Advertisment
Latest Posts
Advertisment
ରାଜ୍ୟ
ଭାରତ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ର ପାଲଟିଛି: ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି। ଏହି ଅବସରରେ ସେ ନୌସେନାର କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି।
ଜିଲ୍ଲା
ବ୍ରିଜ୍ ତଳକୁ ଝୁଲି ରହିଲା ଲକ୍ଷ୍ମୀ ବସ୍
ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟାରେ ବ୍ରିଜ୍ ତଳକୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଏକ ଓଭର ବ୍ରିଜ୍ ଉପରୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ବସ୍ରେ କେହି ଯାତ୍ରୀ ନ ଥିଲେ...
ଖେଳ
ଧୋନି ମୋ ସହ କଥା ହୁଅନ୍ତି ନାହିଁ, ମୁଁ ବି କଥା ହେବାକୁ ଚେଷ୍ଟା କରେ ନାହିଁ
ଆଜି କି ୧୦ବର୍ଷ ହୋଇଯିବ ମୁଁ ଧୋନିଙ୍କ ସହ କଥା ହୋଇନାହିଁ। ଏହା ପଛରେ ମୋର କୌଣସି ବି କାରଣ ନାହିଁ। ହୋଇପାରେ ତାଙ୍କ ପାଖରେ ଏହାର କାରଣ ଥାଇପାରେ:ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ
ରାଜନୀତି
ଫଡନାଭିସ୍ଙ୍କ ସମେତ ୪ ମୁଖ୍ୟମନ୍ତ୍ରୀ ବ୍ରାହ୍ମଣ: ଓବିସି-ଠାକୁରଙ୍କ ସଂଖ୍ୟା ଅଧିକ
ଫଡନାଭିସ୍ ବ୍ରାହ୍ମଣ ସମ୍ପ୍ରଦାୟର। ତାଙ୍କ ଭଳି ଦେଶରେ ୩ ଜଣ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଓବିସି ଏବଂ ଠାକୁର ସମ୍ପ୍ରଦାୟର ନେତା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ୪ ରାଜ୍ୟରେ ଆଦିବାସୀ ଏବଂ ୨ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜାତି ଉପରେ ବିଶ୍ୱାସ ନ କରୁବାକୁ ଦାବି କରିଛନ୍ତି...
ଅପରାଧ
ପତ୍ନୀକୁ ଅନ୍ୟ ଯୁବକ ସହ କାରରେ ଦେଖି ନିଆଁ ଲଗାଇଦେଲା ସ୍ବାମୀ
ପତ୍ନୀକୁ ଅନ୍ୟ ଯୁବକ ସହ କାରରେ ଯାଉଥିବା ଦେଖି ପିଛା କଲା ସ୍ବାମୀ। କିଛି ବାଟ ଯିବା ପରେ ରାଗରେ ଦୁହେଁ ବସିଥିବା କାରକୁ ଅଟକାଇ ସ୍ବାମୀ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। କେରଳରେ ଘଟିଛି ଏଭଳି ଘଟଣା।
ମନୋରଞ୍ଜନ
ବିକ୍ରାନ୍ତଙ୍କ ନିଷ୍ପତ୍ତିକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ଶତ୍ରୁଘ୍ନ ସିହ୍ନା
ଫିଲ୍ମ ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିକ୍ରାନ୍ତ ମାସେ ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିନୟରୁ ବିରତି ନେଉଥିବା ଘୋଷଣା କରିଥିଲେ। ଏବେ ଏହା ଉପରେ ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।