ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଗଲ୍‌ଫର ସାନ୍ଧୁ ଜିତିଲେ ପ୍ରଥମ ଏସୀୟ ଟୁର୍‌ ଟ୍ରଫି

ତାଇପେ: ଭାରତୀୟ ଗଲ୍‌ଫର ଅଜିତେଶ ସାନ୍ଧୁ ନିଜର ପ୍ରଥମ ଏସୀୟ ଟୁର୍‌ ଟ୍ରଫି ଜିତିନେଇଛନ୍ତି। ଏଠାରେ ରବିବାର ଶେଷ ହୋଇଥିବା ୫୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ୟେଙ୍ଗ୍‌ଡର୍‌ ଟୁଣ୍ଟାମେଣ୍ଟ ପ୍ଲେୟାର୍ସ ଚାମ୍ପିଅନ୍‌ସିପ୍‌ (ଟିପିସି)ରେ ଆମେରିକାର ଜୋହାନେସ୍‌ ବିର୍ମନ୍‌ଙ୍କୁ ଗୋଟିଏ ସଟ୍‌…
ଅଧିକ ଖବର ଦେଖନ୍ତୁ...

ଦାଦାଙ୍କ ଉତ୍ସର୍ଗ ଯୋଗୁଁ ଧୋନି ହୋଇ ପାରିଛନ୍ତି ବଡ଼ ଖେଳାଳି: ସେହେଓ୍ଵାଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯେ କେବଳ ବିଶ୍ୱ କପ୍‌ ବିଜୟୀ ହୋଇ ରେକର୍ଡ କରିଛନ୍ତି, ତାହା ନୁହେଁ, ବରଂ ଦେଶ ବିଦେଶରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ରହିଛନ୍ତି। ଝାରଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ତ୍ରିପୁରା ରଣଜୀ: ବିକାଶ ପଡ଼ିଆରେ ବର୍ଷାର ଖେଳ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଣ୍ଟାବାଡ଼ସ୍ଥିତ ବିକାଶ କ୍ରିକେଟ୍‌ ଷ୍ଟଡିୟମ୍‌ରେ ରଣଜୀ ପଦାର୍ପଣ ପର୍ବ ଲୁଚକାଳି ଖେଳୁଛି। ଓଡ଼ିଶା ଏବଂ ତ୍ରିପୁରା ମଧ୍ୟରେ ଖେଳାଯିବାକୁ ଥିବା ନୂଆ ଋତୁର ଏହି ପ୍ରଥମ ମ୍ୟାଚ୍‌ର ପ୍ରଥମ ଦୁଇ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇଯାଇଛି। ପ୍ରଥମ ଦିବସ ଭଳି ଦ୍ୱିତୀୟ ଦିବସରେ…
ଅଧିକ ଖବର ଦେଖନ୍ତୁ...

ମୁକ୍ତେଶ୍ୱର-ମଦର୍ସ ସେମିଫାଇନାଲ୍‌ ଆଜି

ଭୁବନେଶ୍ୱର,: ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି)ର ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲ୍‌ରେ ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟସ କ୍ଲବ୍‌ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୟୁନାଇଟେଡ୍‌ ୟୁଥ୍‌…
ଅଧିକ ଖବର ଦେଖନ୍ତୁ...

ସ୍ପେନ୍‌କୁ ଫିଫା ବିଶ୍ୱକପ୍‌ ଟିକେଟ୍‌

ଗ୍ଲାସ୍‌ଗୋ: ଗୁରୁବାର ଇଂଲଣ୍ଡ ଓ ଜର୍ମାନି ପରେ ଶୁକ୍ରବାର ସ୍ପେନ୍‌ ମଧ୍ୟ ୨୦୧୮ରେ ରୁଷିଆରେ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିନେଇଛି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଆଲ୍‌ବେନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରି ୨୦୧୦ ବିଶ୍ୱ ବିଜେତା ସ୍ପେନ୍‌…
ଅଧିକ ଖବର ଦେଖନ୍ତୁ...

ଏଏଚ୍‌ଏଲ୍‌: ଭାରତ ମହିଳା ଦଳକୁ ନବମ ସ୍ଥାନ

ପର୍ଥ: ଭାରତୀୟ ମହିଳା ଦଳ ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍‌୍‌ଏଲ୍‌)ରେ ନବମ ସ୍ଥାନରେ ଅଭିଯାନ ଶେଷ କରିଛି। ଶନିବାର ପୁଲ୍‌-ଡିର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୦-୨ ଗୋଲ୍‌ରେ ଅଷ୍ଟ୍ରେଲିଆନ୍‌ କ୍ୟାପିଟାଲ ଟେରିଟୋରି ନିକଟରୁ ହାରିଗଲା। ଭାରତ ବିପକ୍ଷରେ ଦୁଇଟିଯାକ ଗୋଲ୍‌ ଜେସିକା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଉପକନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ବାରବାଟୀ ଷ୍ଟାଡିୟମ କ୍ଲବ୍‌ ହାଉସଠାରେ ରାଜ୍ୟ ଉପକନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ଓଡ଼ିଶା ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ଓ ଓଡ଼ିଶା ଟାଏକୋଣ୍ଡୋ ସଂଘର ମିିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ନିର୍ଦେଶାଳୟର ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଅନନ୍ୟା, ଈଶ୍ୱର, ଶ୍ୱେତପଦ୍ମାଙ୍କୁ ଦ୍ୱିମୁକୁଟ, ଆସିଫ୍‌ ବିଜେତା

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୧ ଇନ୍‌ଡୋର୍‌ ହଲ୍‌ରେ ଚାଲିଥିବା ଦ୍ୱାଦଶ କେଡିଟିଏ ରାଜ୍ୟ ମାନ୍ୟତା ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଶନିବାର ଶେଷ ହୋଇଛି। ପୁରୁଷ ବର୍ଗରେ ଆର୍‌ବିଆଇର ଆସିଫ୍‌ ହକ୍‌ ନିଜ ଭାଇ ତୌସିଫ୍‌ ହକ୍‌ଙ୍କୁ ୪-୨ରେ ହରାଇ ବିଜେତା ହୋଇଥିଲେ। ଖୋର୍ଧା ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଚାଇନା ଓପନ୍‌: ସେମିରେ ହାରିଲେ ସାନିଆ-ପେଙ୍ଗ୍‌

ବେଜିଂ: ଭାରତୀୟ ଟେନିସ୍‌ ଲଳନା ସାନିଆ ମିର୍ଜା ଓ ତାଙ୍କ ଚୀନ୍‌ ସାଥୀ ପେଙ୍ଗ୍‌ ସୁଆଇ ଏଠାରେ ଚାଲିଥିବା ଚାଇନା ଓପନ୍‌ ସେମିଫାଇନାଲ୍‌ରେ ହାରି ଅଭିଯାନ ଶେଷ କରିଛନ୍ତି। ଶନିବାର ମହିଳା ଯୁଗଳ ସେମି ଫାଇନାଲ୍‌ରେ ତୃତୀୟ ମାନ୍ୟତା ଭାରତ-ଚୀନ୍‌ ଯୋଡ଼ି ୬-୨, ୧-୬ ଓ ୫-୧୦ ସୁପର ଟାଇବ୍ରେକ୍‌…
ଅଧିକ ଖବର ଦେଖନ୍ତୁ...

ଇରାନଠୁ ୩-୧ରେ ହାରିଲା ଗିନି

ଗୋଆ: ଶନିବାର ରାତିରେ ଖେଳା ଯାଇଥିବା ଗ୍ରୁପ୍‌-ସି’ ମୁକାବିଲାରେ ଗିନିକୁ ହରାଇବାରେ ଏସୀୟ ଶକ୍ତି ଇରାନକୁ ବେଶି ପରିଶ୍ରମ କରିବାକୁ ପଡ଼ି ନଥିଲା। ପ୍ରଥମମାର୍ଧରେ ଇରାନର ଅଗ୍ରଭାଗ ଖେଳାଳିଙ୍କୁ କଷ୍ଟେମଷ୍ଟେ ଅଟକାଇ ପାରିଥିବା ଗିନି ଦ୍ୱିତୀୟାର୍ଧରେ ତିନିଟି ଗୋଲ୍‌ ବରଣ କରିଥିଲା। କେବଳ…
ଅଧିକ ଖବର ଦେଖନ୍ତୁ...