ଅନୁସନ୍ଧାନ କରୁଥିବା ବର୍ଗ
କଳାହାଣ୍ଡି
ଜିଲ୍ଲା ମୁଖ୍ୟ କାରାଗାରରୁ ୨ କଏଦୀ ଫେରାର
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି। ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନର୍ଲା ନିର୍ବାଚନ ମଣ୍ଡଳୀ: ବିଜେଡିରୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପାଇଁ ଜୋର୍ ଧରିଲା ଦାବି
ରୁପ୍ରା: କଳାହାଣ୍ଡି ଲୋକସଭା କ୍ଷେତ୍ର ଅଧୀନ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଗୁରୁତ୍ବପୂର୍ଣ୍ଣ ଆସନ ଭାବରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନର ପରାଜିତ ପ୍ରାର୍ଥୀ ଅନିରୁଦ୍ଧ ପଧାନଙ୍କୁ ଟିକେଟ୍ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୪ଟି ପଞ୍ଚାୟତବାସୀଙ୍କ ଚେତାବନୀ: ଇଣ୍ଟରନେଟ୍ ନାହିଁ ତ ଭୋଟ୍ ନାହିଁ
ଲାଞ୍ଜିଗଡ଼: ଆଜିବି ଲାଞ୍ଜିଗଡ଼ ବ୍ଲକ୍ର ଅନେକ ସ୍ଥାନରେ ମୋବାଇଲ୍ ନେଟ୍ୱାର୍କ ଓ ଇଣ୍ଟରନେଟ ସେବା ଉପଲବ୍ଧ ହେଉ ନାହିଁ। ଲୋକେ ଫୋନ୍ କଲ୍ କରିପାରୁ ନାହାନ୍ତି। ବ୍ଲକ୍ର ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିବାହାଳି, ଦେହେଡ଼ା ଓ କାନକୁଟୁରୁ ପଞ୍ଚାୟତର ମଟକେରା, ମୁସ୍କୁଟି, ବଚକା,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କଳାହାଣ୍ଡି ଜଙ୍ଗଲରୁ ଲୋପପାଉଛି ବାଘ ବଂଶ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦ୍ରୁତଗତିରେ ଜଙ୍ଗଲ କ୍ଷୟ ହେଉଥିବା ଯୋଗୁଁ ବାଘ ବଂଶ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ଓ ଶିକାର ଯୋଗୁ ବାଘବଂଶ ଲୋପ ପାଉଥିବା ପରିବେଶବିତ୍ ମତ ରଖିଛନ୍ତି।
ବନବିଭାଗ ପକ୍ଷରୁ କରାଯାଇଥିବା ବ୍ୟାଘ୍ର ଗଣନାରେ ଉତ୍ତର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କଳାହାଣ୍ଡି ଲୋକସଭା: ଯାଦବ କାର୍ଡ ଖେଳିଲା ବିଜେଡି
ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ କାର୍ଡ ଖେଳିଛି। ଅନ୍ୟପକ୍ଷରେ, ଭବାନୀପାଟଣା, ଜୁନାଗଡ଼, ଲାଞ୍ଜିଗଡ଼, ଧର୍ମଗଡ଼ ଏବଂ ନୂଆପଡ଼ା ବିଧାନସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଟିକେଟରୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ହୋଲିରେ ଅଘଟଣ: ରାସ୍ତାକଡ଼ରେ ଥିବା ଗଛରେ ବାଇକ୍କୁ ପିଟି ଜୀବନ ହରାଇଲେ ୨ ଜଣ
ରୁପ୍ରା: ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ: ୫-ଟି’ ରୂପାନ୍ତରଣ କାମର ବିଲ ପାଇଁ ଲାଞ୍ଚ ନେଉଥିଲେ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଗୁରୁବାର ଜଣେ ଠିକାଦାରଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଅଦିନିଆ ବର୍ଷାରେ ବେହାଲ କଳାହାଣ୍ଡି ଚାଷୀ: ୩୦ରୁ ୪୦ ପ୍ରତିଶତ ପିଆଜ ଚାଷ ନଷ୍ଟ ଆଶଙ୍କା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୨ ଦିନ ଧରି ଅଦିନିଆ ବର୍ଷା ଯୋଗୁଁ କଳାହାଣ୍ଡି ଚାଷୀ ବେହାଲ ହୋଇ ପଡ଼ିଛନ୍ତି। ଡାଲି ଜାତୀୟ ଶସ୍ୟ, ପନିପରିବା ଓ ପିଆଜ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ ପିଆଜ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଆଶଙ୍କା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସରୁନି ଦାଦନ ଶ୍ରମିକଙ୍କ ସମସ୍ୟା: ଗୋଟିଏ ଦିନରେ ୨ଦାଦନ ଶ୍ରମିକଙ୍କ ମୃତ୍ୟୁ
ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସମସ୍ୟା ବଢ଼ି ଚାଲିଛି। ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ଅଞ୍ଚଳ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଅଞ୍ଚଳ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଶ୍ରମ ବିଭାଗ ସ୍ଥାଣୁ ପାଲଟି ଯାଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଯୁଗସାଇପାଟଣା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଶିବିର ଠାବ: ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ସାମଗ୍ରୀ ଜବତ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଗୁଣ୍ଡରି ଓ ଯୁଗସାଇପାଟଣା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ନେଇ ପୁଲିସ ସୂଚନା ପାଇଥିଲା। ସୂଚନା ପାଇବା ପରେ ଏସ୍ପି ଅଭିଳାଷ ଜି. ଓ ସିଆର୍ପିଏଫ୍ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ବରେ ଗତ ୧୪ ତାରିଖରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...