ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଜିଲ୍ଲାବ୍ୟାପୀ ଶିଶୁ ଦିବସ ପାଳିତ: ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିଲେ… ଶପଥ ନେଲେ

ଖୋର୍ଧା: ଖୋର୍ଧା ଜିଲ୍ଲା ବ୍ୟାପୀ ବିଭିନ୍ନ ବ୍ଲକରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀ ଅବସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ…
ଅଧିକ ଖବର ଦେଖନ୍ତୁ...

ମୁଗମଣ୍ଡାରେ ଆମ ଓଡ଼ିଶାର ରକ୍ତଦାନ ଶିବିର ୧୯ରେ

ବେଗୁନିଆ: ମୁଗମଣ୍ଡାସ୍ଥିତ ଘନଶ୍ୟାମ କଳ୍ପତରୁ ଶାନ୍ତି ଆଶ୍ରମ ପରିସରରେ ଥିବା ଦେବଗୁରୁ ଆଦର୍ଶ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅବସରରେ ଆସନ୍ତା ୧୯ତାରିଖ (ରବିବାର)ରେ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟର ପ୍ରଧାନ ଗୁରୁଜୀ କିଶୋର ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ଗଡ଼ିଲା ପୋଷ୍ୟ ସନ୍ତାନ ସଚେତନତା ରଥ

ଖୋର୍ଧା: ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ଶିଶୁ ଦିବସଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ଦେଶ ସାରା ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଖୋର୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳକୁ ପୋଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଜିଲ୍ଲା ଶିଶୁ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ବାଣପୁର ଓକିଲ ସଂଘର ବାର୍ଷିକ ଉତ୍ସବ

ବାଲୁଗାଁ: ବାଣପୁରସ୍ଥିତ ପଲଟଣ ପଡ଼ିଆରେ ଓକିଲ ସଂଘର ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ବୃନ୍ଦାବନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଣପୁର ସବ୍‌ଜଜ୍‌ ମାନ୍ୟବର ବିଚାରପତି ଶିବପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ବାଣପୁର ପ୍ରଥମଶ୍ରେଣୀ ମାନ୍ୟବର…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅଙ୍ଗନୱାଡି କର୍ମୀ ନିଯୁକ୍ତି ମାମଲାରେ ହାଇକେ।ର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୨୯ରେ ବଲାଙ୍ଗୀର ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ପୂର୍ବ ଆଦେଶ କାହିଁକି କାର୍ଯ୍ୟକାରୀ…
ଅଧିକ ଖବର ଦେଖନ୍ତୁ...

ରୋଗପୋକ ଆକ୍ରମଣ ନେଇ ବିଭ୍ରାନ୍ତିକର ପ୍ରଚାର କରାଯାଉଛି

ଭୁବନେଶ୍ୱର: ସରକାର ଠିକ୍‌ ସମୟରେ ପଦକ୍ଷେପ ନେଇ ନ ଥିବାରୁ ରୋଗପୋକ ଆକ୍ରମଣରେ ଫସଲ ନଷ୍ଟ ହେଲା ବୋଲି ଅଭିଯୋଗ ଉଠୁଛି। ଖୋଦ୍‌ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ବି ଏ ନେଇ ସରକାରଙ୍କ ବିଫଳତାକୁ ଇଙ୍ଗିତ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ କୃଷି ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀରେ ବୁଡ଼ି ୩ ମୃତ

ରାଉରକେଲା/ଲହୁଣୀପଡା: ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୩ ଜଣଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ବସି ସେଲ୍‌ଫି ଉଠାଉଥିବା ସମୟରେ ପାଣିରେ ବୁଡ଼ି ଯାଇ ଦୁଇ ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେ ପାନପୋଷ ଘାଟରେ ଗାଧୋଉଥିବା ଜଣେ ଯୁବକଙ୍କ ସଲିଳ ସମାଧି ଘଟିଛି। ଲହୁଣିପଡ଼ା ଓ ରଘୁନାଥପାଲି ପୁଲିସ ପୃଥକ ପୃଥକ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଛାତ୍ରୀ ଅସଦାଚରଣ ଘଟଣା: ୫ ଦିନ ପରେ ମଧ୍ୟ ପୁଲିସ ହାତ ଖାଲି

ମାଲକାନଗିରି: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା। ମାସେ ପରେ ବି ଏହି ମାମଲା ଥଣ୍ଡା ପଡ଼ି ନଥିବା ବେଳେ ମାଲକାନଗିରିରେ ବି ଜଣେ କଲେଜ ଛାତ୍ରୀଙ୍କୁ ଉଲଗ୍ନ କରାଯାଇ ଅସଦାଚରଣ କରାଯାଇଥିବା ଓ ତାଙ୍କ ଫଟୋ ଉଠାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରେଡିଓ ମୁସ୍କାନ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା

ଫୁଲବାଣୀ: ଫୁଲବାଣୀର କାମ କରୁଥିବା ବେତାର ସଂସ୍ଥା ରେଡ଼ିଓ ମୁସ୍କାନ୍‌ର ଚେୟାରମ୍ୟାନ ଧନେଶ୍ୱର ସାହୁଙ୍କ ନାଁରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ସଂଗିନ ଅଭିଯୋଗ ଆଣିଛନ୍ତି। ବିବାହ ପ୍ରଲୋଭନ ଦେଖାଇ ଶ୍ରୀ ସାହୁ ତାଙ୍କର ସର୍ବସ୍ୱ ଲୁଟିଥିବା ଓ ହତ୍ୟା ଧମକ ଦେଉଥିବା ଦର୍ଶାଇ…
ଅଧିକ ଖବର ଦେଖନ୍ତୁ...

‘ବିଜେପୁର ପାଇଁ ବିଜେଡି ଅନ୍ଧ’ 

ବରଗଡ଼: ଚକଡ଼ା ପୋକର ଭୟାବହତା ସଂପର୍କରେ ରାଜ୍ୟ ସରକାରଙ୍କୁ ଆଗୁଆ ସତର୍କ କରାଯାଇଥିଲା। କିନ୍ତୁ ଏହି ସତର୍କବାଣୀକୁ ବିଜେଡି ସରକାର ହାଲୁକା ଭାବେ ଗ୍ରହଣ କଲେ। ୨୦୧୫ ମସିହାରୁ ବରଗଡ଼ ଜିଲ୍ଲା ମରୁଡ଼ି ସହୁଛି। ଅନୁଗୁଳ ଜିଲ୍ଲାପାଳ ଋଣଚାପ ଯୋଗୁଁ ସେଠାକାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...