Advertisment
Latest Posts
Advertisment
ରାଜ୍ୟ
ନିଶାମୁକ୍ତ ରାଜ୍ୟ ଗଠନ ପାଇଁ ଟେଲିଭିଜନ କ୍ୟାମ୍ପେନ୍, ଭ୍ୟାନ୍ ମାଧ୍ୟମରେ ସଚେତନ କରାଯିବ: ମନ୍ତ୍ରୀ
ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ଏକ ପଦଯାତ୍ରା ଗୁରୁବାର ଜୁନ୍ ୨୬ରେ ନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା।...
ଜିଲ୍ଲା
ରଥଯାତ୍ରା: ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ
ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଜୁନ୍ ୨୭ ତାରିଖ ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ରଥଯାତ୍ରାର ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି...
ଖେଳ
ହେଡିଂଲେରେ ହାରିବାର ୬ କାରଣ
ହେଡିଂଲେ ଟେଷ୍ଟ୍ରେ ଭାରତୀୟ କ୍ରିକେଟ୍ ଦଳର ଅପ୍ରତ୍ୟାଶିତ ପରାଜୟ ଅନେକଙ୍କୁ ବିସ୍ମିତ କରିଛି। ଦଳ ତା’ର ଦୁଇଟି ପାଳିରେ ପାଞ୍ଚଟି ଶତକ ଅର୍ଜନ କରିବା ସତ୍ତ୍ବେ ପରାଜୟର ସମ୍ମୁଖୀନ ହୋଇଥିଲା।
ରାଜନୀତି
ହସିନାଙ୍କୁ ଫାଶୀ ଦାବିକୁ ନେଇ ବିବାଦ: ବାଂଲାଦେଶ ଟ୍ରିବ୍ୟୁନାଲ୍ ଆଇନଜୀବୀଙ୍କୁ ବହିଷ୍କାର କଲେ
ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ହସିନାଙ୍କ ପାଇଁ ନିଯୁକ୍ତ ଆଇନଜୀବୀ ଅମିନୁଲ ଗନି ଟିଟୁଙ୍କୁ ତାଙ୍କ ବିବାଦୀୟ ଫେସବୁକ୍ ପୋଷ୍ଟ ଯୋଗୁ ପଦରୁ ହଟାଇ ଦେଇଛନ୍ତି। ଟିଟୁ ପୂର୍ବରୁ ହସିନାଙ୍କୁ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଏବେ ଆମିର ହୁସେନଙ୍କୁ ନୂତନ ନିଯୁକ୍ତ ପାଇଛନ୍ତି...
ଅପରାଧ
ଗାଁ ଗାଁରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ: କାର୍ଯ୍ୟାନୁଷ୍ଠାନ ନାହିଁ
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମାଳ ମାଳ ନକଲି ଡାକ୍ତର ରୋଗୀଙ୍କୁ ଶୋଷଣ କରୁଛନ୍ତି। ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବିଭିନ୍ନ ଗ୍ରାମରେ ବଢ଼ି ବଢ଼ି ଚାଲିଛି। ନିଜକୁ ଡାକ୍ତର ଭାବେ ପରିଚୟ ଦେଇ କ୍ୱାକ୍ ବା ନକଲି ଡାକ୍ତରମାନେ ଲୋକଙ୍କୁ ଶୋଷଣ କରୁଛନ୍ତି...
ମନୋରଞ୍ଜନ
ଚଳଚ୍ଚିତ୍ର ‘ଅନନ୍ତା’ ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ: ବିଧାୟକ
ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛିl ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛି l ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି ଦେଖିବାକୁ ମିଳୁଛିl