Advertisment
Latest Posts
Advertisment
ଜିଲ୍ଲା
କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ
ବୈଜ୍ଞାନିକମାନେ ମହାକାଶରେ ପହଞ୍ଚିଥିବା ଯୁଗରେ ଲୋକଙ୍କ ମଧ୍ୟରେ ଏବେ ବି ଅନ୍ଧବିଶ୍ୱାସ ବସା ବାନ୍ଧିଛି। ଅନ୍ଧ ବିଶ୍ୱାସ ଏବଂ ରୁଢ଼ିବାଦୀ ସମାଜର କାର୍ଯ୍ୟକଳାପ ପ୍ରଗତି ଏବଂ ଆଧୁନିକ ଜୀବନରେ ପ୍ରତିବନ୍ଧକ ସାଜିଛି....
Gallery
କରଣ କୁନ୍ଦ୍ରାଙ୍କ ପୂର୍ବତନ ପ୍ରେମିକା ବିବାହ ନକରି ମା’: କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା
ଗ୍ଲାମର ଜଗତରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନକରି ମା’ ହୋଇଛନ୍ତି। ସେମାନେ ସେମାନଙ୍କର ପିଲାମାନଙ୍କୁ ଏକାକୀ ମା’ ଭାବରେ ପାଳନ ପୋଷଣ କରୁଛନ୍ତି ଏବଂ ସେମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି...
ବାଣିଜ୍ୟ
ବଢ଼ିଲା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ: ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ବଢ଼ିଲା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ। ଇଡି ସମ୍ମୁଖରେ ଜେରା ହେବାକୁ ମିଳିଲା ସମନ । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ।
ଅପରାଧ
ଅନ୍ଲାଇନ୍ ଜିନିଷ ଅର୍ଡର କରି ଠକାମୀର ଶିକାର ହେଲେ ପ୍ରଧାନଶିକ୍ଷୟିତ୍ରୀ
ଅନ୍ଲାଇନ୍ରେ ଜିନିଷ ଅର୍ଡର କରି ଜଣେ ଶିକ୍ଷୟିତ୍ରୀ ଠକାମୀର ଶିକାର ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ଶଙ୍ଖ ଗଣେଶ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ କପଡ଼ା ଭର୍ତ୍ତି ଏକ ପ୍ୟାକେଟ୍ ପହଞ୍ଚିଛି ଥିବା ସେ ଅଭିଯୋଗ କରିଛନ୍ତି।
ମନୋରଞ୍ଜନ
ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଅଧ୍ୟାୟ: ୨୦୨୧ରେ ‘ପ୍ରତୀକ୍ଷା’, ୨୦୨୨ରେ ‘ଦମନ’ ଓ ୨୦୨୩ ପାଇଁ ‘ପୁଷ୍କରା’କୁ ଜାତୀୟ ପୁରସ୍କାର
ଫେରୁଛି ଓଡିଆ ସିନେମାର ଭଲ ଦିନ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ବି ଓଡିଆ ସିନେମା କିଣୁଛି ଦର୍ଶକଙ୍କ ମନ । ଖାଲି ଦର୍ଶକଙ୍କ ମନ ଜିଣିବାରେ ସୀମିତ ନାହିଁ ସିନେମା ବରଂ ଏହାର ପରିସୀମା ଆଉ ଦି’ପାଦ ଆଗେଇଛି । ଓଡ଼ିଆ ସିନେମାକୁ ମିଳୁଛି ଜାତୀୟ ପୁରସ୍କାର ।
ପୁନଶ୍ଚ ପୃଥିବୀ
ଅମ୍ଳଜାନ ସିଲିଣ୍ଡର ଧରି ବୁଲିବାର ସମୟ ନ ଆସୁ: ଦୁର୍ଗା
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ। ଋତୁ ଅନୁସାରେ ଆଉ ପାଗ ବଦଳୁନି। ଖରାଦିନେ ବର୍ଷା ଏବଂ ବର୍ଷା ଦିନେ ଖରା ହେଉଛି। ତେଣୁ ସୁସ୍ଥ ଜୀବନ ପାଇଁ ବୃକ୍ଷ ହିଁ ଏକମାତ୍ର ସାହାରା ବୋଲି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି।