Daily Archives

October 5, 2019

ବଜ୍ରପାତରେ ୪ ଯୁବତୀ-ଜଣେ ଶିଶୁ ଆହତ, ମିଳିଲାନି ୧୦୮ ଆମ୍ବୁଲାନ୍‌ସ, ଅଟୋରେ ଆଣିଲେ ଗ୍ରାମବାସୀ

ଲକ୍ଷ୍ମୀପୁର: ବଜ୍ରପାତରେ ଶନିବାର ୪ ଜଣ ଯୁବତୀ ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଅଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ରାଇସିଲ୍‌ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ୫ ଜଣ ଯୁବତୀ ଚାଲିଚାଲି ଯାଉଥିବା ସମୟରେ ତାଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଗୁଗଲ ଟ୍ରାନ୍ସଲେଟରରେ ଅମ୍ବାନୀ ଲେଖିଲେ ଶବ୍ଦର ଅର୍ଥ ଆସୁଛି ‘ଆଇ ହାବ୍‌ ମନି’

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଅବା କିଏ ନ ଜାଣେ ? ଭାରତର ଜଣାଶୁଣା କୋଟିପତି ବ୍ୟକ୍ତିତ୍ୱଙ୍କ ମଧ୍ୟରେ ତାଙ୍କ ନାଁ ଆସୁଥିବା ବେଳେ ଏବେ ସେ ୩,୮୦,୭୦୦କୋଟି ମାଲିକ ବୋଲି ଜଣାପଡ଼ିଛି । ତେବେ ସେ ଧନୀ ବୋଲି କେବଳ ବିଶ୍ୱର ଲୋକେ ନୁହନ୍ତି…
ଅଧିକ ଖବର ଦେଖନ୍ତୁ...

ଦେଶରେ ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ, ରିଜର୍ଭ ବ୍ୟାଙ୍କ ନେଉଥିବା ପଦକ୍ଷେପ ଦ୍ୱାରା ଅର୍ଥ ବ୍ୟବସ୍ଥା ସୁଧୁରିବ:…

ଭୁବନେଶ୍ୱର: ଦେଶରେ ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଦ୍ୱାରା ଅର୍ଥ ବ୍ୟବସ୍ଥା ସୁଧୁରିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଣନାଥ…
ଅଧିକ ଖବର ଦେଖନ୍ତୁ...

ପୁଣି ସକ୍ରିୟ ରାଜନୀତିକୁ ଫେରିବେ ପର୍‌ଭେଜ୍‌ ମୁଶାରଫ୍‌ ! ଆସନ୍ତାକାଲି ଦଳର କର୍ମୀଙ୍କୁ ସମ୍ବୋଧନ କରିବେ

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍‌ଭେଜ୍‌ ମୁଶାରଫ୍‌ ପୁଣି ଥରେ ରାଜନୀତିକୁ ଫେରିବା ନେଇ ଯୋଜନା କରୁଛନ୍ତି । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ରାଜନୀତିରୁ ବିରତି ନେଇଥିଲେ । ସେ ଅଲ୍‌ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ର ମୁଖ୍ୟ ଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ବାପ-ପୁଅ ଗୁରୁତର, କଟକ ସ୍ଥାନାନ୍ତର

ଯାଜପୁର: ଆଗକୁ ଦଶହରା ଓ ଦୀପାବଳି ଥିବାରୁ ବାଣ ବିକ୍ରି କରିବା ପାଇଁ ବାପ-ପୁଅ ଉତ୍ସାହିତ ଥିଲେ। ଏଥି ପାଇଁ ସେମାନେ କାମକୁ ତୀବ୍ର କରିଥିଲେ। ମାତ୍ର ଶନିବାର ସେମାନେ ବାଣ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ବାଛଳ ଗ୍ରାମରେ ଆଜି ବାଣ ଭିଡୁଥିବା ବେଳେ ବାପ ଓ…
ଅଧିକ ଖବର ଦେଖନ୍ତୁ...

ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଏମ୍ସରେ ଭର୍ତ୍ତି ହେଲେ ପି.ଚିଦମ୍ବରମ୍‌

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ବେଆଇନ୍‌ ଅର୍ଥ କାରବାର ମାମଲାରେ ତିହାର ଜେଲରେ  ଥିବା କଂଗ୍ରେସ ସାଂସଦ ପି.ଚିଦମ୍ବରମ୍‌ଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏମ୍ସକୁ  ନିଆଯାଇଛି । ଶନିବାର ସଂଧ୍ୟାରେ  ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ହେବା ନେଇ ଅଭିଯୋଗ ହେବା ପରେ ଜେଲ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

୩୧ ଯାଏଁ ଚାଲିବ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା ଚଳିତ ମାସ ୩୧ ତାରିଖ ଯାଏଁ ଚାଲିବ। ସାଧାରଣ ଲୋକଙ୍କର ଉତ୍ସାହକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରା ତାରିଖକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଜୟପ୍ରକାଶ ନାରାୟଣ ଜୟନ୍ତୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ଖାସ୍‌ କାମରେ ସୁଫଳ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ମନସ୍କାମନା ପୂରା ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁର ବଜାୟ ରହିବ। ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ ଓ ମଙ୍ଗଳବାର: ଉନ୍ନତିର ନୂଆ…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କ ଅଭିଯୋଗ: ଭୁଲ୍‌ରେ ପାକିସ୍ତାନରେ ପ୍ରବେଶ କରି ଯାଇଥିବା ହେତୁ ଦିଆଯାଉଥିଲା ନିର୍ଯାତନା, ଛାଡ଼ିଲେ ଚାକିରି

ଶ୍ରୀନଗର: ୨୦୧୬ ମସିହାରେ ଅଜାଣତରେ ପାକିସ୍ତାନ ସୀମା ପାର୍‌ କରି ଯାଇଥିବା ଭାରତୀୟ ସୈନିକ ଚନ୍ଦୁ ଚୌହ୍ଵାନ ସେନାରେ ନିର୍ଯାତନାର ଶିକାର ହୋଇ ସେନା ତ୍ୟାଗ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ‘ମୁଁ ପାକିସ୍ତାନରୁ ଫେରିବା ପରଠାରୁ ମୋତେ ଲଗାତର ଭାବେ ସେନାରେ ନିର୍ଯାତନା…
ଅଧିକ ଖବର ଦେଖନ୍ତୁ...

ପୁଣି ଫେରିଲା ବିଏସ୍‌ଏନ୍‌ଏଲ୍‌ର ୯୬ଟଙ୍କାର ପ୍ଲାନ୍‌, ମିଳିବ ଏତିକି ଦିନର ବୈଧତା

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍‌ କମ୍ପାନିମାନେ ବିଭିନ୍ନ ପ୍ରକାର ଅଫର ଲଞ୍ଚ କରିଛନ୍ତି। ବିଶେଷ ଭାବେ ବିଏସ୍‌ଏନ୍‌ଏଲ୍‌ ପାର୍ବଣ ସମୟରେ କିଛି ଅଫର ନେଇ ଆସିଛି। ସରକାରୀ ଟେଲିକମ୍‌ କମ୍ପାନି ନିଜର ୯୬ଟଙ୍କାର ପ୍ଲାନ୍‌କୁ ପୁଣି ଥରେ ଆଣିଛି।…
ଅଧିକ ଖବର ଦେଖନ୍ତୁ...