Daily Archives

April 3, 2018

ସନ୍ନିଙ୍କ ସଂପର୍କରେ ତାଙ୍କ ବାପାମାଆଙ୍କ ଧାରଣା ଏମିତି, ବାୟୋପିକ୍‌ରେ ରହିଛି ଅନେକ କଳା କାହାଣୀ

ମୁମ୍ବାଇ: ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ଜୀବନରେ ବହୁ ଅପବାଦ ସହିଛନ୍ତି ବୋଲି ପୂର୍ବରୁ ଅନେକ ସାକ୍ଷାତକାରରେ କହି ସାରିଛନ୍ତି। ସେ ଆହୁରି ବି କହିଛନ୍ତି କି ଲୋକ ଭାବନ୍ତି ଭାରତ ଆସିବା ପରେ ହିଁ ତାଙ୍କୁ ଅପବାଦ ଓ ସମାଲୋଚନାର ସାମ୍ନା କରିବାକୁ…
ଅଧିକ ଖବର ଦେଖନ୍ତୁ...

ରେଡମି ସ୍ମାର୍ଟଫୋନ୍‌ କ୍ରୟ କରନ୍ତୁ, ପ୍ରଥମ ଥର ପାଇଁ ଏହି ଅଫରର ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ରେଡମି ସ୍ମାର୍ଟଫୋନ୍‌ର ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଭାରତରେ ଏହି ଫେଷ୍ଟିଭାଲ ଏପ୍ରିଲ ୫ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଫେଷ୍ଟିଭାଲରେ କମ୍ପାନି ବିଭିନ୍ନ ପ୍ରକାର ଅଫର ଦେବ ବୋଲି ଘୋଷଣା କରିଛି। ଏଥରକ ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି କିଛି ସ୍ୱତନ୍ତ୍ର ଅଫର ।…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରତିଦିନ ୩୪ଟି ବ୍ୟାଙ୍କ୍‌ ଠକେଇ ହେଉଛି, ବିପଦରେ ୨୦% ସମ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ପ୍ରତି ଦିନ ୩୪ଟି ବ୍ୟାଙ୍କ୍‌ ଠକେଇ ମାମଲା ଆସୁଛି। ଏହା ଦ୍ୱାରା ବ୍ୟାଙ୍କ୍‌ର ୨୦ ପ୍ରତିଶତ ସମ୍ପତ୍ତି ବିପଦ ଆଡ଼କୁ ଠେଲି ହୋଇ ଯାଉଛି। ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଆର୍ଥିକ ବର୍ଷ ୨୦୧୬-୧୭ରେ ସମୁଦାୟ ୧୨,୫୫୩ ଠକେଇ ମାମଲା ନଜରକୁ ଆସିଛି। ଏହି ସବୁ ଠକେଇରେ ଦେଶର…
ଅଧିକ ଖବର ଦେଖନ୍ତୁ...

ଭୂମି ଫାଟି ହୋଇଯିବ ଦୁଇଫାଳ, ସୃଷ୍ଟି ହେବ ନୂଆ ମହାସାଗର !

ଆଫ୍ରିକା ମହାଦ୍ୱୀପ ଦୁଇ ଖଣ୍ଡରେ ବାଣ୍ଟି ହୋଇଯିବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଆଉ ଆଗାମୀ ଏକ କୋଟି ବର୍ଷ ମଧ୍ୟରେ ଏହି ଦୁଇ ଖଣ୍ଡ ମଧ୍ୟରେ ଏକ ମହାସାଗର ସୃଷ୍ଟି ହୋଇଯିବ । ତେବେ ଏହି ପ୍ରକ୍ରିୟା ଏବେ ଠାରୁ ଆରମ୍ଭ ହୋଇସାରି ଥିବା ଦେଖିବାକୁ ମିଳିଛି। ଦକ୍ଷିଣ ପଶ୍ଚିମ ଇଲାକାରେ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ପ୍ରଥମ ମୋବାଇଲ୍‌ କଲ୍‌ କିଏ କାହାକୁ କରିଥିଲେ, କଲରେ କି କଥା ହୋଇଥିଲେ ସେମାନେ?

ନିକଟ ଅତୀତରେ ଆପଣ ପ୍ରଥମ ଟୁଇଟ୍‌ ବିଷୟରେ ପଢ଼ିଥିବେ। ଟୁଇଟ୍‌ରର ନିର୍ମାତା ଜ୍ୟାକ୍‌ ଡୋର୍‌ସି କରିଥିଲେ ଉକ୍ତ ଟୁଇଟ୍‌ । ସେ ଲେଖିଥିଲେ, ‘ଜଷ୍ଟ୍‍ ସେଟିଂ ଅଫ୍‌ ମାଇଁ ଟୁଇଟର୍‌’। ଏବେ ଆପଣଙ୍କୁ ଆହୁରି ଏକ ପ୍ରଥମ ଜିନିଷ ବିଷୟରେ ଅବଗତ କରାଇବୁ। ତାହା ହେଉଛି ପ୍ରଥମ ମୋବାଇଲ୍‌ କଲ୍‌।…
ଅଧିକ ଖବର ଦେଖନ୍ତୁ...

୮.୩୮ କୋଟି କର୍ମଚାରୀଙ୍କ ଜନ୍ମ ତାରିଖ ସଂପର୍କରେ କୌଣସି ପ୍ରକାରର ତଥ୍ୟ ଇପିଏଫ୍‌ଓଙ୍କ ନିକଟରେ ନାହିଁ: ଶ୍ରମ ମନ୍ତ୍ରୀ…

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ) କର୍ତ୍ତୃପକ୍ଷଙ୍କ ସଦସ୍ୟ ଥିବା ୮.୩୮ କୋଟି କର୍ମଚାରୀଙ୍କ ଜନ୍ମ ତାରଖ ସଂପର୍କରେ କୌଣସି ପ୍ରକାରର ତଥ୍ୟ ଇପିଏଫ୍‌ଓଙ୍କ ନିକଟରେ ନାହିଁ। ଖାଲି ଏତିକି ନୁହେଁ ୧୧.୦୭ କୋଟି ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ପିତାଙ୍କ ନାମ ମଧ୍ୟ ଇପିଏଫ୍‌ଓଙ୍କ…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ସର୍ବବୃହତ୍ତ ବିଜୟ, ଅନ୍ତିମ ଟେଷ୍ଟରେ ୪୯୨ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ

ଜୋହନସ୍‌ବର୍ଗ: ଦକ୍ଷିଣ ଆଫ୍ରିକା ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଶୃଙ୍ଖଳାର ୪ର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ୫ମ ଦିନରେ ଅଷ୍ଟ୍ରେଲିଆକୁ ୪୯୨ ରନ୍‌ରେ ପରାସ୍ତ କରିଛି। ଏଥି ସହତ ଦକ୍ଷିଣ ଆଫ୍ରିକା ୪ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ ନିଜର କରିପାରିଛି। ଦକ୍ଷିଣ ଆଫ୍ରିକା ୪ର୍ଥ…
ଅଧିକ ଖବର ଦେଖନ୍ତୁ...

ଟିକିଏ ହଳଦୀର ଅନେକ ଗୁଣ, ତୁରନ୍ତ ମିଳେ ଫାଇଦା

ହଳଦୀରେ ବହୁ ଉପକାରିତା ରହିଛି ଏହା କହିବାର ଆବଶ୍ୟକତା ନାହିଁ। ଏହା ଚର୍ମ ରୋଗକୁ ଚୁଟ୍‌କିରେ ଭଲ କରିବା ସହ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଆଗ ଖୋଜା ପଡ଼ିଥାଏ। ଏଥିରେ ବହୁ ଆୟୁର୍ବେଦ ଗୁଣ ରହିଛି। କେବଳ ଖାଇବା ପାଇଁ ନୁହେଁ ଶରୀରରେ ଲଗାଇବା ପାଇଁ ମଧ୍ୟ ହଳଦୀ ବ୍ୟବହାର କରାଯାଇଥାଏ। ତେବେ ଚାଲନ୍ତୁ…
ଅଧିକ ଖବର ଦେଖନ୍ତୁ...

ସେନା ପୋଷାକରେ ଧୋନି କାହିଁକି ଗ୍ରହଣ କଲେ ‘ପଦ୍ମଭୂଷଣ’ ଉପାଧି ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ୍‌ ଜିତିବାର ଠିକ୍‌ ୭ ବର୍ଷ ପରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗତ ସୋମବାର ଦେଶର ତୃତୀୟ ସର୍ବୋଚ୍ଚ ବେସମାରିକ ସମ୍ମାନ ‘ପଦ୍ମଭୂଷଣ’ ଉପାଧିରେ ସମ୍ମାନୀତ ହୋଇଛନ୍ତି। ଧୋନି ଏହି ଅବସରରେ ସେନା…
ଅଧିକ ଖବର ଦେଖନ୍ତୁ...

ଉତ୍‌କ୍ଷେପଣର ୩ ଦିନ ପରେ ବି ‘ଜିଏସ୍‌ଏଟି-୬ଏ’ ସହ ଯୋଗାଯୋଗ କରିପାରୁ ନାହିଁ ଇସ୍ରୋ, ମହାକାଶରେ ଲକ୍ଷ୍ୟହୀନ ଭାବେ…

ନୂଆଦିଲ୍ଲୀ: ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିଏସ୍‌ଏଟି-୬ଏ ମହାକାଶକୁ ପ୍ରେରଣ ହେବା ପରଠାରୁ ଏକ ପ୍ରକାର ନିଖୋଜ ହୋଇଯାଇଛି। ଉତକ୍ଷେପଣର ୩ ଦିନ ପରେ ବି ତାହା ସହ କୌଣସି ସଂପର୍କ ସ୍ଥାପିତ ହୋଇ ପାରିନାହିଁ। ୨୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କରାଯାଇଥିବା ଏହି ଉପଗ୍ରହ ସୋମବାର ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...