Daily Archives

September 4, 2019

ଫସଲ ହାନୀ ଓ ଋଣଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ଖେରମାଲ ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟା ଖବର। ମଞ୍ଜୁର ହୋଇଥିବା ଋଣ ବାବତ ଟଙ୍କା ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରିବା  ଏବଂ ଫସଲ ନଷ୍ଟ ହେବାର ଆଶଙ୍କାରେ ମ୍ରିୟମାଣ ହୋଇ ଅବଧୋତ ପଧାନ ବିଷ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ଡିକେ ଶିବକୁମାର

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଅନ୍ୟତମ ଟାଣୁଆ ନେତା ଡିକେ ଶିବକୁମାରଙ୍କୁ ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ରିମାଣ୍ଡକୁ ପଠାଇଦେଇଛନ୍ତି । କୋର୍ଟରେ ଶିବକୁମାରଙ୍କ ଓକିଲ କହିଥିଲେ ଯେ ସେ…
ଅଧିକ ଖବର ଦେଖନ୍ତୁ...

‘ହେଲ୍‌ମେଟ୍‌ ବିନା ଗାଡ଼ି ଚଳାଇବା ବେନିୟମ ହେଲେ ଚାଲିବା ନୁହେଁ’; ମିମ୍‌ ଭିଡିଓ ଭାଇରାଲ୍‌, ଟ୍ରାଫିକ୍‌ ପୁଲିସ୍‌…

ନୂଆଦିଲ୍ଲୀ: ସେପ୍ଟମ୍ବର ପହିଲାରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଦେଶର ଅସଚେତନ ନାଗରିକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆକାରରେ ଆଦୟ ହୋଇ ସାରିଲାଣି। ଏହି ସଂଶୋଧିତ ନିୟମକୁ ଅନେକ ଲୋକ ପ୍ରଶଂସା କରୁଥିବା ବେଳେ ଅନେକ ମୁଣ୍ଡ ବିନ୍ଧାର କାରଣ ବୋଲି ଭାବୁଛନ୍ତି। This is…
ଅଧିକ ଖବର ଦେଖନ୍ତୁ...

୧୫୦ତମ ଜୟନ୍ତୀ ଅବସରରେ ଋଷିଆରେ ପ୍ରଚଳନ ହେବ ମହାତ୍ମା ଗାନ୍ଧୀଙ୍କ ଉପରେ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକେଟ 

ମସ୍କୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଋଷିଆରେ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିବାକୁ ଋଷିଆର ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ଦୁଇ ଦିନିଆ ଋଷିଆ ଗସ୍ତରେ ଯାଇଥିବା ଭାରତର…
ଅଧିକ ଖବର ଦେଖନ୍ତୁ...

ଚୀନ ଏଯୁଗର ଇଷ୍ଟ ଇଣ୍ଡିଆ କମ୍ପାନି : ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ମାଲେ : ଚୀନ ଏ ଯୁଗର ଇଷ୍ଟ ଇଣ୍ଡିଆ କମ୍ପାନି ବୋଲି କହିଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବାଚସ୍ପତି ମହମ୍ମଦ ନସିଦ । ଏଠାରେ ଅନୁଷ୍ଠିତ ଭାରତ ମହାସାଗର ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ଯୁଦ୍ଧ କରି, ଗୁଳି ଫୁଟାଇ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଅବିକଳ କିଶୋର କୁମାରଙ୍କ ପରି ଗୀତ ଗାଇ ଚର୍ଚ୍ଚାରେ ପଦ୍ମନ ଗୌଡ଼, ରାନୁ ମଣ୍ଡଲଙ୍କ ପରେ ଭାଇରାଲ୍‌ ହେଉଛନ୍ତି ଏହି ଓଡ଼ିଆ…

ଜୟପୁର: ଅନେକ ବଣ ମଲ୍ଲୀ ବଣରେ ଫୁଟି ବଣରେ ମଉଳି ପଡ଼େ। ସେପରି ଅନେକ କଳାକାର କଳା ନେଇ ଜନ୍ମ ହୁଅନ୍ତି ସିନା ହେଲେ ଲୋକ ଲୋଚନକୁ ଆସିପାରନ୍ତି ନାହିଁ। ରାନୁ ମଣ୍ଡଲଙ୍କ ପରି ଭାଗ୍ୟ ଅବା କେତେ କଳାକାରଙ୍କୁ ମିଳିଥାଏ। ରେଳବାଇ ଷ୍ଟେସନ୍‌ରୁ ମ୍ୟୁଜିକ୍‌ ରେକର୍ଡ ରୁମ୍‌ ପର୍ଯ୍ୟନ୍ତ ରାନୁ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ବୁଡ଼ିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଅନ୍ତର୍ଗତ ରାମିଆ ପାଟଣାର ୩୦ ମତ୍ସ୍ୟଜୀବୀ ୫ଟି ଡଙ୍ଗାରେ ସମୁଦ୍ର ଭିତରକୁ ମାଛ ଧରିବା ଲାଗି ଯାଇଥିବା ବେଳେ ଗୋଟିଏ ଡଙ୍ଗା ଏକ ବିଶାଳକାୟ ଲହଡି ମାଡରେ ଓଲଟି ପଡ଼ିଥିଲା। ଏହି ଡଙ୍ଗାରେ ଥିବା…
ଅଧିକ ଖବର ଦେଖନ୍ତୁ...

ସୁନାଦର ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ : ସୁନାଦର ଆଜି ୧୦ ଗ୍ରାମ ପିଛା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୨୨ ଟଙ୍କା ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କଷିବା ପାଇଁ ଟ୍ରାଫିକ୍‌ ଅଧିକାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା;…

ଗୁରୁଗ୍ରାମ/ ନୂଆଦିଲ୍ଲୀ: ସମଗ୍ର ଦେଶରେ ଗତ ସେପ୍ଟେଟର ୧ ତାରିଖଠାରୁ ନୂତନ ଟ୍ରାଫିକ୍‌ ନିୟମ ଲାଗୁ ହୋଇଯିବା ପରେ ଏବେ ଟ୍ରାଫିକ୍‌ ପୁଲିସ୍‌ଙ୍କ ପକ୍ଷରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟକୁ କେନ୍ଦ୍ର କରି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

‘ରସ୍‌କେ କମର୍‌…’ ଗୀତରେ ଧୁମ୍‌ ମଚାଇଲେ ଓଡ଼ିଆ ପୁଅ ଋତୁରାଜ, ୟୁଟ୍ୟୁବ୍‌ ଭିୟୁ ୩.୨ ମିଲିୟନ୍‌ ଟପିଲା

ମୁମ୍ବାଇ: କିଛି ଗୀତ ଥାଏ ଯାହାକୁ ବିଭିନ୍ନ ଢଙ୍ଗରେ ବିଭିନ୍ନ କଣ୍ଠଶିଳ୍ପୀମାନେ ପରିବେଷଣ କରି ଶ୍ରୋତାଙ୍କ ମନ କିଣିଥାନ୍ତି। ଗୀତର ଧାଡ଼ି ସମାନ ରହେ, ହେଲେ ବଦଳି ଯାଏ ସଂଯୋଜନା ଆଉ କଣ୍ଠସ୍ୱର। ୟୁଟ୍ୟୁବ୍‌ରେ ବହୁ ଲୋକପ୍ରିୟତା ସାଉଁଟିଥିବା ଗୀତଗୁଡ଼ିକ ମଧ୍ୟରୁ ‘ତେରି ରସ୍‌କେ କମର୍‌...’…
ଅଧିକ ଖବର ଦେଖନ୍ତୁ...