ସଇଁତଳା: ଟ୍ରାକ୍ଟରକୁ ପିଟିଲା କାର, ୨ ମୃତ, ୩ ଗୁରୁତର

0 39

ସଇଁତଳା: ଗତକାଲି ରାତିରେ ସଇଁତଳା ଗୋଳବାରୁଦ କାରଖାନାର ୫ ଜଣ କର୍ମଚାରୀ ଏକ କାର ଯୋଗେ ସଇଁତଳାରୁ କାରଖାନାକୁ ଫେରୁଥିବା ବେଳେ ରାସ୍ତା ଉପରେ ବ୍ରେକ୍‌ ଫେଲ ହୋଇଥିବା ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ନିଲୁ ଭୋଇ (୩୬ ବର୍ଷ) ଓ ଗୋପୀନାଥ ଭୋଇ( ୩୭)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତକମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.