ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଫୁଲୁଛି ବୁଢ଼ାବଳଙ୍ଗ, ଜମ୍ଭୀରା : ଉଦଳାକୁ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା : ଲଘୁଚାପ ଜନିତ ଲଗାଣ ବର୍ଷା ସାରା ମୟୂରଭଂଜ ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଦୁଇଦିନ ଧରି ବର୍ଷା ଲାଗି ରହିଛି। ଶିମିଳିପାଳ ଜଙ୍ଗଲରେ ସର୍ବାଧିକ ବର୍ଷା ହେବା ଯୋଗୁଁ ତଳମୁଣ୍ଡରେ ବୁଢ଼ାବଳଙ୍ଗ, ସୋନ୍‌, ଜଂଭିରା, ଗଙ୍ଗାହାର ଆଦି ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ଏଣେ…
ଅଧିକ ଖବର ଦେଖନ୍ତୁ...

ଆଈର ଶବକୁ କାନ୍ଧରେ ବୋହି ନେଲେ ନାତି

ବଘିଆପଡ଼ା: ବାସନ୍ଦ ଆଳ ଦେଖାଇ ଜାତି ସମାଜ ଆସିଲେନି। ଘର ଡିହ ବିବାଦ ଯୋଗୁଁ ପୁଅ ବି ଆସିଲେନି। ଦୁଇଦିନ ଶବ ପଡ଼ି ରହିବା ପରେ ନାତି ଅର୍ଥାତ୍‌ ଝିଅର ପୁଅ ଆଈଙ୍କ ଶବକୁ ଏକା କାନ୍ଧେଇ ନେଇ ସତ୍କାର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତର ବଘିଆପଡ଼ାରେ। ଏହି…
ଅଧିକ ଖବର ଦେଖନ୍ତୁ...

ବେଆଇନ ଦାଦନ ଚାଲାଣ: ଶିଶୁ ସହ ୩୦୨ ଶ୍ରମିକ କଣ୍ଟାବାଞ୍ଜିରୁ ଉଦ୍ଧାର

ବଲାଙ୍ଗୀର/କଣ୍ଟାବାଞ୍ଜି: ‘ପୁତା, ଚାଷ୍‌ବାସ୍‌ କିଛି ନାଇଁ। କାମ୍‌ କବାର୍‌ ବି ତ ନାଇଁ ମିଲ୍‌ବାର୍‌ ଦେଖୁଛ। ମର୍‌ଡ଼ି ହେଲା। ଖେତେ ଧାନ୍‌ ନାଇଁ। କା’ଣା କର୍‌ମୁଁ କହ। ହେତିର୍‌ ଲାଗି ରାଏଜ୍‌ ବାହାର୍‌କେ ଗଲେ ଭୁତିଦୁଖ କର୍‌ମୁ, ଇଟା ଗଢ଼୍‍ମୁ ବଲି ହେଟା ଯାଉଥିଲୁଁ। ପୁଲିସ୍‌ ବାଲେ…
ଅଧିକ ଖବର ଦେଖନ୍ତୁ...

ସାତଭାୟାରେ ସମୁଦ୍ର କୂଳ ଲଘିଂଲା

ରାଜନଗର: ଲଘୁଚାପ ଯୋଗୁ ବଙ୍ଗୋପସାଗର ଅଶାନ୍ତ ହୋଇଉଠିଛି। ଏହାର ପ୍ରଭାବରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ସାତଭାୟାଠାରେ ସମୁଦ୍ର କୂଳ ଲଘିଂଛି। ସାତଭାୟାର କିଛି ଅଞ୍ଚଳରେ ସମୁଦ୍ର ଜଳ ପ୍ରବେଶ କରିଛି। ପାଖାପାଖି ୧୦୦ ଏକର ଜମିରେ ପାଣି ଜମି ରହିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରେ ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା!

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାୟକ ପଦ ପାଇଁ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଯାଇଛି। ଆସନ୍ତା ସପ୍ତାହରେ ନିର୍ବାଚନ ପାଇଁ ତାରିଖ ହୋଇ ପାରେ ବୋଲି…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ବର୍ଷା: ୮ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କଲେ ଏସ୍‌ଆରସି

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ବର୍ଷା ଲାଗିରହିବ। ଉପକୂଳ ୮ଟି ଜିଲ୍ଲାର ୨୫ ବ୍ଲକରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ସୂଚନା ଦେଇଛି। ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଘର ପାଇଁ ମିଳିବ ୨ଲକ୍ଷ, ଉପକୃତ ହେବେ ୨୨,୨୨୪ ହିତାଧିକାରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଣିକି ୨ଲକ୍ଷ ଟଙ୍କା ମିଳିବ। ଏଥି ପାଇଁ କେନ୍ଦ୍ର ସରକାର ଦେଢ଼ ଲକ୍ଷ ଟଙ୍କା ଦେବାକୁ ଥିବା ବେଳେ, ରାଜ୍ୟ ସରକାର ୫୦ ହଜାର ଟଙ୍କା ଦେବେ। ସଚିବାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ଉତ୍ତରପଶ୍ଚିମ ମୁହାଁ

ଭୁବନେଶ୍ୱର: ଉପକୂଳବର୍ତ୍ତୀ ଓଡ଼ିଶାରେ ଲଘୁଚାପ ଘନିଭୂତ ହୋଇ କ୍ରମଶଃ ଉତ୍ତର ଆଡ଼କୁ ଗତି କରୁଥିବାର ସୂଚନା ଦେଇଛି। ଶୁକ୍ରବାର ପୂର୍ବାହ୍ନ ସାଢ଼େ ଆଠଟା ସୁଦ୍ଧା ଚାନ୍ଦବାଲି ଠାରୁ ୩୫ କିଲୋମିଟର ଦୂର ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହି ଲଘୁଚାପ କିଛି ସମୟ ଧରି ଉତ୍ତର ଆଡ଼କୁ…
ଅଧିକ ଖବର ଦେଖନ୍ତୁ...

ଟ୍ଵିନ୍‌ ସିଟିରେ ଜଳ ପରୀକ୍ଷଣ ଲାବୋରୋଟୋରି ଏବଂ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱରର ପଳାଶୁଣିଠାରେ ଥିବା ନ୍ୟୁ କ୍ୟାପିଟାଲ୍‌ ଓ୍ଵାଟର ଓ୍ଵାର୍କସ୍‌ଠାରେ ୬୬କୋଟି ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କଟକ ଯାଇ ଜବାହାର୍‌ଲାଲ୍‌ ନେହେରୁ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲିୟମ୍‌ ମନ୍ତ୍ରୀ ଭୁବନେଶ୍ୱରରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ : ପାଇପ୍‌ ଯୋଗେ ଘରକୁ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲ୍‌କୋ ନଗରରେ ୨୫୫ଟି ଘରକୁ ପାଇପ୍‌ ଲାଇନ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଗଲା। ଶୁକ୍ରବାର କେନ୍ଦ୍ର ପେଟ୍ରେଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଯୋଜନା ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି…
ଅଧିକ ଖବର ଦେଖନ୍ତୁ...