ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ପରିମଳରେ ଓଡ଼ିଶା ପଛୁଆ

ଭୁବନେଶ୍ୱର/ ଖୋର୍ଦ୍ଧା : ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଆଜି ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ଜଳ ଓ ପରିମଳ ବିଭାଗ ମନ୍ତ୍ରୀ ଏସ୍‌ ଏସ୍‌ ଆଲୁଓ୍ଵାଲିଆ। ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ଆଲୁଓ୍ଵଲିଆ କହିଛନ୍ତି, ରାଜ୍ୟରେ ୯୦ ଲକ୍ଷ ପାଇଖାନା…
ଅଧିକ ଖବର ଦେଖନ୍ତୁ...

ଦୋହଲିଗଲାଣି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି

ଭୁବନେଶ୍ୱର : ଦୋହଲିଗଲାଣି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥିତି। ବିପିୟୁଟିଠାରୁ ଆରମ୍ଭ ବ୍ରହ୍ମପୁରସ୍ଥିତ ପିଏମ୍‌ଇସି ପର୍ଯ୍ୟନ୍ତ ସବୁଠି ସମସ୍ୟା। ଅନେକ ଶିକ୍ଷକ, ଅଣଶିକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଭିତ୍ତିଭୂମିକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି। ରୁଷା ପକ୍ଷରୁ ଟଙ୍କା ମିଳୁଥିଲେ…
ଅଧିକ ଖବର ଦେଖନ୍ତୁ...

ଅଧାବାଟରେ ଓହ୍ଲାଇଗଲେ ହାଇକୋର୍ଟ ବିଚାରପତି

ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ଚନ୍ଦ୍ରଶେଖରପୁର : ସମ୍ପୂର୍ଣ୍ଣ ଅତ୍ୟାଧୁନିକ ହେବ ରେଳ ବିଭାଗ। ରେଳଯାତ୍ରୀଙ୍କୁ ସବୁପ୍ରକାର ଆରାମ ଓ ସୁବିଧା ସୁଯୋଗ ମିଳିବ। ମାତ୍ର ଏଭଳି ସ୍ୱପ୍ନ ଦେଖାଉଥିବା ରେଳ ବିଭାଗ ରେଳଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛତା ଓ ଦୁର୍ନୀତି ନିରୋଧ ମୋ ସରକାରର ଦୁଇଟି ଅଙ୍ଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛତା ଓ ଦୁର୍ନୀତି ନିରୋଧ ମୋ ସରକାରର ଦୁଇଟି ଅଙ୍ଗ। ଏଥିପାଇଁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଆଜି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ କୂଅରୁ ହାତୀ ଛୁଆ ଉଦ୍ଧାର

ନିରାକାରପୁର : ନିରାକାରପୁର ପଞ୍ଚାୟତର ମଞ୍ଚାରିଆପାଟଣା ଗ୍ରାମର ପ୍ରଭା ବେହେରାଙ୍କ ବାରିପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ୫ ମାସର ହାତୀ ଶାବକକୁ ଉଦ୍ଧାର କରାଯାଇଛି। ଭୋର୍‌ ପ୍ରାୟ ସାଢ଼େ ୫ଟାରେ ଖୋର୍ଧା ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟବାସୀଙ୍କ ମିଳିତ ଉଦ୍ୟମରେ ଏହି ହାତୀ…
ଅଧିକ ଖବର ଦେଖନ୍ତୁ...

ରାସ୍ତାକୁ ଆସିଲା ଗ୍ୟାସ୍‌, ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର : ଗ୍ୟାସ୍‌ ଦର ବୃଦ୍ଧି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ରାସ୍ତାକୁ ଆସିଛି। ବିଜେଡି ଓ ବିଜେପି ଏହି ଦୁଇ ପ୍ରସଙ୍ଗରେ ବୟାନବାଜି କଲା ପରେ ରାସ୍ତାକୁ ଓହ୍ଲାଇଛନ୍ତି। ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସାମ୍ନାରେ ଧାରଣା ଦିଆଯିବା…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ହାଲ୍‌କା ବର୍ଷା, ଥଣ୍ଡା ଜାରି ରହିବ

ଭୁବନେଶ୍ୱର : ଆଜି ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସ୍ଥିର ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଏବଂ ପରଦିନ ଉପକୂଳ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବ। ପବନ ବି ବହିବ। ତାପମାନରେ ସାମାନ୍ୟ ପରିବର୍ତନ ହୋଇପାରେ। ଏହା ସତ୍ତ୍ୱେ ଥଣ୍ଡା ଜାରି ରହିବ। ବର୍ଷା…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କର ନାହିଁ, ଏକାଠି ହୁଅ: ସୌମ୍ୟରଞ୍ଜନ

‘ଚାଷୀକୁ ନେଇ ରାଜନୈତିକ ଚାଷ ନହେଉ’ ବରଗଡ଼/କଳାପାଣି : ରାଜ୍ୟରେ ଚାଷୀ ଓ ଚାଷର ସମସ୍ୟା ସମାଧାନ ପାଇଁ ଆଖିଦୃଶିଆ ନୀତିଟିଏ କାର୍ଯ୍ୟକାରୀ ନହେବା ଦୁର୍ଭାଗ୍ୟର କଥା। ଗୋଟିଏ ହିସାବରେ ଚାଷୀ ହିଁ ସର୍ବାଧିକ ପୀଡ଼ିତ। ବ୍ୟବସ୍ଥାଗତ ତ୍ରୁଟି ସହ ଅନ୍ୟ କାରଣରୁ ଚାଷୀର ଉନ୍ନତି ବଦଳରେ ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨୩କୁ ଘୁଞ୍ଚିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ୨୦୧୭, ନଭେମ୍ବର ୨୩ରେ କରାଯିବ। ଆଜି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଜାମିନ ଆବେଦନର…
ଅଧିକ ଖବର ଦେଖନ୍ତୁ...

ବାରୁଦ ନିଆଁରେ ୪ ଶିଶୁ ଗୁରୁତର

ଚଣ୍ଡିଖୋଲ : ବାରୁଦରେ ନିଆଁ ଲଗାଉଥିବା ବେଳେ ପୋଡ଼ିଯାଇ ୪ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ କଳାଶ୍ରୀ…
ଅଧିକ ଖବର ଦେଖନ୍ତୁ...