ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଉଦ୍ୟାନ କୃଷି ବିଭାଗ ବଗିଚାରେ ନିଆଁ, ପୋଡ଼ିଗଲା ୨ ଶହ ଗଛ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେବାରୁ ବଗିଚାକୁ ନିଆଁ ବ୍ୟାପିଯାଇଥିଲା। ସେଠାରେ କାମ କରୁଥିବା ଲୋକଙ୍କଠାରୁ ଖବର ପାଇ କୋକସରା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା…
ଅଧିକ ଖବର ଦେଖନ୍ତୁ...

ଡକାୟତି ଘଟଣାରେ ସମ୍ପୃକ୍ତ ବାରଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ…

ଧର୍ମଗଡ: ୨୦୨୨ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ଖଇରପଦର ଗ୍ରାମରେ ବାସ କରୁଥିବା ପଦ୍ମଲୋଚନ ଆଚାର୍ଯ୍ୟଙ୍କ ଘରେ ଡକାୟତମାନେ ପଶି ୧ଲକ୍ଷ ୪୪ ହଜାର ଟଙ୍କା ଓ ତିନି ତୋଳା ସୁନା ଅଳଙ୍କାର ଡକାୟତି କରିନେଇ ଯାଇଥିବା ଧର୍ମଗଡ଼ ଥାନାରେ ଗତ ୨୦୨୨ ମସିହା ମେ ମାସ ୨ ତାରିଖରେ ଗୃହକର୍ତ୍ତା ଲିଖିତ…
ଅଧିକ ଖବର ଦେଖନ୍ତୁ...

ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ ଲାଞ୍ଜିଗଡ଼

ଲାଞ୍ଜିଗଡ଼: ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ ସମ୍ପତ୍ତିର କାର୍ୟ୍ୟ ଦକ୍ଷତା ମାପ ଦଣ୍ଡ ଉପରେ ନଜର…
ଅଧିକ ଖବର ଦେଖନ୍ତୁ...

ନିଆଁ ଆଁ’ରେ ଶହଶହ ହେକ୍ଟର ଜଙ୍ଗଲ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁ ଥିବା ଦୃଶ୍ୟମାନ ଦେଖିବାକୁ ମିଳୁଛି। ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲମାନଙ୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନିଆଁ। ନିଆଁର ଆଁରେ ଜଳି ଯାଉଛି ହେକ୍ଟର ହେକ୍ଟର ଜାଗାର ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସାଢ଼େ ୪କୋଟି ଲୋକ ହେଉଛନ୍ତି ନବୀନଙ୍କ ପରିବାରର ସଦସ୍ୟ: ଭି‌ କେ ପାଣ୍ଡିଆନ୍

ରୁପ୍ରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ନିଜର ପରିବାରର ସଦସ୍ୟ ଭାବରେ ଦେଖନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ଯୋରାଡୁବରା ଠାରେ ଆୟୋଜିତ ଜନସଭାରେ ବିଜେଡି ନେତା ଭ‌ି.କେ ପାଣ୍ଡିଆନ୍‌ ଶନିବାର ଦିନ ଏହା କହିଛନ୍ତି। ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଲେ ପୂର୍ବତନ ସରକାରୀ ଓକିଲ ଦିନେଶ ଶର୍ମା

ଧର୍ମଗଡ଼: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ନେତାମାନେ ଦଳ ବଦଳ କରୁଛନ୍ତି। ଗୁରୁବାର ବିଜୁ ଜନତା ଦଳ ଛାଡ଼ି ପଦ୍ମ ଧରିଛନ୍ତି ଧର୍ମଗଡ଼ର ପୂର୍ବତନ ସରକାରୀ ଓକିଲ ଦିନେଶ କୁମାର ଶର୍ମା। ଶ୍ରୀ ଶର୍ମା ୨୦୧୨ ମସିହାରୁ ୨୦୨୩…
ଅଧିକ ଖବର ଦେଖନ୍ତୁ...

ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ ପାଇଁ ବାୟୋମାସ୍‌ ବ୍ୟବହାର କଲା ବେଦାନ୍ତ ଆଲୁମିନିୟମ୍

ଭୁବନେଶ୍ବର: ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ କଂପାନି ‘ବେଦାନ୍ତ ଆଲୁମିନିୟମ’ ବିଦ୍ୟୁତ୍ ଉତ୍ପାଦନ ପାଇଁ ବାୟୋମାସ୍ ବ୍ରିକେଟ୍ ନିୟୋଜନ ସହିତ ଇନ୍ଧନ ମିଶ୍ରଣକୁ ଅଧିକ ସ୍ଥାୟୀ କରିଛି। କମ୍ପାନି ବର୍ତମାନ ଓଡିଶାର ଲାଂଜିଗଡ଼ସ୍ଥିତ ବିଶ୍ୱ ସ୍ତରୀୟ ଆଲୁମିନା ରିଫାଇନାରିରେ ପ୍ରତିଦିନ ୨୦…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ରାବଣଗୁଡ଼ା ଗାଁର ନୀଳାମ୍ବର ଚିଲାଗୁଣ (୨୩)କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଏହି ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମର ଶିକାର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କର୍ଲାଖୁଣ୍ଟା ଗାଁର ରମଣ ଡୁଙ୍ଗୁରିଙ୍କ ସ୍ତ୍ରୀ ହେମଲତା ଡୁଙ୍ଗୁରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ହେମଲତାଙ୍କ ବାପଘର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। କର୍ଲାଖୁଣ୍ଟାର…
ଅଧିକ ଖବର ଦେଖନ୍ତୁ...