Daily Archives

March 10, 2019

ବିବାଦ ପରେ ପୁଣି ଥରେ ସାଥୀରେ ନଜର ଆସିଲେ କରଣ-ପାଣ୍ଡ୍ୟା, ଭାଇରାଲ ହେଉଛି ଆକାଶ ଅମ୍ବାନୀଙ୍କ ବିବାହରେ ଦୁହେଁ…

ମୁମ୍ବାଇ : ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅମ୍ବାନୀ ପରିବାର ବଡ଼ ପୁଅ ଆକାଶ ଅମ୍ବାନୀ । ନିଜ ଛୋଟ ବେଳର ବନ୍ଧୁ ଏବଂ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇସ୍ଥିତ ଜିଓ ଓ୍ଵାର୍ଲଡ୍‌ ସେଣ୍ଟରରେ ବିବାହ କରିଥିଲେ । ଏହି ବିବାହରେ ଅନେକ ବଡ଼ ବଡ଼ ରାଜନେତା, ବ୍ୟବସାୟୀ ଏବଂ ବଡ଼ ବଡ଼…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ସଭାପତିଙ୍କ ପରଲୋକ

ଫୁଲବାଣୀ: ସଡକ ଦୁର୍ଘଟଣାରେ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସଭାପତି କିଶୋର ପଟ୍ଟନାୟକଙ୍କର ରବିବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା ଥିବା ବେଳେ ଜିଲ୍ଲା ଲେଖକ ସାମ୍ମୁଖ୍ୟରେ ଉପ-ସଭାପତି ଥିଲେ। ଟିଆରଡବ୍ଲୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ-୨୦୧୯ : ଜାଣନ୍ତୁ କେଉଁ ତାରିଖରେ ଆପଣଙ୍କୁ ଭୋଟ ଦେବାର ସୁଯୋଗ ମିଳିବ

ଭୁବନେଶ୍ୱର: ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଛି ଓଲଟ ଗଣନା । ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରୁ ଏହାର ଆରମ୍ଭ ହେବ । ଓଡିଶାରେ ଦକ୍ଷିଣରୁ ନିର୍ବାଚନ ଆରମ୍ଭ ହୋଇ ଉତ୍ତରରେ ଶେଷ ହେବ । ଆଉ ଏହାସହ ଇଭିଏମରେ କଏଦ ହୋଇଯିବ…
ଅଧିକ ଖବର ଦେଖନ୍ତୁ...

ମୋହାଲି ଦିନିକିଆ: ଭାରତକୁ ୪ ଓ୍ଵିକେଟରେ ହରାଇଲା ଅଷ୍ଟ୍ରେଲିଆ, ୨-୨ରେ ଶୃଙ୍ଖଳା

ମୋହଲି: ଭାରତକୁ ରବିବାର ୪ ଓ୍ଵିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୪୭.୫ ଓଭରରେ ପୂରଣ କରିଛି। ପେଟର୍‌ ହ୍ୟାଣ୍ଡସ୍କମଙ୍କ ଶତକ ଓ ଉସ୍‌ମାନ ଖାଓ୍ଵାଜାଙ୍କ ୯୧ ରନ୍‌ ବଳରେ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍‌ ହରାଇ ୩୫୯ ରନ୍‌ କରିଛି। ଅଷ୍ଟର୍ନ ଟର୍ଣ୍ଣର ଅପରାଜିତ ୮୪ ରନ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା କହିଥିବା ଏହି ପୁରୁଣା କଥାକୁ ମନେ ପକାଇ ନିର୍ବନ୍ଧ ମୁଦି ବାଛିଥିଲେ ନିକ୍‌, ପରିବାରର ଏହି ଦୁଇ ସଦସ୍ୟ…

ମୁମ୍ବାଇ : ବିବାହକୁ ପ୍ରାୟ ୪ମାସ ପୂରି ସାରିଥିବା ବେଳେ ନିକ୍‌ ତାଙ୍କର ପତ୍ନୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ କିପରି ନିର୍ବନ୍ଧର ମୁଦି ବାଛିଥିଲେ ତାହା ଜଣାଇଛନ୍ତି । ଏକ ରେଡିଓ ସୋ’ରେ ନିଜର ଦୁଇ ଭାଇଙ୍କ ସହ ଯୋଗ ଦେଇ ସେ ଏହାର ଖୁଲାସା କରିଥିଲେ । ଯେତେବେଳେ ମୁଁ…
ଅଧିକ ଖବର ଦେଖନ୍ତୁ...

ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି

ଭୁବନେଶ୍ବର: ଅ‌ାଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ନବୀନ ନିବାସ ଠାରୁ ସମ୍ବର୍ଦ୍ଧନା କରାଯାଇଛି ।୫୦୦ରୁ ଉର୍ଦ୍ଧ ମହିଲା ଓ ପୁରୁଷ ଶ୍ରମିକ ସୁରକ୍ଷା ପୋଷାକ ପିନ୍ଧି ନବୀନ ନିବାସ ଠାରେ ପହଞ୍ଚିଥିଲେ । ଗତ ଦୁଇଦିନ ତଳେ ମାନ୍ୟବର…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଆକାଶ-ଶ୍ଲୋକାଙ୍କୁ ଆଶୀର୍ବାଦ ଦେବାକୁ ଆସିବେ ୭୦୦୦ସଶସ୍ତ୍ର ବଳର କର୍ମଚାରୀ ଏବଂ ତାଙ୍କ ପରିବାର, ଏଭଳି…

ମୁମ୍ବାଇ : ଗତକାଲି ବିବାହ ବନ୍ଧନାର ଆବଦ୍ଧ ହୋଇଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୁଅ ଆକାଶ ଅମ୍ବାନୀ । ନିଜ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇର ଜିଓ ଓ୍ଵାର୍ଲଡ୍‌ ସେଣ୍ଟରରେ ବିବାହ କରିଥିଲେ । ବିବାହରେ ଦେଶ-ବିଦେଶରୁ ଅନେକ ବ୍ୟକ୍ତି ଆସି ଯୋଗ…
ଅଧିକ ଖବର ଦେଖନ୍ତୁ...

ସାରାଙ୍କ ଖୁଲାସା: ଏହି ଦିନ ବାପା-ମା’ ଶେଷ ଥର ପାଇଁ ଦେଖା ହେବା ସହ ସାଥୀରେ ଖାଇଥିଲେ, ତା’ ପରଠାରୁ…

ମୁମ୍ବାଇ : ଅଭିନେତ୍ରୀ ଅମ୍ରିତା ସିଂହଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ବିବାହ କରିଥିଲେ ପଟୌଦି ସୈଫ୍‌ ଅଲ୍ଲୀ ଖାନ୍‌ । ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ ମଧ୍ୟ ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ପରସ୍ପରପ୍ରତି କେତେ ସମ୍ମାନ ରହିଛି, ତାହା ଦେଖା ଯାଇଥାଏ ।…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ପୁରୁଷ ସହ ଅବୈଧ ସଂପର୍କ ଥିବା ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରି ରାତି ସାରା ଶବ ପାଖରେ ଶୋଇ ରହିଥିଲା ସ୍ୱାମୀ

ନୂଆଦିଲ୍ଲୀ: ପର ପୁରୁଷ ସହ ଅବୈଧ ସଂପର୍କ ଥିବା ନେଇ ସନ୍ଦେହ କରି ନିଜ ପତ୍ନୀକୁ ହତ୍ୟା କରିଥିବାରୁ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଦିଲ୍ଲୀର ନିହାଲ ବିହାରରେ ରହୁଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ନେଇଥିବା କହିଛି ପୁଲିସ । ହତ୍ୟା ପରେ ଅଭିଯୁକ୍ତ ରାତି ସାରା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କେବେ କେଉଁଠି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ଓଡ଼ିଶାରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ଆଗାମୀ ଏପ୍ରିଲ ୧୧ରେ ମତଦାନ ହେଉଥିବା ବେଳେ ଅନ୍ତିମ ପର୍ଯ୍ୟାୟର ମତଦାନ ଏପ୍ରିଲରେ ୨୯ରେ ହେବ। ସେହିପରି ୨ୟ ପର୍ଯ୍ୟାୟରେ ମତଦାନ ଏପ୍ରିଲ ୧୮ ଓ ୩ୟ…
ଅଧିକ ଖବର ଦେଖନ୍ତୁ...