Advertisment
Latest Posts
Advertisment
ରାଜ୍ୟ
ଜୁନ୍ ୧୨ ନୁହେଁ, ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୁନ୍ ୧୨ ନୁହେଁ, ବରଂ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ଜିଲ୍ଲା
୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।
ଖେଳ
ଟେଷ୍ଟ୍ ନେତୃତ୍ବକୁ ‘ବଡ଼ ସୁଯୋଗ’ କହିଲେ ଗିଲ
ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ପରେ ଏବେ ଭାରତୀୟ ଟେଷ୍ଟ୍ ଦଳ ଏକ ଯୁବବାହିନୀରେ ପରିଣତ ହୋଇଛି। ଏହାର ନେତୃତ୍ବ ବି ମିଳିଛି ଯୁବ ବ୍ୟାଟର୍ ଶୁବମନ ଗିଲଙ୍କୁ।
ରାଜନୀତି
ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ ବୋଲି କହିଲେ ମାଲ୍ୟା
ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ ।
ଅପରାଧ
ସାଇବର ଠକେଇରେ ପ୍ରେମିକା ଢାଲ: ଜେଲ୍ରେ ଯୁବତୀ, ବାହାରେ ବୁଲୁଛି ଠକ, ୭ ରାଜ୍ୟରୁ କୋଟିଏ ଚଳୁ
ରିୟଲ୍ ଇଷ୍ଟେଟ୍ ସଂସ୍ଥାରେ ପୁଞ୍ଜି ଖଟାଇବା ବାହାନାରେ ଜଣେ ନିବେଶକଙ୍କଠାରୁ ୩୯ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ୪ ତାରିଖ ଦିନ ମାମୁନି ଦାସଙ୍କୁ ଗିରଫ କରିଛି।
ମନୋରଞ୍ଜନ
୨୬ ବର୍ଷ ପରେ କେଶବ
ପ୍ରଖ୍ୟାତ ନିର୍ଦ୍ଦେଶକ ଡି.ବିଜୟ ଭାସ୍କରଙ୍କ ସିନେମା ‘ଠାକୁର ଅଛନ୍ତି ଚଉବାହାକୁ’ରୁ ସହକାରୀ ନିର୍ଦ୍ଦେଶକ ଭାବେ ସିନେଜଗତରେ ପଦାର୍ପଣ କରିଥିଲେ। ଏହାପରେ ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘ପାଚେରୀ ଉଠିଲା ମଝି ଦୁଆରୁ’, ‘କୋଟିଏ ମଣିଷ ଗୋଟିଏ....