Advertisment
Latest Posts
Advertisment
ରାଜ୍ୟ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାରିପଦା ପୌରପରିଷଦର ବରିଷ୍ଠ କିରାଣି
ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣି ଲାଞ୍ଚ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କିରାଣି ଜଣକ ହେଲେ ଗୋପାଳକୃଷ୍ଣ ପ୍ରଧାନ।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଭାରତୀୟ ୧୯ ବର୍ଷରୁ କମ୍ ଦଳର ଇଂଲଣ୍ଡ ଗସ୍ତ: ମହାତ୍ରେ ଅଧିନାୟକ, ବୈଭବଙ୍କୁ ସୁଯୋଗ
ଭାରତୀୟ ୧୯ବର୍ଷରୁ କମ୍ ଦଳର ଇଂଲଣ୍ଡ ଗସ୍ତ ଲାଗି କନିଷ୍ଠ ଚୟନ ସମିତି ଗୁରୁବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ମୁମ୍ବାଇର ୧୭ ବର୍ଷୀୟ ଓପନର୍ ଆୟୁଷ ମହାତ୍ରେ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି।
ରାଜନୀତି
ନକହି ଡିୟୁରେ ପହଞ୍ଚି ନିନ୍ଦିତ ହେଲେ ରାହୁଲ ଗାନ୍ଧୀ
ପୂର୍ବରୁ ଗସ୍ତର କିଛି ସୂଚନା ନଦେଇ ଯାଇ ଦିଲ୍ଲୀ ୟୁନିଭରସିଟିରେ ପହଞ୍ଚିଛନ୍ତି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗୁରୁବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଏକ ଅପ୍ରତ୍ୟାଶିତ ଗସ୍ତ କରିଥିବା କାରଣରୁ ରାହୁଲଙ୍କୁ ନିନ୍ଦା କରିଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ।
ଅପରାଧ
୫ ମାସରେ କୋଟିଏ ଟଙ୍କାର ନିଶା ଦ୍ରବ୍ୟ ଜବତ: ୮୨୨ ଗ୍ରାମ ବ୍ରାଉନ୍ସୁଗାର, ୧୦୧୮ କେଜି ଗଞ୍ଜେଇ, ୭୮ ନିଶା ବ୍ୟବସାୟୀ ଗିରଫ
ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍, ଅବକାରୀ ବିଭାଗ ଓ ଏସ୍ଟିଏଫ୍ ନିୟମିତ ଭାବେ ରାଜଧାନୀରୁ ଗଞ୍ଜେଇ, ବ୍ରାଉନ୍ସୁଗାର୍, ହେରୋଇନ୍, ଚୋରା ମଦ ଆଦି ଜବତ କରୁଛି। ମାଫିଆ, ଖୁଚୁରାବେପାରୀଙ୍କୁ ବି ଗିରଫ କରୁଛି।
ମନୋରଞ୍ଜନ
ଲଗାତର ଦୁଇ ଦିନରେ ସଲ୍ମାନ୍ଙ୍କ ଘର ଭିତରେ ପଶିଲେ ୨ ଅନୁପ୍ରବେଶକାରୀ
ସଲ୍ମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପୁଣି ଅନୁପ୍ରବେଶ ଉଦ୍ୟମ। ମୁମ୍ବାଇରେ ଥିବା ଭାଇଜାନ୍ଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଅନୁପ୍ରବେଶ କରିଥିବା ଦୁଇ ଅନୁପ୍ରବେଶକାରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ପୃଥକ ମାମଲା ରୁଜୁ କରିଛି। ଯେଉଁଠାରେ ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହିତ ରୁହନ୍ତି।