ। ଏହି ୩୯ ଦିନିଆ ଗସ୍ତ ସୂଚୀରେ ଭ୍ରମଣକାରୀ ଦଳ ୩ଟି ଲେଖାଏଁ ଟେଷ୍ଟ, ଦିନିକିଆ ଓ…
ଅଧିକ ଖବର ଦେଖନ୍ତୁ...

ଏସୀୟ ମୁଷ୍ଟିଯୁଦ୍ଧ ଦଳରେ ମେରିକମ୍‌, ସରିତା

ନୂଆଦିଲ୍ଲୀ: ପୁରୁଖା ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ (୪୮ କିଲୋଗ୍ରାମ) ଏବଂ ଏଲ୍‌ ସରିତା ଦେବୀ (୬୪ କିଲୋଗ୍ରାମ୍‌) ଏସୀୟ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ଭିଏତ୍‌ନାମର ହୋ ଚି ମିନ୍‌ ସହରରେ ଚଳିତ ବର୍ଷ ନଭେମ୍ବର ୨ରୁ ୧୧ ତାରିଖ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: କ୍ୱାର୍ଟରରୁ ଖେଳିବେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ

ବେଙ୍ଗାଲୁରୁ: ପ୍ରଥମ ଥର ଲାଗି ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଶ୍ୱ ମାନ୍ୟତାର ଶୀର୍ଷ-୫୦ ମଧ୍ୟରେ ସ୍ଥାନ ପାଇଥିବା ଖେଳାଳିମାନେ କ୍ୱାର୍ଟର ଫାଇନାଲ୍‌କୁ ସିଧାସଳଖ ପ୍ରବେଶ କରିବେ ବୋଲି ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ ନିଷ୍ପତ୍ତି ନେଇଛି। ସେହିଦୃଷ୍ଟିରୁ ଭାରତରେ ଆୟୋଜିତ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଡାକ ମଣ୍ଡଳ, ପୁଲିସ, ସେଲ୍‌ ଏକାଡେମି ବିଜୟୀ

ରାଉରକେଲା: ପାନପୋଷ ହକି ଷ୍ଟାଡିୟମ୍‌ରେ ଚାଲିଥିବା ତୃତୀୟ ଅନ୍ତଃସହର ଗୋଲ୍ଡ କପ୍‌ ହକି ପ୍ରତିଯୋଗିତାର ସୋମବାର ଦ୍ୱିତୀୟ ଦିନ ପେସାଦାର ବର୍ଗରେ ଓଡ଼ିଶା ଡାକ ମଣ୍ଡଳ, ଓଡ଼ିଶା ପୁଲିସ ଓ ସେଲ୍‌ ହକି ଏକାଡେମି ବିଜୟ ହାସଲ କରିଛନ୍ତି। ଓଡ଼ିଶା ଡାକ ମଣ୍ଡଳ ୩-୦ ଗୋଲ୍‌ରେ କାଂଶବାହାଲ ଏକାଦଶକୁ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ମାସେ ଘୁଞ୍ଚିଲା

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଫୁଟ୍‌ବଲ୍‌ ସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ଅଷ୍ଟମ ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଢେଙ୍କାନାଳରେ ଏହି ପ୍ରତିଯୋଗିତା ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ…
ଅଧିକ ଖବର ଦେଖନ୍ତୁ...