ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ସୂରଜ୍‌ ଏଣ୍ଟରପ୍ରାଇଜେସ୍‌ ଠିକାସଂସ୍ଥା କଳାତାଲିକାଭୁକ୍ତ

ଜାଲ୍‌ ଟର୍ମ ଡିପୋଜିଟ୍‌ ରିସିପ୍ଟସ୍‌ ବା ଟିଡିଆର ଦେଇ କୋଟି କୋଟି ଟଙ୍କାର ଠିକାକାର୍ଯ୍ୟ ହାତେଇଥିବା ଠିକାଫାର୍ମ ସୂରଜ୍‌ ଏଣ୍ଟରପ୍ରାଇଜେସ୍‌କୁ କଳାତାଲିକାଭୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ ଓପିଡବ୍ଲ୍ୟୁଡି କଣ୍ଟ୍ରାକ୍ଟର୍‌ସ ରେଜିଷ୍ଟ୍ରେସନ୍‌ ରୁଲ୍‌ସ, ୧୯୬୭ର…
ଅଧିକ ଖବର ଦେଖନ୍ତୁ...

ଥାଲାସେମିଆ ରୋଗୀଙ୍କୁ ମାସିକ ଯାତାୟାତ ଭତ୍ତା ପ୍ରଦାନ କରାଯିବ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦ ଓ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

୧୬ ଯାଏଁ ଘଡ଼ଘଡ଼ି ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ମାରିବା ସହିତ ସ୍ୱଳ୍ପ ଧରଣର ବର୍ଷା ହେବ। ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ। ୧୯ ତାରିଖରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...

ବିଲରେ ଦନ୍ତାହାତୀର ମୃତଦେହ : ଆନ୍ଥ୍ରାକ୍ସରେ ମୃତ୍ୟୁ ଆଶଙ୍କା!

ଖୁଣ୍ଟୁଣୀ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ପାଇକେରାପୁର ପାଟିଆ ବିଲରୁ ଆଜି ବନବିଭାଗ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ମୃତ ଦନ୍ତାର ବୟସ ଆନୁମାନିକ ୫୦ ବର୍ଷ ବୋଲି ଆକଳନ କରାଯାଉଥିବା ବେଳେ ହାତୀଟି ଗତକାଲି ରାତିରେ ପ୍ରାଣ ହରାଇଥିବା କୁହାଯାଉଛି। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଭାଷା ଆନ୍ଦୋଳନ ନେଇ ଅକ୍ଟୋବର ୧୬ରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଭାଷା ଆନ୍ଦୋଳନ ନେଇ ଆଗାମୀ ଅକ୍ଟୋବର ୧୬ରୁ ରାଜ୍ୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାଷା ଆନ୍ଦୋଳନ ନେଇ ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ସାରଥି ବାବାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଶୁକ୍ରବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ମା-ଝିଅ ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ସାରଥିଙ୍କୁ ଦୁଇଟି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ମିିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ : ‘ଆମ ଓଡ଼ିଶା’ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ସମ୍ମାନିତ

ଭୁବନେଶ୍ୱର: ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରକ୍ତଦାନ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଆମ ଓଡ଼ିଶା’କୁ ଏକାଦଶ ବର୍ଷ ପାଇଁ ରାଜ୍ୟ ସରକାର ସମ୍ମାନିତ କରିଛନ୍ତି। ଏହି ଉପଲକ୍ଷେ…
ଅଧିକ ଖବର ଦେଖନ୍ତୁ...

ଡେପୁଟେସନ ପ୍ରତିବାଦ:ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ କୋଇଲିପାରି ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଡେପୁଟେସନକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  ଲୋକେ ଅସନ୍ତୋଷ ବ୍ୟକ୍ତ କରି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ତୁରନ୍ତ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ପେଷି ହେଉଛନ୍ତି ଗରିବ ଲୋକେ, ନେତାଏ ଚୁପ୍‌

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ ଲୋକ କେତେବେଳେ ଠକେଇର ଶିକାର ତ କେତେବେଳେ ସରକାରୀ ଯୋଜାନରେ ସାମିଲ ନହେବା ଏକ ନିତିଦିନିଆ ଘଟଣା। ବିଭିନ୍ନ ସରକାରୀ ଯୋଜାନରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଗରିବ ଲୋକେ ବାଦ ପଡ଼ିବା ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଶେଷ କରି ୬…
ଅଧିକ ଖବର ଦେଖନ୍ତୁ...

ବିସ୍ଥାପିତଙ୍କୁ ଅଣବିସ୍ଥାପିତଙ୍କ ହତ୍ୟା ଧମକ ଅଭିଯୋଗ

କୋମନା: କୋମନା ଓ ଖଡ଼ିଆଳ ମଧ୍ୟ ଭାଗରେ ନିର୍ମାଣାଧୀନ ତିଖାଲି ପ୍ରକଳ୍ପ କାମ ସରିବା ଯେତେ ପାଖେଇ ଆସୁଛି, ସେତେ ବିବାଦ ଦିନକୁ ଦିନ ପଦାକୁ ଆସୁଛି। ଏବେ ପ୍ରକୃତ ବିସ୍ଥାପିତଙ୍କୁ ଅଣ ବିସ୍ଥାପିତ ହଇରାଣ କରିବା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ସୁରୁ ସାହୁ ନାମକ ଜଣେ ମହିଳା ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...