ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବାରିପଦା ବନଖଣ୍ଡରେ କମିଲେ ପକ୍ଷୀ, ଅଛନ୍ତି ୭୩ ପ୍ରଜାତିର ପକ୍ଷୀ

ବାରିପଦା: ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଗତବର୍ଷଠାରୁ ଚଳିତବର୍ଷ ପକ୍ଷୀସଂଖ୍ୟା କମ୍ ରହିଛି। ବନଖଣ୍ଡର ୭ଟି ରେଞ୍ଜରେ ୭୩ ପ୍ରଜାତିର ପକ୍ଷୀ ରହିଛନ୍ତି। ଚଳିତବର୍ଷ ୧୧ ହଜାର ୯୬୫ଟି ପକ୍ଷୀ ଥିବା ଗଣନାରୁ ଜଣାପଡ଼ିଛି। ସେଥିମଧ୍ୟରୁ ବାରିପଦା ରେଞ୍ଜରେ ସର୍ବାଧିକ ୫ ହଜାର…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ହେଲା ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଲୁଡ଼ଗୀ

ଜଳେଶ୍ୱର: ଜଣେ ମହିଳା ୭ ବର୍ଷ ହେଲା ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ତଥାପି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଆରୁହା ପଞ୍ଚାୟତର ୫୫ ବର୍ଷ ବୟସ୍କ ଲୁଡଗୀ ସିଂ। ଲୁଡଗୀ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ବାପା ଆରପାରିକୁ ଚାଲିଗଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ଯନ୍ତାରେ ଗୋଲାଗାଁ: ୫ବର୍ଷରେ ମଲେଣି ୩୦

ଯାଜପୁର: ଯାଜପୁର ଜିଲ୍ଲାର ଖଣି ଓ ଶିଳ୍ପାଞ୍ଚଳରେ ଭୟଙ୍କର ପ୍ରଦୂଷଣ ସ୍ଥିତି। ଜନବସତି ନିକଟରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ପାଇଁ ଲୋକେ ପ୍ରଦୂଷିତ ଜଳ ଓ ବାୟୁ ପ୍ରଭାବରେ କିଡ୍‌ନି, ଶ୍ବାସ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଜୀବନ ହରାଉଛନ୍ତି। ଦାନଗଦୀ ବ୍ଲକ୍‌ ଚାନ୍ଦିଆ ପଞ୍ଚାୟତ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭିଂ ଲାଇସେନ୍‌ସ ନବୀକରଣ ପାଇଁ ମିଳିବ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର

କଟକ: ଜାନୁଆରି ୨୬ ତାରିଖରୁ ଡିଏଲ୍‌ (ଡ୍ରାଇଭିଂ ଲାଇସେନ୍ସ) ବା ଏଲ୍‌ଏଲ୍‌(ଲର୍ଣ୍ଣର ଲାଇସେନ୍ସ) ପାଇଁ ଆବେଦନ ଅଥବା ଲାଇସେନ୍ସ ନବୀକରଣ ପାଇଁ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ। ପ୍ରଚଳିତ ନିୟମ ଅନୁସାରେ, ଏବେ ଆବେଦନକାରୀମାନେ ଏକ କାଗଜ…
ଅଧିକ ଖବର ଦେଖନ୍ତୁ...

କିଏ ଫେରାଇବେ ବୁଦୁଣୀଙ୍କ ୧୦ ବର୍ଷ! ଜେଲ୍‌ରୁ ନିର୍ଦ୍ଦୋଷରେ ମୁକ୍ତହେଲେ ୭୫ ବର୍ଷର ବୃଦ୍ଧା

ରାଉରକେଲା: ରାଉରକେଲା ସ୍ବତନ୍ତ୍ର କାରବାରରେ ୧୦ବର୍ଷ ଜେଲ୍‌ରେ ରହିବା ପରେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଜଣେ ୭୫ବର୍ଷୀୟା ବୃଦ୍ଧା। ‌ହେଲେ, ଜେଲ୍‌ରେ କାଟିଥିବା ଏହି ୧୦ବର୍ଷ କିଏ ତାଙ୍କୁ ଫେରାଇବେ, ତାହା ମାନବୀୟ ସମ୍ବେଦନଶୀଳ ପ୍ରଶ୍ନହୋଇ ଠିଆହୋଇଛି। ଏହି ବୃଦ୍ଧା ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର/ବାଦାମପାହାଡ଼: ରାଇରଙ୍ଗପୁରର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ୍ କୁମାର ଆଜି ଏକ ହତ୍ୟା ମାମଲାର ଶୁଣାଣି କରି ଜଣେ ଯୁବକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଅନାଦେୟ ୬ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖିଚିଂ: ସ୍କୁଲରେ ପରିଚାଳନାଗତ ଅବ୍ୟବସ୍ଥାକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧ​ରେ ବିଷୋଦଗାର କରିଛନ୍ତି ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତ ସାରୁବିଲ ଗ୍ରାମବାସୀ। ପ୍ରତିବାଦରେ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳିଗିରି ଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ବର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ରଂଜନ କୁମାର ସୁତାର ଆଜି ଦୋଷୀକୁ ୨୦ ବର୍ଷର ଜେଲ ଦଣ୍ଡ ସହ ୧୪ ହଜାର ଟଙ୍କାର ଜରିମାନା ଭରିବାକୁ ଆଦେଶ ଦେଇଛନ୍ତି। ଏଥିସହ ଜରିମାନା…
ଅଧିକ ଖବର ଦେଖନ୍ତୁ...

ସୁନାର ଫସଲକୁ ନାରଖାର କରୁଛନ୍ତି ମାଙ୍କଡ଼ପଲ

ବାଲିଆପାଳ: ବାଲିଆପାଳ ବ୍ଲକ୍‌ରେ ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସୁବର୍ଣ୍ଣରେଖା ନଦୀ ଅବବାହିକା ଏବଂ ବଙ୍ଗୋପସାଗର ଉପକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ବର୍ଷତମାମ ଚାଷୀମାନେ ବିଭିନ୍ନ ପ୍ରକାର ପନିପରିବା ସହ ମୁଗ, ବିରି, ଚିନାବାଦାମ ଚାଷ କରନ୍ତି। ହେଲେ ଗତ ୨ ବର୍ଷରୁ…
ଅଧିକ ଖବର ଦେଖନ୍ତୁ...

ବଣ୍ଡା ମହିଳାଙ୍କ ଦରମା ଟଙ୍କା ହଡ଼ପ: ପାଚିକା ଭାବେ କାର୍ଯ୍ୟ କରୁଥିଲେ, ଦରମା ମାଗିବାରୁ ଛଟେଇ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଜଣେ ନିରକ୍ଷର ବଣ୍ଡା ଜନଜାତିର ମହିଳା ସମାରୀ ବଡ଼ନାୟକ। ୬ବର୍ଷ ଧରି ସେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଇବା ଦେଇଥିଲେ। ହେଲେ, ଦରମା ମିଳିବା ବଦଳରେ ଟଙ୍କା ହଡ଼ପ କରାଯାଇଛି। ୭ମାସର ଛୁଆକୁ ଧରି ସମାରୀ ଆଜି ମାଲକାନଗିରି ଆସି ଜିଲ୍ଲା ପ୍ରଶାସନକୁ ନିଜ…
ଅଧିକ ଖବର ଦେଖନ୍ତୁ...