Monthly Archives

August 2018

ସୁନ୍ଦରଗଡ଼: ପ୍ରଧାନଶିକ୍ଷକଙ୍କୁ ୨ ଲକ୍ଷ ଦାଦାବଟି ମାଗି ଧମକ ଦେଲେ ଦୁର୍ବୃତ୍ତ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକରେ ଜଣେ ଶିକ୍ଷକଙ୍କୁ ଦୁବୃର୍ତ୍ତମାନେ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ଧୂସର ରଙ୍ଗର ପଲ୍‌ସର୍‌ରେ ଆସି ଏହି ଅଞ୍ଚଳର ଏକ ବିଦ୍ୟାଳୟରେ ପହଞ୍ଚି ଥିଲେ।…
ଅଧିକ ଖବର ଦେଖନ୍ତୁ...

ରେଳ ୱାର୍କସପରେ ଡିଜେଲ ବଦଳରେ ବ୍ୟବହାର ହେବ ପ୍ରାକୃତିକ ଗ୍ୟାସ

ନୂଆଦିଲ୍ଲୀ  : ଭାରତୀୟ ରେଳବାଇର ୱାର୍କସପ୍, ପ୍ରଡକ୍ସନ ୟୁନିଟ ଏବଂ ଗୋଦାମ ଗୁଡ଼ିକରେ ଏବେ ଡିଜୋଲଭଡ ଏସିଟିଲିନ୍, ଏଲପିଜି, ବିଏମସିଜି, ଫର୍ଣ୍ଣେସ ଅଏଲ୍, ହାଇସ୍ପିଡ୍ ଡିଜେଲ ପରିବର୍ତ୍ତେ ପରିବେଶ ଅନୁକୂଳ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବ । ଏଥିପାଇଁ ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି…
ଅଧିକ ଖବର ଦେଖନ୍ତୁ...

ରାଜକୁମାର ରାଓଙ୍କ ପ୍ରକୃତ ନାମ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନ ଥିଲା ଶରୀରର ରଙ୍ଗ ପାଇଁ ମିଳୁ ନ ଥିଲା ଫିଲ୍ମ

ମୁମ୍ବାଇ : ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନିଜର ଭିନ୍ନ ଏବଂ ନିଖୁଣ ଅଭିନୟ ପାଇଁ ବେଶ୍‌ ପରିଚିତ। ଏବେ ବଲିଉଡ୍‌ରେ ତାଙ୍କର ଫିଲ୍ମ ଚୟନ କରିବାର କଳାକୁ ନେଇ ତାଙ୍କୁ ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟସନିଷ୍ଟ ଆମିର ଖାନ୍‌ଙ୍କ ସହ ତୁଳନା ମଧ୍ୟ କରାଯାଉଛି । ଏବେ ବଲିଉଡ୍‌ର ଲୋକପ୍ରିୟ ଏବଂ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲିଠାରୁ ଆମର ପରିଚିତ ଡାକଘର ଏକ ବ୍ୟାଙ୍କରେ ପରିଣତ ହୋଇଯିବ

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଆମର ପରିଚିତ ଡାକଘର ଏକ ବ୍ୟାଙ୍କରେ ପରିଣତ ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବେ । କେନ୍ଦ୍ର ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ…
ଅଧିକ ଖବର ଦେଖନ୍ତୁ...

ପ୍ରଶଂସକଙ୍କ ପାଇଁ ଅର୍ଜୁନ କପୁର କଲେ ଏଭଳି କାମ, ଯାହାକୁ ଜାଣିବା ପରେ ସମସ୍ତେ କରୁଛନ୍ତି ତାଙ୍କୁ ସଲାମ ! ଭାଇରାଲ…

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିଜର କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଆଲୋଚନା ହେଉଛି । ଏବେ ସେ ଆଉ ଗୋଟିଏ ଜିନିଷକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଯେଉଁଥି ପାଇଁ ତାଙ୍କୁ ପ୍ରଶଂସକମାନେ ସଲାମ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ: ପୂଜାରାଙ୍କ ଶତକ, ଭାରତ ୨୭୩ରେ ଅଲ୍‌ଆଉଟ୍‌, ୨୭ ରନ୍‌ରେ ଅଗ୍ରଣୀ

ସାଉଥମ୍ପଟନ୍‌: ଚେତେଶ୍ୱର ପୂଜାରାଙ୍କ ୧୫ତମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୮୪.୫ ଓଭର ଖେଳି ସମସ୍ତ ଓ୍ଵିକେଟ୍‌ ହରାଇ ୨୭୩ ରନ୍‌ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସ ଆଧାରରେ ୨୭ ରନ୍‌ରେ ଅଗ୍ରଣୀ ଅଛି। ପୂଜାରା ୨୧୦ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଏଥିରେ ୧୧ଟି ଚୌକା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ‘ଗଜ୍‌ନୀ’ରୁ ଅନୁପ୍ରାଣିତ ହୋଇ କରିଥିବା କାମ ଶେଷରେ ସାହାଯ୍ୟକୁ ଆସିଲା, ଘରକୁ ଫେରି ପାରିଲା ହଜିଲା ପୁଅ

ମୁମ୍ବାଇ : ବେଳେ ବେଳେ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ । କିଛି ଲୋକ ଏହାକୁ ଅସଲ ଜୀବନରେ ଘଟିବ ବୋଲି ଭାବି ନ ଥାନ୍ତି । ବେଳେ ବେଳେ କିଛି ଲୋକ ଫିଲ୍ମରେ ଦେଖା ଯାଇଥିବା ସମାଧାନକୁ ନିଜ ବାସ୍ତବ ଜୀବନରେ ହେଉଥିବା ଅସୁବିଧାର ସମାଧାନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଐଶ୍ୱର୍ଯ୍ୟାଙ୍କୁ ନିଜ ମା’ଙ୍କ ଭୂମିକାରେ ଦେଖିବାକୁ ଚାହୁଁଥିଲେ ସଞ୍ଜୁ ବାବା,୧୩ ବର୍ଷ ପରେ ପୂରଣ ହେବାକୁ ଯାଉଛି…

ମୁମ୍ବାଇ : ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ଫିଲ୍ମ ଫନ୍ନେ ଖାନ୍‌ରେ ଶେଷ ଥର ପାଇଁ ଦର୍ଶକେ ଦେଖିବାକୁ ପାଇଥିଲେ । ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ପାଇ ପାରି ନ ଥିବା ବେଳେ ଏବେ ଐଶ୍ୱର୍ଯ୍ୟା ନିଜର ଆଗାମୀ ଫିଲ୍ମ ‘ଗୁଲାବ ଜାମୁନ୍‌’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଜବତ କରୁଥିବା ଡ଼୍ରଗ୍ସକୁ ଥାନାରେ ମୂଷା ଖାଇ ଦେଉଥିବା ଜାଣି ସ୍ଥାୟୀ ସମଧାନର ବାଟ ବାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯେତେବେଳେ କୌଣସି ନିଶାଜାତୀୟ ପଦାର୍ଥ ଜବତ କରାଯିବାର ମାମଲାର ଶୁଣାଣି ପାଇଁ ଅଦାଲତକୁ ଆସେ ସେତେବେଳେ ଅଧିକାଂଶ ସମୟରେ ଜବତ କରାଯାଇଥିବା ଡ଼୍ରଗ୍ସକୁ ମୂଷା ଖାଇ ଦେଇଥିବା କହିଥାନ୍ତି ପୁଲିସ ଅଧିକାରୀ । ବାରମ୍ବାର ଏଭଳି ସମସ୍ୟା ସାମ୍ନାକୁ ଆସୁଥିବା ବେଳେ ଗୁରୁବାର ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଏବେ ମଧ୍ୟ ଦୀପିକାଙ୍କ ମନରେ ଅଛନ୍ତି ରଣବୀର କପୁର ! ଏମିତି ମିଳିଲା ପ୍ରମାଣ

ମୁମ୍ବାଇ : ଚଳିତ ବର୍ଷ ବଲିଉଡ୍‌ର ବାଜିରାଓ ମସ୍ତାନି ବିବାହ କରିବାକୁ ଯାଉଥିବା ବେଳେ ଦୀପିକାଙ୍କ ଆର୍‌କେ ଟାଟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଦୀପିକାଙ୍କ ବେକରେ ଥିବା ଏହି ଟାଟୁକୁ ନେଇ ଅନେକ ଆଲୋଚନା ହୋଇ ସାରିଥିବା ବେଳେ ଏବେ ପୁଣି ତେଜିଛି ଏହି ଚର୍ଚ୍ଚା । କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...