ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଜିଏସ୍‌ଟି ଆଳ : ୬ ମାସ ହେଲା ଅଟକିଛି ୨୯ କୋଟିର କାମ

କଟକ : କଟକ ମହାନଗର ନିଗମର ପ୍ରତ୍ୟେକ ଓ୍ଵାର୍ଡରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ଗଲା ୬ ମାସ ହେଲା ଅଟକି ରହିଛି। ଅର୍ଥାତ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ମୋଟ ୫୯ଟି ଓ୍ଵାର୍ଡ ପାଇଁ ଆସିଥିବା ୨୯ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗ ହୋଇପାରୁ ନାହିଁ। ଗଲା ୬ ମାସ…
ଅଧିକ ଖବର ଦେଖନ୍ତୁ...

ବିଜୁ ଶ୍ରମିକ ସାମ୍ମୁଖ୍ୟର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବିଜେଡି ଶ୍ରମିକ ସାମ୍ମୁଖ୍ୟର ଲୋଗୋ ଉନ୍ମୋଚନ କରିଛନ୍ତି। ଆସନ୍ତାକାଲି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ଅବସରରେ ଏହି ଲୋଗୋ ଉନ୍ମୋଚିତ ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରାଣ ହରାଇଲେ ଅସହାୟ ବୃଦ୍ଧ : ୨୦ ଘଣ୍ଟା ପଡ଼ିରହିଲା ଶବ

କେନ୍ଦ୍ରାପଡା : ସରକାରୀ ଯୋଜନାରୁ ବଞ୍ଚତ ଥିଲେ। ଚିକିତ୍ସା ପାଇଁ ବି ପଇସା ପାଉନଥିଲେ। ଏପରି ଅବସ୍ଥାରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକମାନେ ଏହାକୁ ଅନାହାର ମୃତ୍ୟୁର ଆଖ୍ୟା ଦେଇଛନ୍ତି। ଏହାର ପ୍ରତିବାଦରେ ବୃଦ୍ଧଙ୍କ ମୃତଦେହକୁ ରଖି ଆନ୍ଦୋଳନ କରିଥିଲେ। ପାଖାପାଖି ୨୦ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟି ୨ ଘଣ୍ଟା କାଳ ପଚରାଉଚରା କଲା କ୍ରାଇମବ୍ରାଞ୍ଚ ଟିମ୍‌

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା। ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛିନ୍ତି କ୍ରାଇମବ୍ରାଞ୍ଚ ଟିମ୍‌। ପୀଡିତାଙ୍କ ମା, ଖୁଡ଼ୀ ଓ ୨ ଭାଇଙ୍କୁ ଭେଟିଛନ୍ତି କ୍ରାଇମବ୍ରାଞ୍ଚ ଟିମ। ୨ ଘଂଟା କାଳ ନିବୁଜ କୋଠରୀ ମଧ୍ୟରେ ଜଣକୁ ଜଣକୁ ପଚାଉଚରା କରିଛି ଟିମ। ଘଟଣା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଦେଶ: ଭେଙ୍କିଆ ନାଇଡୁ

ଭୁବନେଶ୍ୱର: ଓଡ଼ିଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେଶ। ମୋତେ ଓଡ଼ିଶା ଭଲ ଲାଗେ ବୋଲି ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶନିବାର କହିଛନ୍ତି। କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି(କିଟ୍‌) ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭେଙ୍କିଆ ନାଇଡୁ ମା,…
ଅଧିକ ଖବର ଦେଖନ୍ତୁ...

୧୩ରୁ ବର୍ଷା: ଚାଷୀମାନଙ୍କ ଲାଗି ଉପଦେଶାବଳୀ ଜାରି କଲା ଓୟୁଏଟି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୧୩ ତାରିଖରୁ ୧୮ ତାରିଖ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷାର ଆଶଙ୍କା ରହିଛି। ତେଣୁ ଧାନରେ ପାଚିଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ରଖିବା ପାଇଁ  ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଉପଦେଶାବଳୀ ଜାରି କରାଯାଇଛି। ସେହିପରି ଯେଉଁ ଧାନ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା:ଚକଡ଼ା ପୋକ, ଫସଲ ନଷ୍ଟ ସ୍ଥିତିର ସରଜମିନ ଅନୁଧ୍ୟାନ କଲା ବିଜେପି କେନ୍ଦ୍ରୀୟ ଟିମ୍‌

ନୂଆପଡ଼ା: ରାଜ୍ୟରେ ଦେଖାଦେଇଥିବା ଚକଡ଼ା ପୋକ ଜନିତ ଫସଲ ହାନୀରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଓ ଫସଲ କିଆରିରେ ନିଆଁ ଲଗାଇ ଦେବା ଭଳି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବିବ୍ରତ କରିଛି। ଏପରି ସ୍ଥିତିରେ ଆଜି ଭାରତୀୟ ଜନତା ପାର୍ଟିର ଏକ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ମନ୍ତ୍ରୀ ଉଷା ଦେବୀଙ୍କ ୨୫ ହଜାର ଟଙ୍କା ସହିତ ଭ୍ୟାନିଟ୍‌ ଚୋରି

ଭୁବନେଶ୍ୱର: ଗତକାଲି ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ କଣ୍ଟାବାଞ୍ଜି ଯାଉଥିବା ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟ ବ୍ୟାଗ, ଲଗେଜ, ମୋବାଇଲ ଫୋନ ଚୋରି ହୋଇଯାଇଛି। ଏ ନେଇ ମନ୍ତ୍ରୀ ଉଷା ଦେବୀ ଜିଆରପି ଥାନାରେ ଏତଲା ଦେଇଛନ୍ତି। ଭ୍ୟାନିଟ୍‌ ବ୍ୟାଗ୍‌ରେ ୨୫ ହଜାର ଟଙ୍କା ଥିଲା।
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସଂଧ୍ୟାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ସେ ଦିଲ୍ଲୀରୁ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ରାଜ୍ୟପାଳ ଏସ୍‌ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ତଟ ସୁରକ୍ଷା ପାଇଁ ‘ସାଗର କବଚ’

ଭୁବନେଶ୍ୱର: ଉପକୂଳର ସୁରକ୍ଷା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ମିଳିତ ଭାବେ ଉଦ୍ୟମ କରିବେ। ସମୁଦ୍ର ପଟୁ ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ଦୁଇ ରାଜ୍ୟ ସମୁଦ୍ର ଭିତରେ ମିଳିତ ଭାବେ ମକ୍‌ ଡ୍ରିଲ୍‌ କରିବେ। ଏହାର ନାମ ରହିଛି ‘ସାଗର କବଚ’। ଆଜି ସଚିବାଳୟରେ ଏ ନେଇ ଏକ…
ଅଧିକ ଖବର ଦେଖନ୍ତୁ...