Monthly Archives

November 2018

ଘରୋଇ କଳହରୁ ସ୍ତ୍ରୀ ସଂପର୍କୀୟଙ୍କ ଘରକୁ ଚାଲି ଯିବାରୁ ଝିଅ ସହ ଦୁଷ୍କର୍ମ କରି ପ୍ରତିଶୋଧ ନେଲା ବାପା

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ବାପା ନିଜ ୩ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ବାପାକୁ ଗୁରୁଗ୍ରାମର ସେକ୍ଟର-୧୦ରୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଲେଡିି ଗାଗାଙ୍କ ଖୁଲାସା : ୧୯ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ଅନେକ ଥର ହୋଇଥିଲି

ନୂଆଦିଲ୍ଲୀ : ଚର୍ଚ୍ଚିତ ଏବଂ ଲୋକପ୍ରିୟ ଆମେରିକାନ କଣ୍ଠଶିଳ୍ପୀ ଲେଡ଼ି ଗାଗା ଏବେ ଯୌନ ଉତ୍ପୀଡ଼ନକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଅନେକଥର ରେକର୍ଡ଼ିଂ ଷ୍ଟୁଡ଼ିଓରେ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ବୋଲି କହିବା ପରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼, ଅଟୋ ଚାଳକ ଆହତ

ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡ଼ା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାର ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ। ସୂଚନା ଅନୁସାରେ ରଘୁନାଥପୁର ଗାଁର ଅଟୋଚାଳକ ସମୀର ଦାସ ଗୁଳିକାଣ୍ଡର ଶିକାର ହୋଇଛନ୍ତି। ସମୀର ଆଜି…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ମହଲରେ ଚର୍ଚ୍ଚା: ବିଜୟ-ଦିଲ୍ଲୀପ ପୁଣି ବିଜେଡିକୁ ଫେରିବେ କି ?

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ଆଗକୁ ଥିବା ବେଳେ ଦୁଇ ବରିଷ୍ଠ ନେତା ବିଜେପି ଛାଡିବା ପରେ ସେମାନଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର। କେଉଁ ଦଳରେ ସାମିଲ ହେବେ ବିଜୟ ଓ ଦିଲ୍ଲୀପ । ପ୍ରତିଷ୍ଠାତା ସଦସ୍ୟ ଥିବା ଏହି ଦୁଇ ନେତା ପୁଣି ଫେରିବେ କି ବିଜେଡି ? ଏପଟେ ଇସ୍ତଫା ପରେ ୧୫ ଦିନ…
ଅଧିକ ଖବର ଦେଖନ୍ତୁ...

୬୦ବର୍ଷରେ ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲାଣି ୨୦୦୦ବିମାନ ! ଏହା ପଛର ରହସ୍ୟ ଜାଣି ପାରି ନାହାନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ : ଯେପରି ଆଣ୍ଟଲାଟିକ ମହାସାଗରରେ ଥିବା ବରମୁଡ଼ା ଟ୍ରାଙ୍ଗେଲ ନିଜର ରହସ୍ୟ ପାଇଁ ଜଣାଶୁଣା, ଠିକ ସେଭଳି ଭାବରେ ନେଓ୍ଵାଡ଼ାରେ ଥିବା ଏହି ଅଞ୍ଚଳକୁ ସବୁଠାରୁ ବିପଦ ସଙ୍କୁଳ ବୋଲି କୁହାଯାଏ । ଏଠାରେ ଘଟୁଥିବା ଘଟଣା ପାଇଁ ଏହାକୁ ନେଓ୍ଵାଡ଼ା ଟ୍ରାଙ୍ଗେଲ ମଧ୍ୟ କୁହାଯିବା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଇଂଲଣ୍ଡକୁ ଟକ୍କର ଦେଲା ଚୀନ, ପଦାର୍ପଣ ବିଶ୍ୱକପ୍‌ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ,…

ଭୁବନେଶ୍ୱର: ପଦାର୍ପଣ ବିଶ୍ୱକପ୍‌ ମ୍ୟାଚରେ ଶୁକ୍ରବାର ଚୀନ ଇଂଲଣ୍ଡ ବିପକ୍ଷରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ଦିବସରେ ଶୁକ୍ରବାର ଇଂଲଣ୍ଡକୁ କଡା ମୁକାବିଲା କରିଛି। ମ୍ୟାଚ ୨-୨ରେ ଟାଇ ହେବା ପରେ ଉଭୟ ଦଳକୁ ଗୋଟିଏ ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଧରି ଟ୍ରେନ ଲାଇନ ପାର ହେଉଥିବା ସମୟରେ ଉଭୟ ପାର୍ଶ୍ୱରୁ ଆସିଲା ଟ୍ରେନ୍‌..ତା’ପରେ କ’ଣ ଘଟିଲା ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଜଣେ ସାଇକେଲ ଆରୋହୀ ଟ୍ରେନ ଆସୁଥିବା ସମୟରେ ରେଳ ଲାଇନ ପାର ହେଉଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛି ସେ ସ୍ତବ୍ଧ ହୋଇ ଲୋକଟିର ଭାଗ୍ୟକୁ ସାବାସି ଦେଉଛି। ନେଦରଲ୍ୟାଣ୍ଡ ରେଲୱେ ଇନଫ୍ରାଷ୍ଟ୍ରକଚର ଏଜିନ୍‌ସି ଦ୍ଵାରା ଜାରି ଏହି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ସେଲଟର ହୋମ୍‌ରେ ଥିବା ଛାତ୍ରୀମାନଙ୍କ ପିତା କହି ଅସଦାଚରଣ କରୁଥିଲେ ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ

ଢେଙ୍କାନାଳ: ସେଲଟର ହୋମ ନାମରେ ଶାରୀରିକ ଶୋଷଣ ଘଟଣାର ୫ ଜଣିଆ ଟିମ ତଦନ୍ତ କରୁଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଏହି ଟିମରେ ଅଛନ୍ତି । ଢେଙ୍କାନାଳ ବେଲଟିକିିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱଚ୍ଛାସେବୀ ଅନୁଷ୍ଠାନ ଭିତରେ ନିର୍ଯତେନା…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀ ମୋତେ ପାକିସ୍ତାନ ପଠାଇଥିଲେ: ସିଦ୍ଧୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ଶୁକ୍ରବାର କହିଛନ୍ତି କି ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାକିସ୍ତାନ ପଠାଇଥିଲେ। ସେ ଆହୁରି ବି କହିଛନ୍ତି କି ରାହୁଲ ଗାନ୍ଧୀ ହେଉଛନ୍ତି ତାଙ୍କ କ୍ୟାପ୍‌ଟେନ୍‌। ସେ ଯୁଆଡ଼େ ବି ଯାଆନ୍ତି ରାହୁଲଙ୍କ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ସ୍ମାର୍ଟଫୋନ୍‌ରେ ନକଲି କଣ୍ଟାକ୍ଟସ୍‌ ସମସ୍ୟା ଦେଖୁଛନ୍ତି କି? ଆପଣାନ୍ତୁ ଏହି ତରିକା

ସ୍ମାର୍ଟଫୋନ ଧରୁଥିବା ଅନେକ ବ୍ୟବହାରକାରୀଙ୍କ ନକଲି କଣ୍ଟାକ୍ଟସ୍‌ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଡିଲିଟ୍‌ ହୋଇ ସାରିଥିବା ପୁରୁଣା ନମ୍ବର ଦେଖିବାକୁ ମିଳିଥାଏ ତ ପୁଣି କେବେ ଗୋଟିଏ ନମ୍ବର ବାରମ୍ବାର ଦେଖିବାକୁ ମିଳିଥାଏ। ଏପରି ସମସ୍ୟାକୁ ଅଧିକାଂଶ ଫୋନ ବ୍ୟବହାରକାରୀ ସାମ୍ନା କରୁଥିବେ।…
ଅଧିକ ଖବର ଦେଖନ୍ତୁ...