ଲଇକେରା: ରେଲେଓ୍ଵ ଟ୍ରେଞ୍ଚରୁ ହାତୀ ଶାବକର ମୃତଦେହ ଉଦ୍ଧାର

0 255

ଲଇକେରା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ର ବାଗଡିହି ଫରେଞ୍ଚ ରେଞ୍ଜ ଅନ୍ତର୍ଗତ ତେଲଡିହି ଫାଟକ ପାଖରେ ରେଲେଓ୍ଵ ଟ୍ରେଞ୍ଚ୍‌ରେ ପଡ଼ି ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ମୃତ ହାତୀ ଶାବକଟିର ବୟସ ୪ ମାସ ହେବ ବୋଲି ଅନୁମାନ କରାଯାଇଛି। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇ ଝାରସୁଗୁଡ଼ା ପଠାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.