ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ରଣପୁର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସୁରମା ପାଢ଼ୀ

ରଣପୁର: ରଣପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ନାମାଙ୍କନ ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ତଥା ନୟାଗଡ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ବଳଙ୍କ ନିକଟରେ ସେ ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ…
ଅଧିକ ଖବର ଦେଖନ୍ତୁ...

ଅପ୍‌ଟିକ୍‌ ଫାଇବର୍‌ ବିଛାଇବା ନାଁରେ ଘରୋଇ ସଂସ୍ଥାର ମନମାନି: ଖାଲଖମା ଯୋଗୁ ପଥଚାରୀ କଲବଲ

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବିଭିନ୍ନ ସ୍ଥାନରେ ଘରୋଇ ସଂସ୍ଥା ପକ୍ଷରୁ ଅପ୍‌ଟିକ୍‌ ଫାଇବର୍‌ ବିଛା ଚାଲିଥିବା ବେଳେ ରାସ୍ତା ପର୍ଶ୍ବରେ ବିରାଟ ବିରାଟ ଖାଲ ଖୋଳି ଛାଡ଼ିଦିଆଯାଉଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା କଡ଼ରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଏଭଳି କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

କାମରେ ଆସୁନି ସୁନାମୁହିଁ ଭେଣ୍ଡିଂ ଜୋନ୍‌: ପାଣିରେ ପଡ଼ିଛି ଲକ୍ଷାଧିକ ଟଙ୍କା

ଖଣ୍ଡପଡ଼ା: ସରକାରୀ ଅଧିକାରୀଙ୍କ ଦୂରଦର୍ଶିତା ଅଭାବରୁ କିଭଳି ଲକ୍ଷ ଲକ୍ଷ ଟଙ୍କା ବର୍‌ବାଦ ହୁଏ ତାହା ଖଣ୍ଡପଡ଼ା ଏନ୍‌ଏସିରେ ଦେଖିବାକୁ ମିଳିଛି। ସହରାଞ୍ଚଳ ଅଧୀନ ସୁନାମୁହିଁ ଭେଣ୍ଡିଂ ଜୋନ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୬ ମାସ ତଳେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ…
ଅଧିକ ଖବର ଦେଖନ୍ତୁ...

ବାଜିଲା ନିର୍ବାଚନୀ ଛାଟ: ଅଙ୍ଗନବାଡ଼ି ସହାୟିକା ନିଲମ୍ବିତ

ଓଡ଼ଗାଁ: ବିଜେପି ରାଲିରେ ଅଙ୍ଗନବାଡ଼ି ସହାୟିକା ଯୋଗ ଦେଇ ଫସିଛନ୍ତି। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲାପାଳ କଠୋର ହୋଇ ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ଚଳିତ ମାସ ୧୯ ତାରିଖରେ ବିଜେପି ଓଡ଼ଗାଁ ଥାନା ଘେରଉ କରି ଗିରିଡ଼ିପଲ୍ଲୀ ସରପଞ୍ଚଙ୍କ ସ୍ବାମୀ…
ଅଧିକ ଖବର ଦେଖନ୍ତୁ...

ହିତାଧିକାରୀଙ୍କୁ ଧୁଆଁବାଣ ମାରୁଛି ବ୍ଲକ୍ ପ୍ରଶାସନ: ପ୍ରଧାନମନ୍ତ୍ରୀ ଆବାସ କରି ବାରଦୁଆର ବାସନ୍ତୀ

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍‌ ଗୋଲଗାଁ ଗ୍ରାମପଞ୍ଚାୟତ ଅଧୀନସ୍ଥ ପାଣିଭଣ୍ଡାର ଗ୍ରାମର ପ୍ରକାଶ ସ୍ବାଇଁଙ୍କ ସ୍ତ୍ରୀ ବାସନ୍ତୀ ସ୍ୱାଇଁ ପ୍ରଧାନମନ୍ତ୍ରୀ ଆବାସ କରି ବାରଦୁଆର ବୁଲୁଛନ୍ତି। ଆବାସ ଟଙ୍କା ନ ଦେଇ ଧୁଆଁବାଣ ମାରୁଛି ବ୍ଲକ୍ ପ୍ରଶାସନ। ଜଣେ ବାସହୀନ ମହିଳା ଭାବେ ବ୍ଲକ୍‌ରୁ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ରଙ୍ଗଣିପାଟଣା ପାଣି ପ୍ରକଳ୍ପକୁ ନେଇ କେଁ: ହେଉନି ବିଦ୍ୟୁତ ସଂଯୋଗ, ମିଳୁନି ପାଣି

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ରଙ୍ଗଣିପାଟଣା ଜାମୁସାହି ପାନୀୟ ଜଳ ପ୍ରକଳ୍ପକୁ ନେଇ କେଁ ଦେଖାଦେଇଛି। ପ୍ରକଳ୍ପରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଆଜି ଗ୍ରାମବାସୀମାନେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରଉ କରିଥିଲେ। ଏପଟେ ବିଦ୍ୟୁତ୍ ସବ୍‌ଷ୍ଟେସନ ଭୁଶୁଡ଼ିବା ଅବସ୍ଥାରେ ରହିଥିବା ଓ ବିଦ୍ୟୁତ୍ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ମହାବୀର କ୍ଷେତ୍ରର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା: ରାବଣପୋଡ଼ି ଦେଖିବାକୁ ଲକ୍ଷାଧିକ ଜନସମାଗମ

ଦଶପଲ୍ଲା: ଆଜି ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର ରାବଣବଧ ମୁଖ୍ୟ ଦିବସ ଭାବରେ ଗଣନା କରାଯାଏ। ପରମ୍ପରା ଅନୁଯାୟୀ ଏହି ଉତ୍ସବ ମଙ୍ଗଳରାତି ବୁଧ ପାହାନ୍ତି ଦିନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷାଧିକ ଜନସମାଗମ ହୋଇଥାଏ।…
ଅଧିକ ଖବର ଦେଖନ୍ତୁ...

ମା’-ପୁଅଙ୍କଠାରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଭ୍ୟାନ୍‌ରେ ନେଉଥିଲେ, ମାଡ଼ି ବସିଲା ଅବକାରୀ ସ୍କ୍ବାଡ୍

ନୟାଗଡ଼/ରଣପୁର: ନୟାଗଡ଼ ଅବକାରୀ ବିଭାଗ ସ୍କ୍ବାଡ୍‌କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ହେଲା ସ୍କ୍ବାଡ୍‌ର ସ୍କାନର୍‌ରେ ଥିବା ଚାନ୍ଦପୁର ଥାନା ଅଧୀନ ମୟୂରଝାଲିଆ ଗାଁର ରୀନା ପ୍ରଧାନ (୪୮) ଓ ତାଙ୍କ ପୁଅ ସଚିନ ପ୍ରଧାନ (୨୧)ଙ୍କୁ ଗିରଫ କରାଯାଇଛି। ଆଜି ସକାଳ ୭ଟାରେ ମା’-ପୁଅ ଏକ ଟାଟା ଏସିଇ…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ୨୦୧୯ ଓଡ଼ଗାଁ ଡବଲ ମର୍ଡର ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଓଡ଼ଗାଁ: ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାର ରାୟ ଶୁକ୍ରବାର ପ୍ରକାଶିତ ହୋଇଛି।୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ରୋଚକ ହେବ ନୟାଗଡ଼ ବିଧାନସଭା ଲଢ଼େଇ: ଅରୁଣଙ୍କୁ ଟକ୍କର ‌ଦେବେ ପ୍ରତ୍ୟୁଷା ଓ ରଣଜିତ

ନୟାଗଡ଼: ନୟାଗଡ଼ ବିଧାନସଭା କ୍ଷେତ୍ରରେ ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏହି ଆସନରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ ଏବେ ସମସ୍ତେ ପ୍ରଚାର ଆରମ୍ଭ କରିଦେଲେଣି। ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀକୁ ଲଗାତାର ଭାବେ ଜିତି ଦଖଲରେ ରଖିଥିବା ବିଜେଡି…
ଅଧିକ ଖବର ଦେଖନ୍ତୁ...