Advertisment
Latest Posts
Advertisment
ଜିଲ୍ଲା
କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ
ବୈଜ୍ଞାନିକମାନେ ମହାକାଶରେ ପହଞ୍ଚିଥିବା ଯୁଗରେ ଲୋକଙ୍କ ମଧ୍ୟରେ ଏବେ ବି ଅନ୍ଧବିଶ୍ୱାସ ବସା ବାନ୍ଧିଛି। ଅନ୍ଧ ବିଶ୍ୱାସ ଏବଂ ରୁଢ଼ିବାଦୀ ସମାଜର କାର୍ଯ୍ୟକଳାପ ପ୍ରଗତି ଏବଂ ଆଧୁନିକ ଜୀବନରେ ପ୍ରତିବନ୍ଧକ ସାଜିଛି....
Gallery
କରଣ କୁନ୍ଦ୍ରାଙ୍କ ପୂର୍ବତନ ପ୍ରେମିକା ବିବାହ ନକରି ମା’: କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା
ଗ୍ଲାମର ଜଗତରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନକରି ମା’ ହୋଇଛନ୍ତି। ସେମାନେ ସେମାନଙ୍କର ପିଲାମାନଙ୍କୁ ଏକାକୀ ମା’ ଭାବରେ ପାଳନ ପୋଷଣ କରୁଛନ୍ତି ଏବଂ ସେମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି...
ବାଣିଜ୍ୟ
୬୯ ଦେଶ ଉପରେ ଟ୍ରମ୍ପଙ୍କ ଶୁଳ୍କ ୭ରୁ: ଭାରତ ଉପରେ ୨୫%, ୪୦ ବିଲିଅନ ଡଲାର ରପ୍ତାନି ପ୍ରଭାବିତ ହେବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୬୯ଟି ଦେଶ ଉପରେ ପାଲଟା ଶୁଳ୍କ ଘୋଷଣା କରିଛନ୍ତି। ସର୍ବାଧିକ ୪୩ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇଥିବା ବେଳେ ଭାରତ ଉପରେ ୨୫% ଶୁଳ୍କ ଲାଗିଛି।
ଅପରାଧ
ବିମାନ ଭିତରେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଥିବା ବ୍ୟକ୍ତିଙ୍କ ଭିଡିଓ ହେଲା ଭାଇରାଲ୍. ତାପରେ...
ମୁମ୍ବାଇରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିମାନ ମଧ୍ୟରେ ଜଣେ ଯାତ୍ରୀ ତାଙ୍କ ସହଯାତ୍ରୀଙ୍କୁ ଚାପୁଡ଼ା ମାରୁଥିବାର ଦୃଶ୍ୟ ଏକ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ମନୋରଞ୍ଜନ
ବଲିଉଡରେ କିଙ୍ଗ୍ ଖାନ୍ର ମାନ୍ୟତା ମିଳିଥିଲେ ବି ୩୩ବର୍ଷ ହେଲା ମିଳିନଥିଲା ଜାତୀୟ ପୁରସ୍କାର
ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର ମିଳିଛି। ୨୦୨୩ ମସିହାରେ ଆଟଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ 'ଜୱାନ'ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସୁପରଷ୍ଟାର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ପୁନଶ୍ଚ ପୃଥିବୀ
ଅମ୍ଳଜାନ ସିଲିଣ୍ଡର ଧରି ବୁଲିବାର ସମୟ ନ ଆସୁ: ଦୁର୍ଗା
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ। ଋତୁ ଅନୁସାରେ ଆଉ ପାଗ ବଦଳୁନି। ଖରାଦିନେ ବର୍ଷା ଏବଂ ବର୍ଷା ଦିନେ ଖରା ହେଉଛି। ତେଣୁ ସୁସ୍ଥ ଜୀବନ ପାଇଁ ବୃକ୍ଷ ହିଁ ଏକମାତ୍ର ସାହାରା ବୋଲି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି।