Daily Archives

January 21, 2019

ଆଇସିଆଇସିଆଇ ବ୍ୟାଙ୍କ ଆରମ୍ଭ କଲା ‘ଦି ୱାନ’ ସଞ୍ଚୟ ଆକାଉଣ୍ଟ

ମୁମ୍ବାଇ : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନୂତନ ଧରଣର ପ୍ରମିୟମ ସଞ୍ଚୟ ଆକାଉଣ୍ଟ ’ଦି ୱାନ’ ପ୍ରଚଳନ କରାଯାଇଛି । ବର୍ତ୍ତମାନ ସମୟକୁ ଚାହିଁ ଏଥିରେ ଅନେକ ସୁବିଧାସୁଯୋଗ ରହିଛି । ସଦାସର୍ବଦା ଗସ୍ତରେ ରହୁଥିବା ଚାକିରିଆ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କର ଦୈନନ୍ଦିନ ଜୀବନର ଆଶାଆକାଂକ୍ଷା…
ଅଧିକ ଖବର ଦେଖନ୍ତୁ...

ବାରିପଦା: ପ୍ରଥମ ଶ୍ରେଣୀ ପିଲାକୁ ଝୁଣି ଝୁଣି ମାରି ଦେଲେ କୁକୁର ପଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର  ଯଶୀପୁର ବ୍ଲକ ଅନ୍ତର୍ଗତ ବାଲିସୁତୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ରିଙ୍କୁ ମହାରାଣା ନାମକ ଜଣେ ପିଲାକୁ ପ୍ରାୟ ୧୦-୧୨ଟି ବୁଲା କୁକୁର କାମୁଡ଼ି ଝୁଣିବା ପରେ ପିଲାଟିର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…
ଅଧିକ ଖବର ଦେଖନ୍ତୁ...

ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ମେଳା ସାରି ଫେରୁଥିବା ବେଳେ ଲଞ୍ଚ ବୁଡ଼ି ୮ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁର: ଆରବ ସାଗରରେ ୨୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଲଞ୍ଚ୍‌ ସୋମବାର ବୁଡ଼ି ଯିବାରୁ ୮ ଜଣଙ୍କର ଜୀବନ ଯାଇଛି। ୨୮ ଜଣ ତାର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏହି ଲଞ୍ଚ୍‌ଟି ଆରବ ସାଗରର କୁରୁମାଗଡ଼ା ଦ୍ୱୀପରୁ କରଓ୍ଵାର ସମୁଦ୍ରକୂଳକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଲାଲ୍ ପୋଷାକରେ ଆସିଲେ ଲିଲି; ଡାକ୍ତରଖାନାରେ ରୋଗୀଙ୍କୁ ଇଂଜେକ୍ସନ ଫୋଡ଼ିଲେ : ଡ୍ୟୁଟିରେ ଥିବା ନର୍ସ ନିଲମ୍ବିତ ଓ…

ସମ୍ବଲପୁର :  ପୁଣି ଚର୍ଚ୍ଚାରେ ସମ୍ବଲପୁର ସଦର ମେଡିକାଲ । ଏହି ଡାକ୍ତରଖାନାରେ ଗତକାଲି ରୋଗୀଙ୍କୁ ଇଂଜେକ୍ସନ ଦେଇଥିବା ଅଜଣା ଯୁବତୀଙ୍କ ପରିଚୟ ଜଣାପଡ଼ିଛି ।  ଯୁବତୀ ଜଣକ ହେଉଛନ୍ତି ସମ୍ବଲପୁରର ଲିଲି ଜାଲ । ଗତ ଶନିବାର ରାତି ପ୍ରାୟ ଗୋଟାଏରେ ଲିଲି ସଦର ମେଡିକାଲ ମେଡିସିନ ୱାର୍ଡରେ ପଶି ୫…
ଅଧିକ ଖବର ଦେଖନ୍ତୁ...

୨୦୧୭ରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ହାମ୍‌ଲା ପାଇଁ ବ୍ୟବହୃତ ହୋଇଥିଲା ପିଡିପି ବିଧାୟକଙ୍କ ଗାଡ଼ି:…

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆଜି ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ଗତ ୨୦୧୭ରେ ଅମରନାଥ ଯାତ୍ରୀଙ୍କ ଉପରେ ଯେଉଁ ଆତଙ୍କବାଦୀ ହାମ୍‌ଲା ହୋଇଥିଲା ସେଥିରେ ଆତଙ୍କବାଦୀମାନେ ପିପ୍ୟୁଲସ୍‌ ଡେମୋକ୍ରଟିକ୍‌ ପାର୍ଟି (ପିଡିପି)ର ଜନୈକ ପୂର୍ବତନ ବିଧାୟକଙ୍କର ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

ସାରା ବିଶ୍ୱରେ ଫରଓ୍ଵାର୍ଡ ମେସେଜ ସଂଖ୍ୟା ୫ରେ ସୀମିତ କଲା ହ୍ଵାଟ୍ସଆପ, ଗତବର୍ଷ ଭାରତରେ ଲାଗୁ ହୋଇସାରିଛି

ନୂଆଦିଲ୍ଲୀ : ହ୍ଵାଟସଆପ ମେସେଜ ଯୋଗୁଁ କେବଳ ଆମ ଦେଶରେ ନୁହେଁ ସାରା ବିଶ୍ୱରେ ବିଭିନ୍ନ ଗୁଜବ ବ୍ୟାପୀ ହିଂସାକାଣ୍ଡ ସୃଷ୍ଟି ହେଉଛି । ଏହାକୁ ମୁକାବିଲା କରିବା ଲାଗି ହ୍ଵାଟ୍ସଆପ କେତେକ ପଦକ୍ଷେପ ନେଇଛି । ଏଣିକି  ଜଣେ ୟୁଜର ଥରକୁ କେବଳ ୫ ଜଣ ୟୁଜର ବା ଗ୍ରୁପକୁ ମେସେଜ ପଠାଇପାରିବେ । ଏ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମାମଲା କଲେ ମୟୂରଭଞ୍ଜ ସାଂସଦ: ଆଦିବାସୀଙ୍କ ପ୍ରତି ଅପମାନଜନକ…

ବାରିପଦା:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଅଦାଲତରେ ଅଭିଯୋଗ କରିଛନ୍ତି  ମୟୁଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା।  ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କୋର୍ଟରେ ଧର୍ମେନ୍ଦ୍ରଙ୍କ ନାଁରେ  ମାମଲା ଦାୟର କରିଛନ୍ତି .ସେ । ସାଂସଦଙ୍କ  ଅଭିଯୋଗ ମୁତାବକ ଗତ ଜାନୁୟାରି ୫ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ରେ ଛାଇଲା ମମତାଙ୍କ ଏହି ଫଟୋ, ବିଜେପି ବିରୋଧୀ ରାଲିରେ ହାତରେ ବାଢ଼ି ଖୁଆଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଇଣ୍ଟର୍‌ନେଟ୍‌ରେ ଦେଖିବାକୁ ମିଳୁଛି ଏକ ହୃଦୟସ୍ପର୍ଶୀ ଫଟୋ। ଫଟୋଟିରେ ଦେଖିବାକୁ ମିଳିଛି ଯେ ମମତା କୋଲକାତାର ବ୍ରିଜ୍‌ ପରେଡ୍‌ ଗ୍ରାଉଣ୍ଡ୍‌ରେ ହେଉଥିବା ‘ୟୁନାଇଟେଡ୍‌ ଇଣ୍ଡିଆ’ ରାଲିରେ ରାଜନେତା ଓ ଆଞ୍ଚଳିକ ଦଳୀୟ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଜେଟଲି, ୨୫ରେ ଭାରତ ଫେରିବେ

ନୂଆଦିଲ୍ଲୀ : କ୍ୟାନସର ଚିକିତ୍ସା ପାଇଁ ଆମେରିକା ଯାଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆସନ୍ତା ଫେବ୍ରୁଆରୀ ୧ରେ ନୂଆଦିଲ୍ଲୀ ଫେରି ବଜେଟ ଉପସ୍ଥାପନ କରିବେ ବୋଲି ଜଣାଯାଇଛି । ଅର୍ଥମନ୍ତ୍ରୀ ଆସନ୍ତା ୨୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ଓ ୧ ତାରିଖରେ ସେ ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ଚୌଦ୍ୱାର ନିକଟରେ ଓଲଟି ପଡ଼ିଲା କଟକରୁ ଅନୁଗୁଳ ଯାଉଥିବା ବସ୍‌; ୨ ମୃତ, ୧୫ରୁ ଅଧିକ ଆହତ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟ କଜଳକଣାଠାରେ ସୋମବାର ସଂଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି। କଟକରୁ ଅନୁଗୁଳ ଯାଉଥିବା ନୀଳକଣ୍ଠ ନାମକ ଘରୋଇ ବସ୍ ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇ ଜଣ ଯାତ୍ରୀ ମୃତ୍ୟୁମୁଖରେ ପଡ଼ିବା ସହ ୨ ଜଣ ଗୁରୁତର ହୋଇଛନ୍ତି। ଅନ୍ୟ ୧୫ ଜଣ ଆହତଙ୍କୁ…
ଅଧିକ ଖବର ଦେଖନ୍ତୁ...