ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଓଡ଼ିଶା ଦଳର ‘ମିଶନ୍‌ ରୂପକୁଣ୍ଡ’ ଅଭିଯାନ ସଫଳ

ଭୁବନେଶ୍ୱର: ୮ ଜଣିଆ ଓଡ଼ିଶା ଦଳ ‘ମିଶନ୍‌ ରୂପକୁଣ୍ଡ’ ଅଭିଯାନକୁ ସଫଳତାର ସହ ଶେଷ କରିଛନ୍ତି। ଦୁଃସାହସିକ କ୍ରୀଡ଼ା ସଂଗଠକ ତଥା ବନ୍ୟପ୍ରାଣୀପ୍ରେମୀ ସୁଶାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ ପୁରୁଷ ଓ ୩ ମହିଳା ଓଡ଼ିଆ ଅଭିଯାତ୍ରୀ ଏଥିରେ ସାମିଲ ଥିଲେ। ସୁଶାନ୍ତ ଦାସ, ଦୁର୍ଗାମାଧବ…
ଅଧିକ ଖବର ଦେଖନ୍ତୁ...

ଭାରତ-ନ୍ୟୁଜିଲାଣ୍ଡ ସୀମିତ ଓଭର ଶୃଙ୍ଖଳା ୨୨ରୁ

ମୁମ୍ବାଇ: ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୩ ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ନ୍ୟୁଜିଲାଣ୍ଡ୍‌ ଦଳ ଗୁରୁବାର ସ୍ୱଦେଶ ଛାଡ଼ିଛି। ଏହି ଅବସରରେ ଅଭିଜ୍ଞ ମାର୍ଟିନ୍‌ ଗପ୍ଟିଲଙ୍କ ସହିତ ଲମ୍ବା ସଟ୍‌ ଖେଳୁଥିବା ବାମହାତୀ କଲିନ୍‌ ମୁନ୍‌ରୋ ପାଳି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଯୁବରାଜଙ୍କୁ ଦୂତ କଲା ଲୌରିଅସ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହ ଲୌରିଅସ୍‌ ପରିବାରର ସଦସ୍ୟ ବନିଯାଇଛନ୍ତି। ଲୌରିଅସ୍‌ ସ୍ପୋର୍ଟସ୍‌ ବୁଧବାର ଯୁବରାଜଙ୍କୁ ନିଜର ପ୍ରଥମ ଭାରତୀୟ ଦୂତ ଭାବେ ନିଯୁକ୍ତ କରିଛି। ଏଭଳି ସମ୍ମାନ ହାସଲ କରିବାରେ ଯୁବରାଜ ପ୍ରଥମ ଭାରତୀୟ କ୍ରିକେଟର୍‌ ମଧ୍ୟ ହୋଇଛନ୍ତି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ନଳିନୀକାନ୍ତ ମହାନ୍ତି ସ୍ମାରକୀ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଚତୁର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ର‍୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ଚମ୍ପିୟନସିପ୍‌ ଗୁରୁବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ଉଦ୍‌ଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ବିଶାଳ ଦେବ ମୁଖ୍ୟ ଅତିଥି ଭାବରେ…
ଅଧିକ ଖବର ଦେଖନ୍ତୁ...

ଦାଉଦ ଇରାକକୁ ଦେଲେ ବିଜୟ

କୋଲକାତା: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ବୁଧବାର ଖେଳା ଯାଇଥିବା ଚାରିଟି ମ୍ୟାଚ୍‌ରେ ଫ୍ରାନ୍ସ, ଇଂଲଣ୍ଡ, ଇରାକ ଏବଂ ହଣ୍ଡୁରାସ ବିଜୟୀ ହୋଇଛନ୍ତି। ଦୁଇଟି ସଂଧ୍ୟା ମ୍ୟାଚ୍‌ରେ ଫ୍ରାନ୍ସ ୨-୧ ଗୋଲ୍‌ରେ ଜାପାନକୁ ଏବଂ ଇଂଲଣ୍ଡ ୩-୨ ଗୋଲ୍‌ରେ ମେକ୍ସିକୋକୁ ପରାସ୍ତ କରିଥିଲା। ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଆଜି ଲଢ଼ିବେ ଭାରତ-ଘାନା

ନୂଆଦିଲ୍ଲୀ: ପଦାର୍ପଣ ବିଶ୍ୱକପ୍‌ରେ ଲଗାତାର ଦୁଇଟି ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ତା’ର ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପୂର୍ବତନ ବିଜେତା ଘାନାକୁ ଭେଟିବ। ଏହି ମ୍ୟାଚ୍‌ ନୂଆଦିଲ୍ଲୀର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯିବ। ଘାନା ତା’ର ପ୍ରଥମ ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବାଳିକା ମୁଷ୍ଟିଯୁଦ୍ଧ: ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର: ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଅଷ୍ଟମ ଜାତୀୟ ଉପ କନିଷ୍ଠ (ବାଳିକା) ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଓଡ଼ିଶା ଦୁଇଟି କାଂସ୍ୟ ଏବଂ ଗୋଟିଏ ରୌପ୍ୟ ସହ ମୋଟ ତିନିଟି ପଦକ ଜିତିଛି। ଓଡ଼ିଆ ଝିଅ ଭବାନୀ ବାରିକ ୪୬-୪୮ କିଲୋଗ୍ରାମ ବର୍ଗର ଫାଇନାଲ୍‌ରେ ତାମିଲନାଡୁ…
ଅଧିକ ଖବର ଦେଖନ୍ତୁ...

ଆମେରିକା, ନେଦରଲାଣ୍ଡ୍‌କୁ ମିଳିଲାନି ବିଶ୍ୱକପ୍‌ ଟିକେଟ

ଜୁରିକ୍‌: ଆମେରିକା ଏବଂ ନେଦରଲାଣ୍ଡ୍‌ ରୁଷିଆରେ ହେବାକୁଥିବା ୨୦୧୮ ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଉରୁଗୁଏ, ଆର୍ଜେଣ୍ଟିନା, କଲମ୍ବିଆ, ପର୍ତୁଗାଲ ଏବଂ ଫ୍ରାନ୍ସ ମଙ୍ଗଳବାର ନିଜ ନିଜର ବିଶ୍ୱକପ୍‌ ଟିକେଟ୍‌ ପକ୍କା କରି ନେଇଛନ୍ତି। ପାନାମା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଅମୀମାଂସିତ ମ୍ୟାଚ୍‌ରେ ରାଜେଶ, ଦେବାଶିଷଙ୍କ ଶତକ

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଛତିଶଗଡ଼ ସିକେ ନାୟୁଡୁ ଟ୍ରଫି ଶେଷ ଦିନରେ ଅମୀମାଂସିତ ରହିଛି। ଘରୋଇ ଦଳର ପ୍ରଥମ ପାଳିକୁ ମାତ୍ର ୧୧୧ ରନ୍‌ରେ ସୀମିତ ରଖିଦେବା ପରେ ମଙ୍ଗଳବାର ୫ ଓ୍ଵିକେଟ୍‌ ବିନିମୟରେ ୨୪୭ ରନ୍‌ କରିଥିବା ଛତିଶଗଡ଼ ବୁଧବାର ଚତୁର୍ଥ ତଥା ଶେଷ ଦିନ…
ଅଧିକ ଖବର ଦେଖନ୍ତୁ...

ଲୁହା ପିଞ୍ଜରାରେ ଲଢ଼େଇ: ଶୁକ୍ରବାରରୁ ମିଶ୍ରିତ ସାମରିକ କଳା ଜାତୀୟ ପ୍ରତିଯୋଗିତା

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଥର ମିଶ୍ରିତ ସାମରିକ କଳାର ଜାତୀୟ ପ୍ରତିଯୋଗିତା ଜରିଆରେ ଓଡ଼ିଶାବାସୀଙ୍କୁ ଯୋଦ୍ଧା ଲଢ଼େଇର ମଜା ଭେଟି ଦେଇଥିବା ଉତ୍କଳ କରାଟେ ସ୍କୁଲ୍‌ ଶୁକ୍ରବାର ଠାରୁ ପୁଣି ଏକ ଲଢ଼େଇର ଆୟୋଜନ କରିବାକୁ ଯାଉଛି। ସର୍ବଭାରତୀୟ ମିଶ୍ରିତ ସାମରିକ କଳା ସଂଘ ଆନୁକୂଲ୍ୟରେ…
ଅଧିକ ଖବର ଦେଖନ୍ତୁ...