Advertisment
Latest Posts
Advertisment
ରାଜ୍ୟ
ଭଲମଣିଷ ହେବାକୁ ପରାମର୍ଶ ଦେଉଥିଲେ ରମେଶ ପ୍ରଧାନ, ଅଞ୍ଚଳରେ ଶୋକର ଛାୟା
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ପ୍ରସାଦ ପ୍ରଧାନ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ପାଇଁ ଗତ ୨୦ ତାରିଖ ଦିନ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ପରିବାର ଲୋକେ ଏହି ସୂଚନା ଦେଇଛନ୍ତି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ନିଜ ଭାଇଙ୍କ ରେକର୍ଡ ସହ ସମକକ୍ଷ ହେଲେ ମିଚେଲ ମାର୍ଶ
ମିଚେଲ ମାର୍ଶ ଗତକାଲି ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ୧୧୭ ରନ୍ର ଏକ ଚମତ୍କାର ଇନିଂସ ଖେଳି ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହା ସହିତ ସେ ତାଙ୍କ ଭାଇଙ୍କ ୧୮ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହୋଇଛନ୍ତି।
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
୫ ମାସରେ କୋଟିଏ ଟଙ୍କାର ନିଶା ଦ୍ରବ୍ୟ ଜବତ: ୮୨୨ ଗ୍ରାମ ବ୍ରାଉନ୍ସୁଗାର, ୧୦୧୮ କେଜି ଗଞ୍ଜେଇ, ୭୮ ନିଶା ବ୍ୟବସାୟୀ ଗିରଫ
ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍, ଅବକାରୀ ବିଭାଗ ଓ ଏସ୍ଟିଏଫ୍ ନିୟମିତ ଭାବେ ରାଜଧାନୀରୁ ଗଞ୍ଜେଇ, ବ୍ରାଉନ୍ସୁଗାର୍, ହେରୋଇନ୍, ଚୋରା ମଦ ଆଦି ଜବତ କରୁଛି। ମାଫିଆ, ଖୁଚୁରାବେପାରୀଙ୍କୁ ବି ଗିରଫ କରୁଛି।
ମନୋରଞ୍ଜନ
ଏହି କାରଣରୁ ତମନ୍ନାଙ୍କୁ ନେଇ କର୍ଣ୍ଣାଟକ ରାଜନୀତିରେ ଜୋର ଧରିଲା ତାତି
ବଲିଉଡ ସହ ଟଲିଉଡ଼ରେ ନିଜ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିବା ତମନ୍ନା ଭାଟିଆଙ୍କୁ ନେଇ କର୍ଣ୍ଣାଟକରେ ବହୁତ ବିବାଦ ସୃଷ୍ଟି ହୋଇଛି। ବାସ୍ତବରେ ତମନ୍ନାଙ୍କୁ 'ମହୀଶୂର ସାଣ୍ଡଲ୍ ସାବୁନ୍'ର ବ୍ରାଣ୍ଡ ଆମ୍ବାସାଡର କରିବାକୁ ନେଇ ରାଜନୀତି ଜୋର ଧରିଛି |