Daily Archives

January 4, 2019

ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି: ଯୋଗ୍ୟତା ସଂପନ୍ନ କନଷ୍ଟେବଲ କରିପାରିବେ ତଦନ୍ତ

ଭୁବନେଶ୍ୱର: ଅପରାଧୀଙ୍କ ତୁଳନାରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଅନେକ ଗୁଡ଼ିଏ ମାମଲାର ତଦନ୍ତ ଠିକ ଭାବରେ ହୋଇ ପାରୁନାହିଁ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଅପରାଧ ଓ ଅପରାଧୀଙ୍କୁ ଧରିବା ତଥା ମାମଲାର ତଦନ୍ତ କରିବା ପାଇଁ ଆଗାମୀ ଦିନରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ବଢ଼ିଚାଲିଛି ଏହି ରୋଗ, ଏ ବର୍ଷ ୯୦ ହଜାର ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଯକ୍ଷ୍ମା(ଟିବି) ରୋଗୀଙ୍କ ସଂଧ୍ୟା ଜାତୀୟ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ମାତ୍ର ଏକ ବର୍ଷ ମଧ୍ୟରେ ଦିଲ୍ଳୀରେ ୮୯ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି। ମାତ୍ର ଦିଲ୍ଲୀରେ ଟିବି ସଂକ୍ରମଣ ବଢ଼ିଛି ବୋଲି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଏନଆରସି ଯୋଗୁଁ କୌଣସି ଭାରତୀୟଙ୍କ ପ୍ରତି ଅନ୍ୟାୟ ହେବ ନାହିଁ : ମୋଦି

ନୂଆଦିଲ୍ଲୀ : ଜାତୀୟ ଜନସଂଖ୍ୟା ରେଜିଷ୍ଟାର (ଏନଆରସି) ଯୋଗୁଁ କୌଣସି ଭାରତୀୟଙ୍କ ପ୍ରତି ଅନ୍ୟାୟ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଦେଇଛନ୍ତି । ଆଜି ଆସାମର ସିଲଚରଠାରେ ସେ କହିଛନ୍ତି ଯେ ଏନଆରସି ଯୋଗୁଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ସଂପର୍କରେ ସେ…
ଅଧିକ ଖବର ଦେଖନ୍ତୁ...

ଧାନର ଏମ୍ଏସପି ବୃଦ୍ଧି ଦାବିରେ ଦିଲ୍ଲୀରେ ବିଜେଡି ଧାରଣା: ସାଂସଦ, ବିଧାୟକ ଓ ନେତାଙ୍କ ସହ ସାମିଲ ହେବେ ସୁପ୍ରିମୋ…

ନୂଆଦିଲ୍ଲୀ : ଚାଷୀ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି । ଦିଲ୍ଲୀରେ ଆସନ୍ତା ୮ ତାରିଖରେ ବିଜେଡି ଧାରଣା ଦେବ । ଏଥିରେ ସାମିଲ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି  ପକ୍ଷରୁ ଏହି ସୂଚନା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତ ବିପକ୍ଷରେ ଘୋଷିତ ଦିନିକିଆ ଅଷ୍ଟ୍ରେଲିଆ ଟିମ୍‌ ହାସ୍ୟସ୍ପଦ: ସେନ୍‌ ଓ୍ଵାର୍ଣ୍ଣ

ସିଡନୀ: ପୂର୍ବତନ କ୍ରିକେଟର ସେନ୍‌ ଓ୍ଵାର୍ଣ୍ଣ କହିଛନ୍ତି, ଭାରତ ବିପକ୍ଷରେ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର ଦିନିକିଆ କ୍ରିକେଟ ଟିମ ହାସ୍ୟସ୍ପଦ। ଆଗାମୀ ଆଇସିସି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଭାରତ ବିପକ୍ଷରେ ୩ ଦିନିକିଆ ମ୍ୟାଚ ଶୃଙ୍ଖଳା ପାଇଁ ଟିମ୍‌ ଚୟନ ହୋଇ ନାହିଁ। ବିନା ବୁଝିସୁଝି…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ୧୮ ଲକ୍ଷ ଟଙ୍କାର ଠକି ନେଇ ପଳାଉଥିବା ବେଳେ ନାଇଜେରୀୟ ନାଗରିକଙ୍କୁ ଧରିଲା ପୁଲିସ

ଅନୁଗୁଳ : ନାଇଜେରିଆ ଠକକୁ ଗିରଫ କଲା ଅନୁଗୁଳ ପୋଲିସ । ନାଇଜେରିଆର ଏହି ଠକର ନାଁ ହେଉଛି ନିକୋଲାସ । କଟକ ଶିଶୁ ଭବନର ଡାକ୍ତର ମଙ୍ଗଳ ମୁର୍ମୁଙ୍କୁ ଡାକ୍ତରୀ ଉପକରଣ ଯୋଗାଇଦେବା ନାଁରେ ଅର୍ଥ ହଡପ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅର୍ଥ ହଡପ ନେଇ ଡାକ୍ତର ମୁର୍ମୁ ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କାର୍‌ ମାଡ଼ରେ ସାଇକେଲ୍‌ ନୁହେଁ, ସାଇକେଲ ମାଡ଼ରେ ଭାଙ୍ଗିଲା କାର୍‌; ଦେଖନ୍ତୁ ଭିଡିଓ

ବେଜିଂ: ଅନେକ ସମୟରେ ୟୁଟ୍ୟୁବ୍‌ରେ ବହୁ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳିଥାଏ। ସେହିପରି ଚୀନର ଏକ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ବେଶ୍‌ ଚର୍ଚ୍ଚା ପାଲଟିବାରେ ଲାଗିଛି। ଭିଡିଓଟି ସେପରି ମଜାଦାର ନହେଲେ ବି ଅସାଧାରଣ। ଆପଣ ଅନେକ ସମୟରେ କାର୍‌ ମାଡ଼ରେ ବାଇସାଇକେଲ ଭାଙ୍ଗି ଯାଇଥିବା ପରି…
ଅଧିକ ଖବର ଦେଖନ୍ତୁ...

ବଜାରରେ ଯଥେଷ୍ଟ ପରିମାଣରେ ୨ ହଜାର ଟଙ୍କିଆ ନୋଟ ମହଜୁଦ ଅଛି: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ :  ୨ ହଜାର ଟଙ୍କିଆ ନୋଟ ଛାପା ବନ୍ଦ କରିବାର କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏକ ଟ୍ଵିଟ୍‌ କରି କହିଛନ୍ତି ଯେ  ଆବଶ୍ୟକତା ଅନୁସାରେ  କେତେ ପରିମାଣର ନୋଟ ଛପାଯିବ ସେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ରାୟଗଡ଼ା: ସ୍ପଷ୍ଟ ଦିବାଲୋକରେ ଶୁକ୍ରବାର ରାୟଗଡ଼ା ସହରରେ ୭ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଟାଉନଥାନା ଅନ୍ତର୍ଗତ ଗନ୍ତାୟତ ମେଡିକାଲ ଷ୍ଟୋରସ୍‌ର ମାଲିକ ଆଜି ଅପରାହ୍ନ ୪ଟାରେ ଆନ୍ଧ୍ର ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ନେଇ ଘରକୁ ଫେରୁଥିଲେ। ବ୍ୟାଙ୍କ ଠାରୁ ମାତ୍ର…
ଅଧିକ ଖବର ଦେଖନ୍ତୁ...

ଭିଡ଼ ହିଂସାର ଭିଡିଓ ଭାଇରାଲ ହେଲା ପରେ ସାମନାକୁ ଆସିଲା ସତ; ଭିଡ଼ ହିଂସା ଯେ କେତେ ଭୟାନକ ଓ ନିର୍ମମ ହୋଇପାରେ ତାହା…

ଆରାରିଆ (ବିହାର): ଯେତେ ଯାହା କଲେ ବି ଥମିବାର ନାଁ ନେଉନାହିଁ ଭିଡ଼ ହିଂସା। କିଛିଦିନର ନିରବତା ପରେ ପୁଣି ଥରେ ଗତ ଡିସେମ୍ବର ୨୯ ତାରିଖ ରାତିରେ ବିହାରର ଆରାରିଆ ଠାରେ ଘଟି ଯାଇଛି ଏକ ଭିଡ଼ ହିଂସା। ଏହି ଭିଡ଼ ହିଂସାରେ ଶିକାର ହୋଇ ନିଜ ଜୀବନ ହରାଇଛନ୍ତି ମହମ୍ମଦ କାବୁଲ ନାମକ ଜନୈକ ୫୫ ବର୍ଷ…
ଅଧିକ ଖବର ଦେଖନ୍ତୁ...