Daily Archives

March 23, 2020

ସୋମବାର ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କଲେ କେରଳ ସରକାର

ତିରୁବନ୍ତପୁରମ: କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ଲାଗିପଡିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଆଜି କେରଳରେ ୨୮ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି | ଏକା ସାଙ୍ଗରେ ୨୮ଜଣଙ୍କର ରିପୋର୍ଟ ପଜିଟିଭ ଆସିବା ପରେ କେରଳ ସରକାର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ରିଲାଏନ୍ସ ସହାୟତାରେ ଖୋଲିଲା ଭାରତର ପ୍ରଥମ ସ୍ୱତନ୍ତ୍ର ‘କୋଭିଡ୍-୧୯’ ହସ୍ପିଟାଲ୍

ମୁମ୍ବାଇ: କରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ପାଇଁ ସହଯୋଗର ହାତ ବଢାଇଛି କର୍ପୋରେଟ ଜଗତ । ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍ଥାପନ କରାଯାଇଛି । ମାତ୍ର ଦୁଇ ସପ୍ତାହର ସ୍ୱଳ୍ପ ସମୟ ମଧ୍ୟରେ ସାର ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ…
ଅଧିକ ଖବର ଦେଖନ୍ତୁ...

କୋଲକତାରେ ୫୭ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଭାରତରେ ମୋଟ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଲା

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି । କୋଲକତାରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣ ଥାଇ ମୃତ୍ୟୁବରଣ କରିଛନ୍ତି । ଏହା ହେଉଛି ପଶ୍ଚିମବଙ୍ଗରେ ପ୍ରଥମ କରୋନା ଜନିତ ମୃତ୍ୟୁ  । ମୃତ ବ୍ୟକ୍ତି ପଶ୍ଚିମବଙ୍ଗର ଉତ୍ତର-୨୪ ଫଗଣା ଜିଲ୍ଲା ଦମଦମର…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ବିଜେପି ସରକାର, ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ : ସାରା ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ଗ୍ରହଣ କରିଛି । ଶିବରାଜ ୪ର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ଗତ ଗୁରୁବାରଦିନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟବାସୀ ‘ଲକ୍‌ ଡାଉନ୍‌’ର ଆବଶ୍ୟକତାକୁ ହୃଦୟଙ୍ଗମ କରନ୍ତୁ; ସ୍ଥିତିକୁ ହାତମୁଠାରେ ରଖନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ସଂପ୍ରତି କରୋନା ପାଇଁ ସତର୍କତା ଓ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟ ସରକାର ସମ୍ବେଦନଶୀଳ ଓ ସ୍ପର୍ଶକାତର ଥିବା ଜିଲ୍ଲା ଓ ସହରଗୁଡ଼ିକ ପାଇଁ ଆଜି ଠାରୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ତେବେ, ରାଜ୍ୟବାସୀ ଏହାର ଗୁରୁତ୍ୱ କିମ୍ବା ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ଅଞ୍ଚଳରେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌-ଡାଉନ୍‌ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ କଟକଣା ସତ୍ତ୍ୱେ ବିବାହ କରିବାକୁ ଯାଇଥିବା ଦୁଇ ବରକୁ ଉଠାଇଆଣିଲା ପୁଲିସ

ଫୁଲବାଣୀ: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା କଟକଣା ସତ୍ତ୍ୱେ ଜଣେ ଯୁବକ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | କଟକଣା ସତ୍ତ୍ୱେ ବିବାହ କରୁଥିବାରୁ ଜଣେ ବରଙ୍କୁ ପୁଲିସ ବେଦୀ ଉପରୁ ଉଠାଇଆଣିଛି | ମିଳିଥିବା ସୂଚନା ମୁତବକ ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ପ୍ରଥମ କରୋନା ମୃତ୍ୟୁ, ଫେବୃଆରି ୧୬ରୁ ଜ୍ୱର ଓ କାଶ ସମସ୍ୟା ନେଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ

କୋଲକାତା: ନୋବେଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ପଶ୍ଚିମବଙ୍ଗର ଜଣେ ୫୭ବର୍ଷିୟ ବ୍ୟକ୍ତି ସୋମବାର କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସୋମବାର ଦିନ ପ୍ରାୟ ୩ଟା ୩୫ମିନିଟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ମିଳିଛି | ସେ ଉତ୍ତର…
ଅଧିକ ଖବର ଦେଖନ୍ତୁ...

କରୋନା ପାଣ୍ଠିକୁ ୩ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ପୂରା ବିଶ୍ୱ ଏକଜୁଟ ହୋଇଛି। ଗତକାଲି କରୋନା ସତର୍କତା ପାଇଁ ଭାରତରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା। ତେବେ କରୋନାଭାଇରସ୍‌ ସଂକ୍ରମଣ ପରିସ୍ଥିତିକୁ ଦେଖି ପ୍ରଭାବିତଙ୍କ ସହାୟତା ପାଇଁ କରୋନା ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜର …
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୪୩୩ରେ ପହଞ୍ଚିଲା, ସୁସ୍ଥ ହେଲେ ୨୩ ଜଣ

ନୂଆଦିଲ୍ଲୀ : ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଛି । ଏହା ମଧ୍ୟରୁ ୪୦୨ଟି ସକ୍ରିୟ ମାମଲା ହୋଇଥିବାବେଳେ ୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ମୃତ୍ୟୁସଂଖ୍ୟା ୭ ରହିଛି । ଏହି ୪୩୩ ମଧ୍ୟରୁ ୩୯୩ ଜଣ ଭାରତୀୟ ହୋଇଥିବାବେଳେ ୪୦ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ…
ଅଧିକ ଖବର ଦେଖନ୍ତୁ...