ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ବ୍ୟାଡ୍‌ମିଣ୍ଟନ ବିଶ୍ୱ କନିଷ୍ଠ ପ୍ରତିଯୋଗିତାରେ ଭାରତ ଷଷ୍ଠ

ଯୋଗ୍ୟକର୍ତା (ଇଣ୍ଡୋନେସିଆ): ଏଠାରେ ଶେଷ ହୋଇଥିବା ବିଶ୍ୱ କନିଷ୍ଠ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଭାରତ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତ କ୍ୱାର୍ଟର ଫାଇନାଲ୍‌ରେ ମାଲେସିଆ ନିକଟରୁ ହାରିଯାଇଥିଲା। ତେବେ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ତାସ୍‌କେଣ୍ଟ୍‌ରେ ଭାମ୍ବ୍ରି-ଶରନ୍‌ ଉପବିଜେତା

ତାସ୍‌କେଣ୍ଟ୍‌: ଭାରତୀୟ ଟେନିସ୍‌ ଯୋଡ଼ି ୟୁକି ଭାମ୍ବ୍ରି ଓ ଦିବିଜ୍‌ ଶରନ୍‌ ତାସ୍‌କେଣ୍ଟ୍‌ ଚ୍ୟାଲେଞ୍ଜର୍‌ ପ୍ରତିଯୋଗିତାରେ ଉପବିଜେତା ହୋଇଛନ୍ତି। ପୁରୁଷ ଯୁଗଳ ଫାଇନାଲ୍‌ରେ ଭାମ୍ବ୍ରି-ଶରନ୍‌ ଦ୍ୱିତୀୟ ମାନ୍ୟତା ଯୋଡ଼ି ହାନ୍‌ସ ପୋଦ୍‌ଲିପ୍‌ନିକ୍‌ କାଷ୍ଟିଲୋ ଓ ଆନ୍ଦ୍ରେ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌ ହକି: ଆସନ୍ତାକାଲି ଭାରତ-ପାକିସ୍ତାନ ହାଇ ଭୋଲଟେଜ୍‌ ମୁକାବିଲା

ଢ଼ାକା: ବାଂଲାଦେଶର ରାଜଧାନୀ ଢ଼ାକାରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ‘ଏସିଆ କପ୍‌ ହକି’ର ହାଇ ଭୋଲଟେଜ୍‌ ମୁକାବିଲା ହେବ। କୋଚ ରୋଲେଣ୍ଟ ଓଲ୍ଟମେନ୍ସକୁ ବାହାର ହେବାର ଏକ ମାସ ପରେ ପଦଭାର ଗ୍ରହଣ କରିଥିବା ମାରିନଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବ। ଇତିହାସ ସାକ୍ଷୀ ରହିଛି ଯେ,…
ଅଧିକ ଖବର ଦେଖନ୍ତୁ...

ବାଦ ପଡ଼ିଲେ ରବି-ରବୀନ୍ଦ୍ର, ଧମାଲ ଦେଖାଇବେ ଧାଓ୍ଵନ

ନୂଆଦିଲ୍ଲୀ: ଓ୍ଵିକେଟ ରକ୍ଷକ ଦିନେଶ କାର୍ତ୍ତିକ ଓ ସାର୍ଦ୍ଦୁଲ ଠାକୁରଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇଛି। ଆଗାମୀ ଅକ୍ଟୋବର ୨୨ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ବିଶିଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଚୟନକାରୀ କମିଟି ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ…
ଅଧିକ ଖବର ଦେଖନ୍ତୁ...

ଲାହୋରରେ ମ୍ୟାଚ୍‌ ଖେଳିବାକୁ ମନା କଲେ ଶ୍ରୀଲଙ୍କା କ୍ରିକେଟର, ପାକିସ୍ତାନକୁ ଧକ୍କା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଲାଗି ପାକିସ୍ତାନ ଏକ ନିରାପଦ ସ୍ଥାନ ବୋଲି ଯେଉଁ ଦାବି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କରୁଥିଲା, ତାହାକୁ ଲାଗିଛି ବଡ଼ ଧକ୍କା। କାରଣ ଶ୍ରୀଲଙ୍କା କ୍ରିକେଟ ଦଳର ଖେଳାଳିମାନେ ପାକିସ୍ତାନର ଲାହୋର୍‌ରେ ମ୍ୟାଚ…
ଅଧିକ ଖବର ଦେଖନ୍ତୁ...

ଗୌହାଟୀରେ ଆକ୍ରମଣର ଶିକାର ହୋଇ ମଧ୍ୟ ଓ୍ଵାର୍ଣ୍ଣର କହିଲେ, ଧନ୍ୟବାଦ ଭାରତ

ନୂଆଦିଲ୍ଲୀ: ସ୍ୱଦେଶ ଫେରିବା ପୂର୍ବରୁ ଅଷ୍ଟ୍ରେଲିଆର ଓପନର ଡେଭିଡ଼ ଓ୍ଵାର୍ଣ୍ଣର ଭାରତୀୟ କ୍ରିକେଟ ପେମୀଙ୍କୁ ଧନ୍ୟବାଦ କହିଛନ୍ତି। ବିମାନବନ୍ଦରରୁ ଉଡାଜାହାଜ ଆକାଶମାର୍ଗକୁ ଉଠୁଥିବା ବେଳେ, ଓ୍ଵାର୍ଣ୍ଣର ହାତ ହଲାଇ ଭାରତକୁ ସଲାମ ଜଣାଇଛନ୍ତି। ସେ କହିଛନ୍ତି, ଭାରତରେ ଭଲ ଆତିଥ୍ୟ ପାଇଁ ଆମେ…
ଅଧିକ ଖବର ଦେଖନ୍ତୁ...

ବାଂଲାକୁ ୭-୦ରେ ହରାଇଲା ଭାରତ

ଢାକା: ଦୁଇ ଥର ବିଜେତା ଭାରତ ଚଳିତ ଏସିଆ କପ୍‌ ହକିରେ ପୁଣି ଏକ ବଡ଼ ବିଜୟ ହାସଲ କରିଛି। ପୁଲ୍‌-ଏର ଉଦ୍‌ଘାଟନୀ ମୁକାବିଲାରେ ଜାପାନକୁ ୫-୧ରେ ପରାସ୍ତ କରିଥିବା ଭାରତ ଶୁକ୍ରବାର ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ବାଂଲାଦେଶକୁ ୭-୦ ଗୋଲ୍‌ରେ ପରାସ୍ତ କରିଦେଇଛି। ଜାପାନ ବିପକ୍ଷ ମ୍ୟାଚ୍‌ ଭଳି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ଥ୍ରୋ ବଲ୍‌: ପୁରୀକୁ ଦ୍ୱି-ମୁକୁଟ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା କୁଦିଆରୀ ଉଚ୍ଚ ବିଦ୍ୟାଳୟଠାରେ ୬୩ତମ ରାଜ୍ୟ ବିଦ୍ୟାଳୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପୁରୀ ଦଳ ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜେତା ହୋଇ ଦ୍ୱି-ମୁକୁଟ ହାସଲ କରିଛି। ବାଳକ…
ଅଧିକ ଖବର ଦେଖନ୍ତୁ...

ଟେ୍ଵଣ୍ଟି-୨୦ ଶୃଙ୍ଖଳା ଅମୀମାଂସିତ

ହାଇଦ୍ରାବାଦ: ରାଞ୍ଚିରେ ଭାରତ, ଗୌହାଟୀରେ ଅଷ୍ଟ୍ରେଲିଆ, ହାଇଦ୍ରାବାଦରେ ବର୍ଷା ହେଲେ ବିଜେତା। ଫଳରେ ଭାରତ-ଅଷ୍ଟ୍ରେଲିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିଲା। ଭାରତ ଗସ୍ତରେ ବିଫଳ ରହିଥିବା ଅଷ୍ଟ୍ରେଲିଆକୁ ଶେଷରେ ଅନ୍ୟୁନ ଟ୍ରଫି ହାତେଇବାର ସୁଯୋଗ ବି ମିଳିଗଲା। ଦିନିକିଆରେ…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ୍‍ ଓ ଦିନିକିଆ ଲିଗ୍‌କୁ ସବୁଜ ସଙ୍କେତ

ଦୁବାଇ/ଅକଲାଣ୍ଡ୍‌: ଟେଷ୍ଟ୍‍ କ୍ରିକେଟ୍‌ ଓ ଦିନିକିଆ କ୍ରିକେଟ୍‌ର ରୋମାଞ୍ଚକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅଧିକ ଗ୍ରହଣୀୟ କରିବା ଲକ୍ଷ୍ୟରେ ଆଇସିସି ବଡ଼ ନିଷ୍ପତ୍ତି ନେଇଛି। ଏହି ଉଭୟ ଶ୍ରେଣୀୟ କ୍ରିକେଟ୍‌ରେ ଲିଗ୍‌ ଆରମ୍ଭ କରିବା ଲାଗି ଶୁକ୍ରବାର ନୀତିଗତ ନିଷ୍ପତ୍ତି ନେଇଛି ଆଇସିସି…
ଅଧିକ ଖବର ଦେଖନ୍ତୁ...