Daily Archives

March 6, 2020

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

ଭୋପାଳ: କରୋନାଭାଇରସ୍ ସଂକ୍ରମଣ ଏବଂ ଆଇଫାର ପ୍ରଶଂସକ ତଥା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଇଫାର ଆୟୋଜକମାନେ ତିନି ଦିନିଆ ଉତ୍ସବକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ପରାମର୍ଶ ନେବା ପରେ ଆଇଫା ମ୍ୟାନେଜମେଣ୍ଟ ଏବଂ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ୯୧ଟି ଦେଶରେ ପହଞ୍ଚିଲା କରୋନା ଭାଇରସ, ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଚୀନରେ କରୋନାଭାଇରସର ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ସାରା ବିଶ୍ୱରେ ତାହା ଦ୍ରୁତ ଗତିରେ ବଢିଚାଲିଛି । ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଶୁକ୍ରବାରଦିନ ୧ ଲକ୍ଷ ଟପିଯାଇଛି । ମୃତ୍ୟୁସଂଖ୍ୟା ୩୩ ଶହ ଟପିଯାଇଛି । ଏବେ କରୋନା ସଂକ୍ରମଣ ୯୧ଟି ଦେଶରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମସ୍ଥାନକୁ ସପରିବାର ଯାତ୍ରା। ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ। ବ୍ୟବସାୟରେ ଅଧିକ ଲାଭ। ରାଜନୀତିରେ ଉଚ୍ଚପଦ ମିଳିପାରେ। ବୃଷ: ଆପଣଙ୍କ କାମ ମନମୁତାବକ ସ˚ପୂର୍ଣ୍ଣ ହେବ। ସରକାରୀ କାମରେ ସାହାଯ୍ୟ ମିଳିପାରେ। ପରିବାରରେ ସୁଖ ଓ ଶାନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଧର୍ମରେ ବିବାହ କଲେ ମିଳିବ ମାଗଣା ଘର, ସରକାର ଆରମ୍ଭ କଲେ ନୂଆ ଯୋଜନା

ତିରୁବନନ୍ତପୁରମ: ଅନ୍ୟ ଧର୍ମରେ ବିବାହ କଲେ ଏଣିକି ସରକାର ବର୍ଷକ ପାଇଁ ମାଗଣାରେ ରହିବାର ସୁବିଧା ଯୋଗାଇଦେବେ | କେରଳ ସରକାର ଅନ୍ୟ ଧର୍ମର ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି | ରାଜ୍ୟ ସରକାର 'ସୁରକ୍ଷିତ ଘର' ନାମରେ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୧୨କୁ ଘୁଞ୍ଚିଲା ଜେଇଇ(ମେନ୍)୨୦୨୦ ପଞ୍ଜୀକରଣର ସମୟସୀମା

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ଏପ୍ରିଲ ୨୦୨୦ ଜେଇଇ(ମେନ୍) ପରୀକ୍ଷା ପାଇଁ ପଞ୍ଜୀକରଣର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବରୁ ପଞ୍ଜୀକରଣର ଶେଷ ତାରିଖ ମାର୍ଚ୍ଚ ୬ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୧୨ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ପରୀକ୍ଷାର୍ଥୀମାନେ ଏପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ : ସଭା ଚାଲିଥିବାବେଳେ ଆତଙ୍କବାଦୀ ଆକ୍ରମଣ, ୨୭ ନିହତ, ଟିଭିରେ ଲାଇଭ୍ ଦେଖିଲେ ଲୋକେ

କାବୁଲ : ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସତ୍ତ୍ୱେ ଆଫଗାନିସ୍ତାନରେ ରକ୍ତପାତ ଜାରି ରହିଛି । ଶୁକ୍ରବାରଦିନ ରାଜଧାନୀ କାବୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମବେଳେ କେତେକ ଅଜ୍ଞାତ ବନ୍ଧୁକଧାରୀ ଆଖିମୁଜା ଗୁଳିଚଳାଇବାରୁ ୨୭ ଜଣ ନିହତ ହୋଇଛନ୍ତି ଓ ୨୯ ଜଣ ଆହତ ହୋଇଛନ୍ତି । ତେବେ ଏହି…
ଅଧିକ ଖବର ଦେଖନ୍ତୁ...

‘ଭିମ୍‌ସାର ଓ ଏସ୍‌ସିବି’ର ୪ ରକ୍ତ ନମୁନା ନେଗେଟିଭ୍‌

ସମ୍ବଲପୁର/କଟକ: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍‌ପିଟାଲ (ଭିମସାର୍‌) ଓ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ଡାକ୍ତରଖାନାରୁ କିଛି ଦିନ ପୂର୍ବରୁ ପଠାଯାଇଥିବା ୪ଟି କରୋନା ସଂକ୍ରମଣର ରକ୍ତ ନମୁନା ନେଗେଟିଭ୍‌ ଥିବା ଜଣାଯାଇଛି। ଭୀମସାରରୁ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣକୁ ରୋକିବା ପାଇଁ ଶନିବାର ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ହେବ ମୋଗଲ ଗାର୍ଡେନ

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ମାର୍ଚ୍ଚ  ୭ତାରିଖ (ଶନିବାର) ଠାରୁ ଜନସାଧାରଣଙ୍କ ପାଇଁ ମୋଗଲ ଗାର୍ଡେନ ବନ୍ଦ ରହିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର କହିଛନ୍ତି। ସିଓଭିଆଇଡି-୧୯ ନୋଭେଲ କରୋନାଭାଇରସକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନରେ ସତର୍କତା ଅବଲମ୍ବନ କରି ମୋଗଲ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ ହସ୍‌ପିଟାଲରେ ୨ କରୋନା ସନ୍ଦିଗ୍ଧ, ଜଣେ ଆୟର୍ଲାଣ୍ଡ ନାଗରିକ ସୂଚନା

ଭୁବନେଶ୍ୱର: କ୍ୟାପିଟାଲ ହସ୍‌ପିଟାଲରେ ଦୁଇ ଜଣ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ଦୁଇ ସନ୍ଦିଗ୍ଧଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଥିବା ଜଣାଯାଇଛି। ଉଭୟଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ରକ୍ତ ନମୁନା ବାହାରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି। ରିପୋର୍ଟ ଆସିବା…
ଅଧିକ ଖବର ଦେଖନ୍ତୁ...

ଛକା ବର୍ଷା କଲେ ହାର୍ଦ୍ଦିକ ପାଣ୍ଡ୍ୟା, ୫୫ ବଲରେ ମାରିଲେ ୨୦ଟି ଛକା

ମୁମ୍ବାଇ: ପଡ଼ିଆରେ ଦମ ଦେଖାଇଲେ ପାଣ୍ଡ୍ୟା । ପୁଣିଥରେ ମୈଦାନରେ ଦେଖିବାକୁ ମିଳିଲା ହାର୍ଦ୍ଦିକଙ୍କ ହାଇଭୋଲଟେଜ ଇନିଂସ । ୫୫ ବଲରେ ୧୫୮ ରନର ଧୂଆଁଧାର ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ହାର୍ଡ ହିଟର ହାର୍ଦ୍ଦିକ । ଡିଆଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମୁକାବିଲାରେ…
ଅଧିକ ଖବର ଦେଖନ୍ତୁ...