Latest Posts
ରାଜ୍ୟ
ଛାତ ଉପରୁ ଖସିପଡ଼ି ଚାଲିଗଲା ଯୁବଙ୍କ ଜୀବନ
ବିନିକା ବ୍ଳକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ପଡ଼ି ଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଵିନିକା ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଆଣିଥିଲେ। ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଘୋର ଦୁର୍ଦ୍ଦଶା: ଏକ ନମ୍ବର ଭାରତ ୪୬ରେ ଅଲ୍ଆଉଟ୍
ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ତାରକା ଖଚିତ ବ୍ୟାଟିଂକ୍ରମ ଅଚାନକ ତାସଘର ଭଳି ଭୁଶୁଡ଼ିପଡ଼ିଛି। ଲଜ୍ଜାଜନକ ଭାବେ ମାତ୍ର ୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।
ରାଜନୀତି
ସଙ୍କଟରେ କଟକ ବିଜେଡି: ଆରମ୍ଭ ହେଲାଣି ଭୁଶୁଡ଼ିବା ପ୍ରକ୍ରିୟା!
ନିକଟରେ ଦଳର ସଦସ୍ୟ ସଂଗ୍ରହ ସମାବେଶରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଦଳକୁ ଚଳାଉଥିବା ଦୁଇ ନେତାଙ୍କୁ ସିଧାସଳଖ ଆକ୍ଷେପ କରି ତାଙ୍କୁ ପଛରୁ ଛୁରି ମାରୁଥିବା ଭଳି ବିସ୍ଫୋରକ ବୟାନ ଦେଇଥିଲେ।
ଅପରାଧ
ଯୁବକଯୁବତୀଙ୍କୁ ଠକିବା ଓ ବନ୍ଧକ ରଖୁଥିବା ଗ୍ୟାଙ୍ଗ୍ର ୩ ଜଣଙ୍କୁ ଉଠାଇନେଲା ବନ୍ଧମୁଣ୍ଡା ପୁଲିସ
ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି ଦେବା ଆଳରେ ବେକାର ଯୁବକଯୁବତୀଙ୍କୁ ଠକିବା ଓ ବନ୍ଧକ ରଖୁଥିବା ଏକ ଗ୍ୟାଙ୍ଗ୍ର ୩ ଜଣଙ୍କୁ ବନ୍ଧମୁଣ୍ଡା ପୁଲିସ ଉଠାଇନେଇଛି। ଗୋଟିଏ ଘରେ ବନ୍ଧକ ଥିବା ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି।
ମନୋରଞ୍ଜନ
ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇିଡି ଜେରା: ଆଇପିଏଲ୍ ବେଟିଂ ବିଜ୍ଞାପନ ମାମଲା
ମହାଦେବ ବେଟିଂ ଆପ୍ ଓ ଫେୟାର୍ ପ୍ଲେ ଆପ୍ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ତମ୍ମନା ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଜେରା କରିଛି।