ସ୍ପୋର୍ଟସ୍‌ କରାଟେ ଏକାଡେମି ଛାତ୍ରଛାତ୍ରୀଙ୍କ ଗୋଆ ଗସ୍ତ

କରଞ୍ଜିଆ ଗୋଲେଇ: ସ୍ପୋର୍ଟସ କରାଟେ ଏକାଡେମି, ମୟୂରଭଞ୍ଜର ଛାତ୍ରଛାତ୍ରୀ ଗୋଆସ୍ଥିତ ପେଡିମ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ୨୭ ଓ ୨୮ ଦୁଇଦିନ ହେବାକୁ ଥିବା ଅଲ୍‌ ଇଣ୍ଡିଆ କରାଟେ ଚାମ୍ପିଅନସିପ୍‌-୨୦୨୩ରେ ଭାଗ ନେବାକୁ ଗସ୍ତରେ ଯାଇଛନ୍ତି।

ଏହି ୧୧ ଜଣିଆ ଟିମ୍‌ରେ କୋଚ୍‌ ଆଶିଷ ରଞ୍ଜନ ମହାନ୍ତ, ଅଫିସିଆଲ ଉମାବତୀ ପାତ୍ର ଓ ଗୌରଚନ୍ଦ୍ର ମହାନ୍ତ ଓ ମ୍ୟାନେଜର ପ୍ରମୁଖ ସାମିଲ ଅଛନ୍ତି ବୋଲି କୋଚ ଆଶିଷ ରଞ୍ଜନ ମହାନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର