ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ନ୍ୟୁଜିଲାଣ୍ଡ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷିତ: କାର୍ତିକ, ସାର୍ଦୁୁଲଙ୍କୁ ଡକରା’

ନୂଆଦିଲ୍ଲୀ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ ଏବଂ ଦ୍ରୁତ ବୋଲର ସାର୍ଦୁଲ ଠାକୁର ଜାତୀୟ ଦଳକୁ ଫେରିଥିଲା ବେଳେ ଅଷ୍ଟ୍ରେଲିଆ…
ଅଧିକ ଖବର ଦେଖନ୍ତୁ...

ଆଜି ଭାରତ-ପାକିସ୍ତାନ ଲଢ଼େଇ

ଢାକା: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଚଳିତ ଏସିଆ କପ୍‌ ହକିରେ ଆଜି ମୁହାଁମୁହିଁ ହେବେ। ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିଲା ବେଳେ ପାକିସ୍ତାନ ଚତୁର୍ଦଶ ସ୍ଥାନରେ ରହିଛି। ଉଭୟ ଦଳ ପାଇଁ ଚଳିତ ଏସିଆ କପ୍‌ ପୁଲ୍‌-ଏରେ ଏହା ଅନ୍ତିମ ମ୍ୟାଚ୍‌ ହେବ। ଏହି…
ଅଧିକ ଖବର ଦେଖନ୍ତୁ...

ସୁଲ୍‌ତାନ ଜୋହର୍‌ କପ୍‌ ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ: ମାଲେସିଆର ଜୋହର ବହରୁଠାରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୁଲ୍‌ତାନ ଜୋହର୍‌ କପ୍‌ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ। ୬ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଶନିବାର ହକି ଇଣ୍ଡିଆ ଏକ ୧୮ ଜଣିଆ କନିଷ୍ଠ ଦଳ ଘୋଷଣା କରିଛି। ବିବେକ ସାଗର ପ୍ରସାଦଙ୍କ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଯିବାକୁ ଶ୍ରୀଲଙ୍କା ଖେଳାଳି ଅମଙ୍ଗ

କଲମ୍ବୋ: ଲାହୋର ଆତଙ୍କାବାଦୀ ଆକ୍ରମଣ ଘଟଣାକୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଲୋମଟାଙ୍କୁରା ଘଟଣାର ଭୟ ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା ଖେଳାଳିଙ୍କ ମନରୁ ଲିଭିନାହିଁ। ଏପରିକି ସେମାନେ ପାକିସ୍ତାନ ଯାଇ ସେଠାରେ କ୍ରିକେଟ୍‌ ଖେଳିବାକୁ ସୁରକ୍ଷିତ ମନେ କରୁ ନାହାନ୍ତି। ସେଥିପାଇଁ ସଂପ୍ରତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସ୍ନକର: କୁନାଲ, ସତ୍ୟଦୀପଙ୍କ ବିଦାୟ

କଟକ: କଟକ କ୍ଲବ୍‌ଠାରେ ଶନିବାରଠୁ ରାଜ୍ୟ ବରିଷ୍ଠ ସ୍ନକର ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ପୂର୍ବତନ ଜାତୀୟ ଉପବିଜେତା କୁନାଲ ଅଗ୍ରଓ୍ଵାଲ୍‌ ଓ ପୂର୍ବତନ ରାଜ୍ୟ ଉପବିଜେତା ସତ୍ୟଦୀପ ଦାସ ନିଜ ନିଜ ମ୍ୟାଚ୍‌ ହାରି ବିଦାୟ ନେଇଛନ୍ତି। ମିଶାଲ ସ୍ୱାଇଁ ୩-୨ରେ କୁନାଲଙ୍କୁ ହରାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପାଣ୍ଡ୍ୟା ମ୍ୟାଚ୍‌ ବିଜେତା ଉଭା ହେଲେଣି: ସୌରଭ ଗାଙ୍ଗୁଲି

ମାତ୍ର କିଛି ଦୋଷ ତ୍ରୁଟିକୁ ଛାଡ଼ିଦେଲେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ସାରା ଭାରତ ପ୍ରଧାନ୍ୟ ବିସ୍ତାର କଲା। ବର୍ଷ ପ୍ରାରମ୍ଭରେ ଟେଷ୍ଟ୍‍ ଶୃଙ୍ଖଳା ଜିତିଥିବା ଭାରତ ଏବେ ସୀମିତ ଓଭରରେ ସଫଳ ହୋଇ ଏକ ପୂର୍ଣ୍ଣାଙ୍ଗ ଚକ୍ର ସମ୍ପନ୍ନ କଲା। ସବୁଠାରୁ ବଡ଼ କଥା ହେଉଛି ହାର୍ଦିକ ପାଣ୍ଡ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲ୍‌ ପକ୍ଷରୁ ମହିଳାଙ୍କ ଦୁଃସାହସିକ ଅଭିଯାନ

ଭୁବନେଶ୍ୱର: ଟାଟା ଷ୍ଟିଲ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ (ଟିଏସ୍‌ଏଏଫ୍‌) ସହଯୋଗରେ କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲ ଅଧିକାରୀଙ୍କ ପତ୍ନୀଙ୍କ ନିମନ୍ତେ ଦୁଃସାହାସିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୨୨ ଜଣଙ୍କୁ ନେଇ ଗଠିତ ମହିଳା ଦଳ ଅକ୍ଟୋବର ୯ ତାରିଖରେ ଦୟାରା (୧୨,୫୦୦ ଫୁଟ୍‌) ପର୍ବତର…
ଅଧିକ ଖବର ଦେଖନ୍ତୁ...

ସେଲେନାଙ୍କୁ ସ୍ୱର୍ଣ୍ଣ

ସର୍ମ-ଏଲ୍‌-ସେକ୍‌ (ଇଜିପ୍ଟ): ଭାରତୀୟ ବାଳିକା ସେଲେନା ସେଲ୍‌ଭାକୁମାର ଇଜିପ୍ଟରେ ଚାଲିଥିବା କନିଷ୍ଠ ଓ କ୍ୟାଡେଟ୍‌ ଟେବୁଲ ଟେନିସ୍‌ ଓପନ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। କନିଷ୍ଠ ବାଳିକା ଦଳଗତ ବର୍ଗରେ ଇଜିପ୍ଟର ରିମା ହେସମ୍‌ ଓ ଓ୍ଵାଦ୍‌ ଇବ୍ରାହିମ୍‌ଙ୍କ ସହ ମିଶି…
ଅଧିକ ଖବର ଦେଖନ୍ତୁ...

ରୀମାଲକ୍ଷ୍ମୀଙ୍କ ଭବିଷ୍ୟତ ସହ ଖେଳ

ରାଉରକେଲା(ସତୀଶ ଶର୍ମା): ପ୍ରତିଭା ଥିଲେ ଏବଂ ଠିକଣା ସମୟରେ ସହଯୋଗ, ସୁବିଧା, ପ୍ରୋତ୍ସାହନ ମିଳିଲେ ଜଣେ କ୍ରୀଡ଼ା ଜୀବନରେ ଅଗ୍ରସର ହୋଇ ନିଜ ଅଞ୍ଚଳ, ଦେଶ ଓ ଜାତିର ଟେକ ରଖେ। ଅନ୍ୟପକ୍ଷରେ ଅବହେଳା ଯୁବ ପ୍ରତିଭାଙ୍କ ପ୍ରଦର୍ଶନରେ ବାଧକ ସାଜିଥାଏ। ପ୍ରତିଭା ସମ୍ପନ୍ନ ତଥା ଉଦୀୟମାନ ଆଦିବାସୀ…
ଅଧିକ ଖବର ଦେଖନ୍ତୁ...

ବ୍ୟାଡ୍‌ମିଣ୍ଟନ ବିଶ୍ୱ କନିଷ୍ଠ ପ୍ରତିଯୋଗିତାରେ ଭାରତ ଷଷ୍ଠ

ଯୋଗ୍ୟକର୍ତା (ଇଣ୍ଡୋନେସିଆ): ଏଠାରେ ଶେଷ ହୋଇଥିବା ବିଶ୍ୱ କନିଷ୍ଠ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଭାରତ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତ କ୍ୱାର୍ଟର ଫାଇନାଲ୍‌ରେ ମାଲେସିଆ ନିକଟରୁ ହାରିଯାଇଥିଲା। ତେବେ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ…
ଅଧିକ ଖବର ଦେଖନ୍ତୁ...