Daily Archives

January 2, 2019

ସଚିନ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ୮୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ବିଶ୍ୱ କ୍ରିକେଟର ଜଣାଶୁଣା ଚେହେରା ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ବୁଧବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ଆଚରେକର ସାର ନାଁରେ ଭଲଭାବରେ ଜଣାଶୁଣା ରମାକାନ୍ତ ୮୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। Sachin Tendulkar’s coach…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ସ୍ୱକୀୟତା ହେତୁ ସାରା ବିଶ୍ୱରେ ନିଆରା ଓଡ଼ିଶା, ଆମ ରାଜ୍ୟ ସଂପର୍କରେ ଏ ସବୁ ସାଧାରଣ କଥା ଜାଣନ୍ତି କି?

ବିଶ୍ୱ ଦରବାରରେ ଆମ ରାଜ୍ୟ ଓଡ଼ିଶାର ବହୁ ଖ୍ୟାତି ରହିଛି। ଏହାର ଐତିହ୍ୟ ଯେତିକି ଆକର୍ଷଣୀୟ ସେତିକି ପ୍ରେରଣାଦାୟୀ। କଳାପ୍ରାଚୁର୍ଯ୍ୟର ଗନ୍ତାଘର ଓଡ଼ିଶାର ପୂରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ପରିଚୟ। ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଜାତୀୟ ଉଦ୍ୟାନ…
ଅଧିକ ଖବର ଦେଖନ୍ତୁ...

ଓଜନିଆ ହୋଇଥିଲା ମୃତଦେହ, ଉଠାଇବା ପାଇଁ ଗୋଡ କାଟିଲା ପୁଲିସ, କଟା ଗୋଡ ଭିତରୁ ବାହାରିଲା ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ରେଲେଓ୍ଵ ଷ୍ଟେସନ୍‌ ପାଖରେ ଏକ ମୃତଦେହ ପଡ଼ିଥିବା ନେଇ ବେଙ୍ଗାଲୁରୁ ରେଲେଓ୍ଵ ପୁଲିସ ପାଖକୁ ମଙ୍ଗଳବାର ରାତି ପାଖାପାଖି ୧୦ଟା ସମୟରେ ଏକ ଫୋନ୍‌ କଲ୍‌ ଆସିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହଟି ଉଠାଇବାରେ ଓଜନିଆ ହୋଇଥିବା ହେତୁ ପୁଲିସ ଗୋଡ କାଟି…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ କ୍ୟାବିନେଟ ମଂଜୁରୀ, କୌଣସି କର୍ମଚାରୀ ଛଟେଇ ହେବେ…

ନୂଆଦିଲ୍ଲୀ:   କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ଆଣିବାକୁ ଯୋଜନା କରୁଛନ୍ତି ।  ଏହା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଅନ୍ୟତମ । ଏହି ଯୋଜନା ଅନୁଯାୟୀ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ କରାଯିବ ।…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ହ୍ଵାଟ୍‌ସଆପ ଆଣୁଛି ଏହି ୫ ଚମତ୍କାର ଫିଚର୍‌, ବ୍ୟବହାର ହୋଇଯିବ ଆହୁରି ମଜାଦାର୍‌

ମୁମ୍ବାଇ: ଦୁନିଆରେ ସବୁଠାରୁ ବେଶି ବ୍ୟବହାର କରାଯାଉଥିବା ମେସେଜିଂ ଆପ୍‌ ହେଉଛି ହ୍ଵାଟ୍‌ସଆପ୍‌। ଏଥିରେ ଏବର୍ଷ କେତେକ ନୂଆ ଫିଚର୍ସ ଆସିବାକୁ ଅଛି। ଏଥିରେ ମୁଖ୍ୟତଃ ଡିଜାଇନ୍‌ ଓ ଚାଟ ଆଧାରିତ ଫିଚର୍‌ ରହିଛି। ଗତ ବର୍ଷ ବି କମ୍ପାନି ହ୍ଵାଟ୍‌ସଆପରେ କିଛି ନୂଆ ଫିଚର ଆଣିଛି, ଯାହାକି…
ଅଧିକ ଖବର ଦେଖନ୍ତୁ...

ସରକାରୀ ଡାଏରିରେ ତ୍ରୁଟି: ମୁଦ୍ରଣ ପ୍ରମାଦ ଲାଗି କ୍ଷମା ମାଗିଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର: ସରକାରୀ ଡାଏରିରେ ତ୍ରୁଟି ଦେଖାଯିବା ପରେ ପ୍ରମାଦ ଲାଗି ରାଜ୍ୟ ସରକାର ବୁଧବାର କ୍ଷମା ମାଗିଛନ୍ତି। ଡାଏରିର ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦୁଃଖ ପ୍ରକାଶ କରିଛି। ତ୍ରୁଟି ଅନଚ୍ଛାକୃତ  ଏବଂ ପ୍ରାକ ମୁଦ୍ରଣ ସଂଶୋଧନ ଜନିତ ବୋଲି ସାଧାରଣ ପ୍ରଶାସନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହୋଇଯାଇଛି ନୂଆବର୍ଷ, ଜାନୁଆରିରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ଜାଣନ୍ତୁ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହୋଇଯାଇଛି। ଏମିତିରେ ଅଫିସ ହେଉ ଅବା ବ୍ୟାଙ୍କରେ ଅନେକ କାମକାର୍ଯ୍ୟ ରହିଥାଏ। ଏପରି କ୍ଷେତ୍ରରେ ବ୍ୟାଙ୍କ କେଉଁ ଦିନ ବନ୍ଦ ରହୁଛି, ଯଦି ଆପଣ ଜାଣିବେ ନାହିଁ ତେବେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଟାଲକମ୍‌ ପାଉଡରରେ ଆଜବେଷ୍ଟସ ଥିବା ନେଇ ବିବାଦରେ ଜନସନ ଏଣ୍ଡ ଜନସନ

ଭୁବନେଶ୍ୱର : ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ (ଜେଆଣ୍ଡଜେ)ର ଟାଲକମ୍‌ ପାଉଡର୍‌ ବିବାଦରେ ଫସିଯାଇଛି। ଏହି ପାଉଡର୍‌ରେ ରହିଥିବା ଆଜବେଷ୍ଟସ୍‌ ଉପାଦାନ କ୍ୟାନସର୍‌ ସୃଷ୍ଟିର କାରଣ ବୋଲି ପ୍ରଚାର ହେବା ପରେ କଂପାନି ସମସ୍ୟାରେ ପଡ଼ିଯାଇଛି। କିନ୍ତୁ ଯେଉଁ କାରଣକୁ ନେଇ ଏହି ବ୍ରାଣ୍ଡ୍‌କୁ ଆଇନର ଜାଲ…
ଅଧିକ ଖବର ଦେଖନ୍ତୁ...

ସିଡନି କ୍ରିକେଟ ଗ୍ରାଉଣ୍ଡରୁ ଆରମ୍ଭ ହୋଇଥିଲା ବିରାଟ କୋହିଲିଙ୍କ କ୍ୟାପଟେନ୍‌ କ୍ୟାରିୟର, କାଲିଠୁ କରିବେ କମାଲ!

ସିଡନି: ଅଷ୍ଟ୍ରେଲିଆର ଅନ୍ୟତମ ବୃହତ୍ତ କ୍ରିକେଟ ଷ୍ଟାଡିୟମ୍‌ ‘ସିଡନି କ୍ରିକେଟ ଗ୍ରାଉଣ୍ଡ’ରେ ଟିମ୍‌ ଇଣ୍ଡିଆର ଲୋକପ୍ରିୟ ଖେଳାଳି ବିରାଟ କୋହଲିଙ୍କୁ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ମିଳିଥିଲା। ଏହା ଥିଲା ୪ ବର୍ଷ ତଳର ଘଟଣା। ଏହି ୪ ବର୍ଷ ମଧ୍ୟରେ କୋହଲି ରେକର୍ଡର ବାଦଶାହ ହୋଇ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ସପ୍ତାହରେ ଏହି ୩ ଦିନ ଛୁଟି ରହିବ ବ୍ୟାଙ୍କ; ଜରୁରି ନେଣଦେଣ ଥିଲେ ଆଗରୁ ସାରି ଦିଅନ୍ତୁ

ଆଗାମୀ ସପ୍ତାହରେ ବ୍ୟାଙ୍କ ସହ ଜଡିତ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ  ରହିଛି, ତେବେ ଆସନ୍ତା ଶୁକ୍ରବାର ସୁଦ୍ଧା ଆପଣଙ୍କ କାମ ଶେଷ କରିଦିଅନ୍ତୁ। କାରଣ ଶନିବାର ଠାରୁ ୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ।…
ଅଧିକ ଖବର ଦେଖନ୍ତୁ...