ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ବାଲିଗାଡ଼ି ତଳେ ଗଲା ଛାତ୍ରଙ୍କ ଜୀବନ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗ୍ରାମ ଡଉଁରି ନାଳ ପୋଲଠାରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ସନ୍ଥପୁର ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ଶୁଭମ (୧୩) ବୋଲି ଜଣାପଡ଼ିଛି। ବାଲି ବୋଝେଇ ଟିପର୍‌ ତଳେ ଚାପି ହୋଇ ତାଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବାଲି ବୋଝେଇ ଟିପର ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ବାଲି ବୋଝେଇ ଟିପର ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ନାବାଳକ ସନ୍ଥପୁର ଗ୍ରାମ ନିବାସୀ ଚନ୍ଦନ ବେହେରାଙ୍କ ପୁଅ ଶୁଭମ ବେହେରା (୧୩)। ସେ ସନ୍ଥପୁର…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା ଟିପ୍ପର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର - ବଜୁରିଆ ରାସ୍ତାର ଡଉଁରି ନାଳ ପୋଲ ଠାରେ ୩୦ତାରିଖ ପୂର୍ବାହ୍ନ ୯ଟା ବେଳେ ଏକ ବାଲି ବୋଝେଇ ଟିପ୍ପର ପୋଲ ଉପରେ ଠିଆହୋଇ ଥିବା ପିଲାମାନଙ୍କୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଟିପ୍ପର ତଳେ କିଛି ପିଲା ଚାପି ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ରାମିଆଳ ନଦୀରେ ଥିବା ସାପୁଆକୁ ଆସିଥିବା ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୋମବାର ୯ଟାରେ ମହୁମାଛି ଆକ୍ରମଣ କରିଥିବାର ଖବର ମିଳିଛି। ଏବେ ସେଠାରେ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କାମାକ୍ଷାନଗରରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ, ଡାକ୍ତରଖାନାରେ ଭର୍ତ୍ତି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଖୁଣ୍ଟାପଶି ଗୁଣ୍ଡିଚାନାଳି ଜଙ୍ଗଲ ନିକଟରେ ସୋମବାର ଭୋର ୫ଟାରେ ପୁଲିସ ଉପରକୁ ପାଲଟା ଗୁଳିକରି ଗୁଳି ଖାଇଲା କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ। ବହୁ ଅପରାଧିକ ମାମଲାରେ ଜଡ଼ିତ ଥିବା ସୁବାସ ଖୁଣ୍ଟିଆକୁ କାମାକ୍ଷାନଗର ପୁଲିସ ଖୋଜୁଥିବା ବେଳେ ଟେର…
ଅଧିକ ଖବର ଦେଖନ୍ତୁ...

୮୫ ବର୍ଷୀୟ ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲା ଝିଅ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡ଼ା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ତାଙ୍କର ୮୫ବର୍ଷୀୟ ମା’ଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଦୁର୍ଗାବତୀ ଦାସ( ୮୫)। ଅଭିଯୁକ୍ତା ଆଶାଲତା ଦାସ(୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ବାଇପାସରେ ଅଘଟଣ: ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଢେଙ୍କାନାଳ: ଆଜି ଦିନ ୧୨ଟା ୧୦ ମିନିଟ ସମୟରେ ଢେଙ୍କାନାଳ ବାଇପାସରେ ଏକ ବସରେ ନିଆଁ ଲାଗିଯାଇଥିଲା। ଏହାଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଥିଲା। ତେବେ ଏହି ଅଘଟଣରୁ ଅଳ୍ପରେ ବର୍ତ୍ତିଯାଇଛନ୍ତି ଯାତ୍ରୀ। ଜାତୀୟ ରାଜପଥ-୫୫ର ଆନନ୍ଦନଗର ନିକଟରେ ଜଳିଯାଇଥିବା  ବସ୍‌ଟି ତାଳଚେରରୁ ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ପରକୀୟା  ପ୍ରୀତି ସନ୍ଦେହରେ ଛୁରାମାଡ଼, ଯୁବକ ଗୁରୁତର

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମରେ ଆଜି ସକାଳ ପ୍ରାୟ ସାତଟା ବେଳେ ହରିଜନ ସାହିର ଶିବ ନାଏକ ସେହି ସାହିର ଶତ୍ରୁଘ୍ନ ନାଏକଙ୍କ ପୁଅ ମାଗୁଣୀ ନାଏକ (୩୨)କୁ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ମାଗୁଣୀଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାର ଜଳିଗଲା

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡାନାଲି ବାଲିପସି ବନ୍ଧ ପାଖରେ ଏକ ଚଳନ୍ତା କାର ଅନୁମାନିକ ସମୟ ପୂର୍ବାହ୍ନ ୯.୪୦ ବେଳେ ଜଳି ଯାଇଛି। ତୋରଡ଼ାନାଳୀ ଗାଁର ପବନା ରଣାଙ୍କ କାରରେ ହଠାତ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ ପବନାଙ୍କ ଝିଆରୀ ଜ୍ବାଇଁ ଗାଡି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ବିଧାନସଭା: ପ୍ରବୀଣ-ନବୀନ ଲଢ଼େଇ

ଢେଙ୍କାନାଳ: ଢେଙ୍କାନାଳ ବିଧାନସଭା ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଧାୟକ ସୁଧୀର କୁମାର ସାମଲଙ୍କ ଉପରେ ଆସ୍ଥା ରଖି ବିଜେଡି ପୁଣି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ଲଗାତାର ୪ଟି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା…
ଅଧିକ ଖବର ଦେଖନ୍ତୁ...