ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ସୁନାଚେନ୍‌ ଝାମ୍ପିନେଲେ

ବଡ଼ଚଣା : ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଇ ଚମ୍ପଟ ମାରିଛି ଦୁର୍ବୃତ୍ତ। ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର ମନୋରଞ୍ଜନ ପଟ୍ଟନାୟକଙ୍କ ଝିଅ ରୋଜାଲିନ ପଟ୍ଟନାୟକ ଆଜି ଏକ ସ୍କୁଟି ଯୋଗେ ତାଙ୍କ ଖୁଡ଼ୀଙ୍କ ସହ ଚଣ୍ଡିଖୋଲ ଆସିଥିଲେ। କାମ ସାରି ସେମାନେ ଘରକୁ ଫେରୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

୩୪ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ

ଯାଜପୁରସଦର/ବିଂଝାରପୁର: ଯାଜପୁର ଅବକାରୀ ବିଭାଗ ପକ୍ଷରୁ ବିଞ୍ଝାରପୁର ଥାନା ସୟଦପୁର ପଞ୍ଚାୟତ ନୁରମହଲା ଗ୍ରାମରେ ଚଢ଼ଉ କରି ଏସକେ ସମିମ୍‌କୁ ଗିରଫ କରାଯାଇଛି। ତା’ ପାଖରୁ ୩୪ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ୪୦ ହଜାର ଟଙ୍କା। ସେ ବହୁଦିନ ଧରି ଏ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ୍‌ରୁ ବନ୍ଧୁତା ଆରମ୍ଭ, ଠକେଇରେ ଶେଷ,୧୩ ଲକ୍ଷ ଠକିନେଲା ଅନଲାଇନ ଠକ

ସୁନ୍ଦରଗଡ଼: ପ୍ରଥମେ ସାମାଜିକ ଗଣମାଧ୍ୟମ ‘ଇନଷ୍ଟାଗ୍ରାମ୍‌’ରେ ବନ୍ଧୁତା ସ୍ଥାପନ କଲା ଅନଲାଇନ୍‌ ଠକ। ପରେ ଜନ୍ମଦିନର ଉପହାର ପଠାଇଥିବା କହିଥିଲା। ତେବେ ଉପହାର ଗ୍ରହଣ କରିବାକୁ ଅତ୍ୟାବଶ୍ୟକ ଟଙ୍କା ପୈଠ କରିବାକୁ କହି ୩ ଲକ୍ଷ ୧୩ ହଜାର ଟଙ୍କା ଠକିନେଇଛି। ସୁନ୍ଦରଗଡ଼ ଜିଲ୍ଲା ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ପାଟଣାଗଡ଼, ୨୫ା୧ (ଇମିସ): ଜଣେ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭି‌ଯୋଗରେ ପାଟଣାଗଡ଼ ଅଞ୍ଚଳର ଜଣାଶୁଣା ଆଦିବାସୀ ଯୁବନେତା ଗିରିରାଜ ଓରଫ ଗିରିଧାରୀ ଭୋଇଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଏବେ ଚର୍ଚ୍ଚାର ବି‌ଷୟ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା

କୋମନା: ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ପକ୍ଷରୁ କୋମନା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୭…
ଅଧିକ ଖବର ଦେଖନ୍ତୁ...

ଇଟାଭାଟିରୁ ନିର୍ଯାତନା ପାଇ ପଳାଇଆସିଲେ

ଟିଟିଲାଗଡ଼: ପେଟ ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ମାଲିକର ନିର୍ଯାତନ ସହି ନପାରି ଲୁଚିଛପି ଘରକୁ ଚାଲି ଆସିଥିଲେ। ଗାଁରେ ପହଞ୍ଚିବା ପରେ ସର୍ଦ୍ଦାରର ନାଲିଆଖି। ନିଜ ଘର ଛାଡ଼ି ପିଲାଛୁଆଙ୍କ ସହିତ ଅନ୍ୟତ୍ର ଲୁଚି ବୁଲୁଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଖଲିପତର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଚୋରାଚାଲାଣ ମାମଲା: ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌, ୧ ଲକ୍ଷ ଲେଖାଏଁ ଜରିମାନା

ବୌଦ୍ଧ: ଗଞ୍ଜେଇ ‌‌ଚୋରା ଚାଲାଣ ମାମଲାର ବିଚାର କରି ଜିଲ୍ଲା ଦୌରା ଜଜ୍‌ ବିକ୍ରମ ପ୍ରଧାନ ବୁଧବାର ରାୟ ଶୁଣାଇଛନ୍ତି। ତିନି ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ଅର୍ଥ ଦଣ୍ଡ ଅନାଦେୟ ହେଲେ ଜେଲ ଦଣ୍ଡ ଅଧିକ ଏକ ବର୍ଷ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍‌ ହକିର ସ୍ମୃତି ଉଜାଗର କଲେ ଅଶୋକ ଧ୍ୟାନଚାନ୍ଦ

ବରଗଡ଼: ସ୍ଥାନୀୟ ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜ୍‌ଠାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଅଶୋକ ଧ୍ୟାନଚାନ୍ଦଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ ବିଶ୍ବକପ୍‌ ହକିର ସ୍ମୃତି ଉଜାଗର କରିବା ସହ ନିଜ ପିତା ତଥା ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଜିଲ୍ଲାରେ ଆବାସ ଯୋଜନାର ସ୍ଥିତି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୩ ହଜାର ୫୨୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ତାଙ୍କୁ ଗୃହ ଆବଣ୍ଟନ କରାଯାଇ ସାରିଥିବା ଜଣାଯାଇଛି। ଚଳିତ ଆର୍ଥକ ବର୍ଷରେ ନୂଆଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହେଉଥିବା ବେଳେ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

କାୟାକଳ୍ପ ଟିମ୍‌ର ଲକ୍ଷ୍ମୀପୁର ଡାକ୍ତରଖାନା ପରିଦର୍ଶନ: ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଦେଖି ପ୍ରଶଂସା

ଲକ୍ଷ୍ମୀପୁର: ରାଜ୍ୟସରକାରଙ୍କ କାୟାକଳ୍ପ ବୁଧବାର ଆଜି ଲକ୍ଷ୍ମୀପୁର ଡାକ୍ତରଖାନା ପରିଦର୍ଶନ କରି ଫେରିଛନ୍ତି। ପ୍ରତିବର୍ଷ ଏହି ଟିମ୍ ଜିଲ୍ଲାର କିଛି ହାତଗଣତି ଡାକ୍ତରଖାନାକୁ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରୁଥିବା ବେଳେ ଚଳିତବର୍ଷ ଜିଲ୍ଲାର ପ୍ରାୟ ସମସ୍ତ ଡାକ୍ତରଖାନା ପରିଦର୍ଶନ…
ଅଧିକ ଖବର ଦେଖନ୍ତୁ...